Movie prime

୨୮ ଲକ୍ଷ ଟଙ୍କାର ଚାକିରୀ ଛାଡି ହେଲେ ଆଇଏଏସ ଅଧିକାରୀ ଦେଖନ୍ତୁ କାହିଁକି ନେଲେ ଏତେବଡ଼ ନିଷ୍ପତି

 
Hh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି
ଖବର ଜାଣିପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ ବ୍ୟକ୍ତି ଚାକିରୀ କରୁଥିଲେ ଆଉ ସେ ୨୮ ଲକ୍ଷ ଟଙ୍କା ଦରମା ପାଉଥିଲେ । ଆଉ ଏବେ ଏହି ଯୁବକ ଜଣକ ୨୮ ଲକ୍ଷ ଟଙ୍କାର ଚାକିରୀ ଛାଡି ଦେଇଛି ।
Hu
ଏହି ଯୁବକ ଜଣକ ୨୮ ଲକ୍ଷ ଟଙ୍କା ଦରମା ପାଉଥିବା ଚାକିରୀ ଛାଡି ଆରମ୍ଭ କରିଲେ UPSC ର ପ୍ରସ୍ତୁତି । ବିନା କୋଚିଂରେ ପ୍ରଥମ ପ୍ରୟାଶରେ ହୋଇଗଲେ IAS ଅଫିସର । ପ୍ରତ୍ୟେକ ମଣିଷ ଚାହିଁଥାଏ କେମିତି ଆଗକୁ ବଢିବ ଏବଂ ପ୍ରତ୍ୟେକ ବ୍ୟକ୍ତି ଭଲ ଚାକିରୀ ଆଉ ଭଲ ଦରମା ଚାହିଁଥାନ୍ତି ।
ପ୍ରତ୍ୟେକ ମଣିଷ ଏଭଳି ଅନେକ ଆଶା ରଖିଥାଏ । କିଛି ବ୍ୟକ୍ତିଙ୍କର ଆଶା ଥାଏ ସେମାନେ ବଡ କମ୍ପାନୀରେ କାମ କରିବେ ଆଉ ବଡ ପୋଷ୍ଟ ପାଇବେ । କିନ୍ତୁ କିଛି ଲୋକ ଭିନ୍ନ ଅଟନ୍ତି । ଆଉ ଲକ୍ଷ ଲକ୍ଷ ଟଙ୍କାର ଚାକିରୀ ଛାଡି ଦିଅନ୍ତି ।
ଦିଲ୍ଲୀରେ ଥିବା ଜଣେ ବ୍ୟକ୍ତି ଯାହାଙ୍କ ନାମ ହେଉଛି ଆୟୁଷ ଗୋୟଲ୍ । ଏହି ବ୍ୟକ୍ତି ଜଣଙ୍କ କଥା ଯିଏ ଶୁଣିବ ସିଏ ଆଶ୍ଚର୍ଯ୍ୟ ହୋଇଯିବ । ଏହି ବ୍ୟକ୍ତି ଜଣକ ଏତେ ବଡ ପଦକ୍ଷେପ ନେଇଛନ୍ତି । IAS ଅଫିସର ଆୟୁଷ ଗୋୟଲ୍ ଦଶମ ଶ୍ରେଣୀ ପରୀକ୍ଷାରେ ୯୧
Gh
ଶତକଡା ନମ୍ୱର୍ ରଖିବା ପରେ ଯୁକ୍ତ ୨ରେ ୯୬ ଶତକଡା ନମ୍ୱର୍ ରଖିଥିଲେ । ଆଉ ଏହାପରେ ସେ ଡିଗ୍ରୀ କଲେଜରେ ପାଠ ପଢିଥିଲେ । ଏହାପରେ ସେ କ୍ୟାଣ୍ଟର ପରୀକ୍ଷା ଦେଇଥିଲେ । ଏହାପରେ ସେ MBA ପଢ଼ିଥିଲେ । 
ସେ ଏହାପରେ ଏକ କମ୍ପାନୀରେ କାମ କରିଥିଲେ । ତାଙ୍କୁ ସେତେବେଳେ ୨୮ ଲକ୍ଷ ଟଙ୍କା ମିଳୁଥିଲା । ତାଙ୍କ ବାପା ଜଣେ ଦୋକାନ ମାଲିକ ଆଉ ତାଙ୍କ ମାଆ ଜଣେ ଗୃହିଣୀ ଅଟନ୍ତି । ସେ କମ୍ପାନୀରେ ଆଠ ମାସ କାମ କରିଥିଲେ । ଆଉ ଏହାପରେ ସେ ଚାକିରୀ ଛାଡ଼ି ଦେଇଥିଲେ ।
ଆଉ ଚାକିରୀ ଛାଡ଼ିବା ପରେ ସେ ସିଭିଲ ସେବା ପରୀକ୍ଷା ଦେଇଥିଲେ । ଆଉ ସେ UPSC ପାଠ ପଢୁଥିଲେ । ସେ କୋଚିଙ୍ଗ ଯାଉ ନଥିଲେ । ସେ ଦିନକୁ ୮ ଘଣ୍ଟା ପାଠ ପଢୁଥିଲେ ଆଉ ଏହାସହ ସେ ୟୁଟ୍ୟୁବରେ ଭିଡିଓ ଦେଖୁଥିଲେ । ଏହାପରେ ସେ IAS ଅଫିସର ହୋଇ ଯାଇଥିଲେ ।