Movie prime

ବିଜେଡ଼ି ନେତା ଙ୍କ ଘରୁ ବାହାରିଲା ୫ କୋଟି..?ଏଇ କଥା ଜଣା ପଡ଼ିବା ପରେ ଜନତା କହିଲେ..

 
Bb
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଭୋଟ ପୂର୍ବରୁ ଏବେ ଚାଲିଛି ଅନ୍ଧାରି ବିଜେ , ନୋଟ ବର୍ଷା ଏହି ଟ୍ରାପ୍ ରେ ମଧ୍ୟ ପଡ଼ୁଛନ୍ତି ଶାସକ ଦଳର ଅନେକ ନେତା ମାନେ। ଟଙ୍କା ବାଣ୍ଟି ସେମାନେ ନିର୍ବାଚନ ପ୍ରଭାବିତ କରିବାକୁ ମଧ୍ୟ ଉଦ୍ୟମ କରୁଛନ୍ତି।
ଶାସକ ବିଜୁ ଜନତା ଦଳର ଅନେକ ନେତା ଏବେ ଭୋଟ ପୂର୍ବରୁ ନୋଟ ବର୍ଷା ରେ ସାମିଲ ହୋଇଥିବା କଥା ଜଣା ପଡ଼ିଛି। ବିଜେଡ଼ିର ଜଣେ ରାଜ୍ୟ ସ୍ତରୀୟ ପ୍ରଭାବଶାଳୀ ନେତା ଙ୍କ ସରକାରୀ ବିଭାଗରେ ଆୟକର ବିଭାଗ ରେଡ କଲା ବେଳେ,
Bb
 କାର ରେ ୫ କୋଟି ଟଙ୍କା ମିଳି ଥିବାର ଆୟକର ବିଭାଗ ତରଫରୁ ସୁଚନା ମିଳିଛି। ଆୟକର ବିଭାଗ ସରକାରୀ ଭାବରେ ଏନେଇ କୌଣସି ପ୍ରକାରର ବିବୃତି ଦେଇ ନାହିଁ।
ଏଥି ସହ ଗାଡ଼ିରେ ଥିବା ଡ୍ରାଇଭର ଙ୍କୁ ଅଟକ ରଖାଯାଇ ତାଙ୍କୁ ପଚରଉଚରା ମଧ୍ୟ କରାଯାଉଥିବା ଜଣା ପଡ଼ିଛି। ତିନୋଟି ବ୍ୟାଗ ରେ ଥିବା ଏହି ଟଙ୍କା କୁ ଷ୍ଟେଟ ବ୍ୟାଙ୍କ ର ମୁଖ୍ୟ ବ୍ରାଞ୍ଚ କୁ ନିଆଯାଇ ସେଠାରେ ଏହାକୁ ଗଣତି କରାଯାଇ ଥିଲା।
ତେବେ ଏହି ଟଙ୍କା ଯାଜପୁର ରେ ଜଣେ ଠିକାଦାର ଙ୍କ ଗାଡିରୁ ମିଳିଥିବା ଜଣା ପଡ଼ିଛି। ଯାଜପୁର ରେ ସଂପୃକ୍ତ ଏହି ଠିକାଦାର ଙ୍କ ଘରେ ଆୟକର ବିଭାଗ ରେଡ କରିଥିଲା। ନିର୍ବାଚନ ସମୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସବୁ ତଦନ୍ତକାରୀ ସଂସ୍ଥା
Bh
ନିର୍ବାଚନ କମିଶନ ଙ୍କ ନେତୃତ୍ୱରେ ଛନବିନ କୁ ତ୍ୱରାନ୍ୱିତ କରିଛନ୍ତି। ଗତକାଲି ନୟାଗଡ଼ ବୌଦ୍ଧ ସୀମା ରେ ଗାଡ଼ି ଯାଞ୍ଚ ବେଳେ ବିଜେଡ଼ି ର କିଛି ସଦସ୍ୟ ଙ୍କ ଗାଡିରୁ ବିପୁଳ ପରିମାଣରେ ଟଙ୍କା ମିଳିଥିଲା।
ଗଣତି ସମୟରେ ପ୍ରାୟ ଦଶ ଲକ୍ଷ ଟଙ୍କା ମିଳିଥିବା ନେଇ ଏହା ସୁଚନା ମିଳିଛି। ଅପୂର୍ବା ଙ୍କ ଏହି କାର ରୁ ଲକ୍ଷାଧିକ ଟଙ୍କା ମିଳିଥିବା ବେଳେ ସେ ସାମ୍ୱାଦିକ ମାନଙ୍କୁ ଏହା ସପକ୍ଷରେ କୌଣସି ଉତ୍ତର ନଦେଇ ସେଠାରୁ ମଧ୍ୟ ସେ ଚାଲି ଯାଇଥିଲେ।
ଏହାପରେ ତାଙ୍କୁ ପ୍ରାୟ ଆଠ ଘଣ୍ଟା ଜେରା କରିବା ପରେ ସେଠାରୁ ଛାଡ଼ି ଦିଆ ଯାଇଛି। ଯାହାକୁ ନେଇ ଏବେ ଗଣ ମାଧ୍ୟମ ରେ ଖୁବ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.