Movie prime

କୁକୁଡ଼ା ସହ ଏମିତି କରି ଜେଲ ଗଲେ ୪ ଯୁବକ ଦେଖନ୍ତୁ ଏମିତି କରିଥିଲେ କଣ ଯେ ଗଲେ ଜେ-ଲ୍

 
Gg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ସୋସିଆଲ ମିଡିଆ ଦ୍ଵାରା ଅନେକ କିଛି ଖବର ଜାଣିବା ସହ ଅନେକ କିଛି ଏଭଳି ଘଟଣା ଜାଣୁଛନ୍ତି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏଭଳି କିଛି ଖବର ସାମ୍ନାକୁ ଆସିଛି । କୁକୁଡ଼ାର ପଡିଲା ଅଭିଶାପ ୪ ଜଣ ଅଭିଯୁକ୍ତ ଗଲେ ଜେଲ । ଏହି ଲୋକମାନଙ୍କର କାରନାମା ଶୁଣିଲେ ଆପଣଙ୍କ ହୋସ ଉଡିଯିବ । 
Bb
ଆପଣମାନେ ତ ଜାଣିଥିବେ ଆଜିକାଲି ଦୁନିଆରେ ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ ଚୋରି କରି ଘର ଚଳାଇଥାନ୍ତି । ଏବେ ସେହିଭଳି କାମ କରୁଥିବା କିଛି ଲୋକମାନେ ଧରା ପଡିଛନ୍ତି । ଏହି ଚାରିଜଣ ଯୁବକ ଦେଶୀ କୁକୁଡ଼ା ଚୋରି କରୁଥିଲେ ଆଉ ଏବେ ସେମାନେ ଧରା ପଡିଛନ୍ତି । ଏହି ଚାରିଜଣ ଅଭିଯୁକ୍ତ ଏବେ ଜେଲରେ ଅଛନ୍ତି । ତାଙ୍କ ନାଁରେ ମାମଲା ରୁଜ୍ଜୁ ହୋଇଛି । ଏବେ ସେମାନେ ଥାନାରେ ଦଣ୍ଡ ପାଉଛନ୍ତି । ତାଙ୍କର କାରନାମା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
Bb
ଏହି ଚାରିଜଣ ଅଭିଯୁକ୍ତ ଦେଶୀ କୁକୁଡ଼ା ଚୋରି କରୁଥିବା ସମୟରେ ଧରା ପଡିଛନ୍ତି । ଏହି ଚାରିଜଣ ଅଭିଯୁକ୍ତଙ୍କ ଉପରେ କୁକୁଡ଼ାର ପଡିଲା ଅଭିଶାପ । ଗଞ୍ଜାମ ଜିଲ୍ଲା ପାଟପୁର ଥାନା ରାମଚନ୍ଦ୍ରପୁର ଗ୍ରାମରେ । ଏହି ଗ୍ରାମରେ ଦେଶୀ କୁକୁଡ଼ା ଚୋରି ହେବା ନେଇ ଅଭିଯୋଗ କରାଯାଇଥିଲା । ଆଉ ଏହି ଘଟଣା ଥାନାରେ ପହଞ୍ଚିବା ପରେ ଥାନା ପୋଲିସ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ଚାରିଜଣ ଅଭିଯୁକ୍ତ ସେହି ଗାଁର ବୋଲି ଜଣାପଡିଛି । ରାତି ଅଧରେ ଯାଇ ଏହି ଅଭିଯୁକ୍ତମାନେ କୁକୁଡ଼ା ଚୋରି କରୁଥିଲେ ।
ରାମଚନ୍ଦ୍ରପୁର ଗ୍ରାମର ସଞ୍ଜୟ ଜେନା ଦେଶୀ କୁକୁଡ଼ା ଫାର୍ମ କରିଥିଲେ । ଆଉ ୧୫ ତାରିଖରେ କିଛି ଦୁର୍ବୃତ୍ତ ତାଙ୍କ ଫାର୍ମରେ ପଶି ତାଲା ଭାଙ୍ଗି ୩୦ଟି ଦେଶୀ କୁକୁଡ଼ା ସହ ଦୁଇଟି ପାଣି ବୋତଲ ଚୋରି କରି ନେଇଥିଲେ । ଏହାପରେ ସେ ଏନେଇ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ତଦନ୍ତ କରିବା ପରେ ଜଣାପଡ଼ିଥିଲା କି ସେହି ଗାଁର ଚାରିଜଣ ଦୁର୍ବୃତ୍ତ ଏଭଳି କାମ କରିଛନ୍ତି । ଆଉ ଏହି କାମ ପରେ ତାଙ୍କୁ ପୋଲିସ ଏବେ ଗିରଫ କରିଛି । ଜାମିନ ନ ହେବାରୁ ଏବେ ସେମାନେ ଥାନାର ହାଜତ ଭିତରେ ଅଛନ୍ତି ।