Movie prime

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଭୁବନେଶ୍ବରରୁ ଯାଇ ତାଳଚେରରେ ୧୫ ଜଣ ମାଲିକ ସହ ଖେଳ କରୁଥିଲା ସୁନ୍ଦରୀ ଯୁବତୀ

 
Ff
ଆଜିକାଲି ସମାଜରେ ଏଭଳି କିଛି ଘଟଣା ଘଟୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଦେଖିପାରିବେ କି ଜଣେ ମହିଳା ଯିଏ ନିଜର ସୁନ୍ଦର ରୂପ ଆଉ ଚେହେରା ଦେଖାଇ ଏଭଳି ସବୁ କାମ କରୁଥିଲେ । ଏହି ମହିଳା ଜଣଙ୍କର ଘର ଭୁବନେଶ୍ୱର ସହରରେ । ଭୁବନେଶ୍ୱର ସହରର ଏହି ଯୁବତୀ ଜଣକ ଖେଳ କରୁଥିଲେ । ଲୁଚି ଲୁଚି ଏହି ଯୁବତୀ ଜଣକ ଖେଳ କରୁଥିଲେ ଆଉ ଆଜି ଏହି ଯୁବତୀ ଜଣକ ଧରା ପଡ଼ିଛନ୍ତି । 
Bh
ଏହି ମହିଳା ଜଣଙ୍କର ନାଁ ହେଉଛି ସନ୍ତୋଷୀ ମହାନ୍ତି । ଏହି ମହିଳା ଜଣଙ୍କର ଘର ଭୁବନେଶ୍ୱର ସହରର ପାତ୍ରପଡା । ଏହି ଭୁବନେଶ୍ୱର ଝିଅର ସବୁ ଖେଳ ଧରା ପଡ଼ି ଯାଇଛି । ମ୍ୟାଡାମ ନିଜ ରୂପ ଆଉ ଚେହେରା ଦେଖାଇ ଏଭଳି କାମ କରୁଥିଲେ । ଏହି ଯୁବତୀ ଜଣକ ଜଣେ ନୁହେଁ କି ଦୁଇଜଣ ନୁହେଁ ୧୫ ଜଣ ଡ଼୍ରାଇଭରଙ୍କୁ ନିଜ ଜାଲରେ ପକାଇଛନ୍ତି । ନିଜ ଜାଲରେ ପକାଇ ସେ ଏଭଳି ସବୁ କରିଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଏବେ ଏହି ସୁନ୍ଦରୀ ଯୁବତୀଙ୍କ କଳା କାରନାମା ଧରା ପଡ଼ିଛି ।
Ju
ଖେଳ କରି କରି ଏହି ସନ୍ତୋଷୀ ମ୍ୟାଡାମ କୋଟି କୋଟି ଟଙ୍କା ଲୁଟି ନେଇଛନ୍ତି । କେଉଁଠି ସପିଙ୍ଗମଲରେ ତ ଆଉ କେଉଁଠି ବିବାହରେ ଏହି ଯୁବତୀ ଜଣକ ଏଭଳି ସୁନ୍ଦର ଚେହେରା ଦେଖାଇ ଲୋକଙ୍କୁ ଜାଲରେ ଫସାଇ ଦେଉଥିଲେ । ଏହି ସନ୍ତୋଷୀ ମ୍ୟାଡାମ ତାଳଚେରରେ ଘର ଭଡ଼ା ନେଇ ରହି ଆସୁଥିଲେ । ସେ ୧୫ ରୁ ଅଧିକ ଡ଼୍ରାଇଭରଙ୍କ ଠାରୁ ଟଙ୍କା ଲୁଟି ନେଇଛନ୍ତି । ବିଭିନ୍ନ ଖଣିରୁ କୋଇଲା ଚାଲାଣ ଆଉ କମ୍ପାନୀରୁ ଆଇରନ ଚାଲାଣ କରିବାକୁ କହି ୧୫ ରୁ ଅଧିକ ଡ଼୍ରାଇଭରଙ୍କ ଠାରୁ ଟଙ୍କା ନେଇ ଯାଇଥିଲେ ।
ଏହି ଯୁବତୀ ଜଣକ କୋଟି କୋଟି ଟଙ୍କା ଲୁଟି ନେଇଥିଲେ । ଏବେ ଏହି ଯୁବତୀ ଜଣକ ଠକି ଦେଇଥିବାରୁ ଠକାମୀର ଶିକାର ହୋଇଥିବା ଏହି ୧୫ ଜଣ ଡ୍ରାଇଭର ବିଭିନ୍ନ ଥାନାରେ ଏହି ଯୁବତୀ ଜଣଙ୍କ ନାଁରେ ଅଭିଯୋଗ କରିଛନ୍ତି । ଏବେ ଏହି ଅଭିଯୋଗ ଆଧାରରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପୋଲିସ ଏବେ ଏହି ଅଭିଯୁକ୍ତ ଜଣଙ୍କୁ ଥାନାରେ ଅଟକ ରଖିଛି । ବାଲିମି ଥାନାରେ ପୋଲିସ ସନ୍ତୋଷୀ ମ୍ୟାଡାମଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି । ଏବେ ଏହି ସନ୍ତୋଷୀ ମ୍ୟାଡାମଙ୍କ ଖେଳ ଧରା ପଡ଼ିଛି । ତାଙ୍କ ସହ ଦୁଇ ତିନିଜଣ ସହଯୋଗୀ ଥିଲେ ବୋଲି ସୂଚନା ମିଳିଛି ।

Around The Web