Movie prime

୧୦ ଟଙ୍କାରେ ୬ ପିସ୍ ଚିକେନ ପକୋଡ଼ା...ବାଣ୍ଟିଛନ୍ତି କୁକୁଡ଼ା ବ୍ୟବସାୟୀ ସଂଘ

 
Vv
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ ।ଆପଣମାନେ ସୋସିଆଲ ମିଡ଼ିଆ ରେ ଅନେକ ପ୍ରକାର ର ଘଟଣା ଘଟୁଥିବାର ନିଶ୍ଚୟ ଭାବରେ ଦେଖିଥିବେ।ଆପଣମାନେ ଜାଣିଥିବେ ଯେ ଲୋକମାନେ ଚିକେନ ପକୋଡା ଖାଇବା ପାଇଁ ବହୁତ ପସନ୍ଦ କରନ୍ତି।ବର୍ତ୍ତମାନ ଏଭଳି ଏକ ଦୋକାନ ରହିଛି ଯେଉଁଠି ୧୦ ଟଙ୍କା ରେ ୬ ପିସ ଚିକେନ ପକୋଡ଼ା ଲୋକମାନେ ଖାଇ ପାରିବେ।
Gh
ମହିଳା ମାନେ ସୁଭଦ୍ରା ଯୋଜନା ପାଇଁ ଏତେ ଲମ୍ବା ଲାଇନ ଲଗେଇ ନଥିବେ ଯେତିକି ୧୦ ଟଙ୍କା ରେ ୬ ପିସ୍ ଚିକେନ୍ ପକୋଡ଼ା ଖାଇବା ପାଇଁ ଲୋକମାନେ ଲାଇନ ଲଗାଇଛନ୍ତି। ବାର୍ଡ ଫ୍ଲୁ ପାଇଁ ଚିକେନ କେହି ଖାଉ ନାହାଁନ୍ତି।ଆଉ ଯେତେବେଳେ ମାଗଣା ମିଳୁଛି ଲମ୍ବା ଲାଇନ ଲାଗି ଯାଉଛି।ହେଲେ ଲୋକ ମାନଙ୍କର ରହିଛି ଆତ୍ମ ସମ୍ମାନ।ଏଥିପାଇଁ ମାତ୍ର ୧୦ ଟଙ୍କା ରେ ୬ ପିସ୍ ଚିକେନ ପକୋଡ଼ା ଖାଉଛନ୍ତି।
Bh
କଟକ ରାଣୀହାଟ ଛକ ରେ ଲୋକଙ୍କୁ ୧୦ ଟଙ୍କା ରେ ୬ ପିସ୍ ଚିକେନ୍ ପକୋଡ଼ା ଖୁଆଇ ଛନ୍ତି ଓଡ଼ିଶା କୁକୁଡ଼ା ବ୍ୟବସାୟୀ ସଙ୍ଘ।ଯେଉଁଥି ପାଇଁ ହୃଦୟ ରୁ ଧନ୍ୟବାଦ ଦେଇଛନ୍ତି ସାଧାରଣ ଲୋକେ।ଚିକେନ ପକୋଡା ଖାଇବା ପାଇଁ ଲୋକଙ୍କ ଲମ୍ବା ଲାଇନ ଲାଗିଥିବା ଭିଡିଓ ରେ ଦେଖିବାକୁ ମିଳିଛି।ଆଉ ୧୦ ଟଙ୍କା ରେ ଯଦି ୬ ପିସ୍ ଚିକେନ ମିଳୁଛି ତାହେଲେ କିଏ ଛାଡ଼ିବ।କାହିଁକି ନା ଅନ୍ୟ ସମୟରେ ୬ ପିସ୍ ଚିକେନ କୁ ୬୦ କି ୭୦ ଟଙ୍କା ବେଳେବେଳେ ୮୦ ଟଙ୍କା ଦେଇ ଲୋକମାନେ ଖାଇଛନ୍ତି।ତେବେ ପାଖାପାଖି ୪୦୦ କିଲୋ କୁକୁଡ଼ା ବାଣ୍ଟିଛନ୍ତି ବ୍ୟବସାୟୀ ସଂଘ।
ବର୍ତମାନ ଏହି ଘଟଣା ଟି ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଦର୍ଶକ ମାନେ ଏହି ଘଟଣା ଦେଖିବା ପରେ ଅନେକ କଥା ଆଲୋଚନା କରିବାରେ ଲାଗିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.