ମାସକୁ ୮୩୩ ଟଙ୍କା କୌଣସି କାମରେ ଆସିବନି - ସୋଫିଆ ଫିର୍ଦ୍ଦୋସ
Aug 30, 2024, 17:45 IST
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ଏହି ଭିଡିଓ ମାଧ୍ୟମରେ ସୁଭଦ୍ରା ଯୋଜନାକୁ ନେଇ ଆସିଥିବା ଖବର ଜାଣିପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ କଂଗ୍ରେସ ବିଧାୟକା ସୋଫିଆ ଫିରଦୋଷ କଣ ସବୁ କହିଛନ୍ତି ତାହା ଜାଣିପାରିବେ । ସେ କହିଛନ୍ତି ଏହି ସୁଭଦ୍ରା ଯୋଜନା କେବଳ ରାଜନୀତି ପାଇଁ କରାଯାଇଛି ।
ସେ କହିଛନ୍ତି ଯେତେବେଳେ ସୁଭଦ୍ରା ଯୋଜନା ବାହାରିଲା ସେତେବେଳେ ଏହି ଯୋଜନା ମାଧ୍ୟମରେ ମହିଳାମାନେ ଉପକୃତ ହୋଇପାରିବେ । ମହିଳାମାନେ ଏହାଦ୍ବାରା ଅନେକ ଲାଭ ପାଇପାରିବେ । ବିଜେପି ଦଳ ଶାସନ କରିବା ପୂର୍ବରୁ ସୁଭଦ୍ରା ଯୋଜନା ବିଷୟରେ କହିଥିଲେ ଆଉ ଏହାଦ୍ବାରା ମହିଳାମାନେ ଉପକୃତ ହେବେ ଆଉ ଅନେକ ଲାଭ ପାଇପାରିବେ । ଏବେ ଆପଣମାନେ ଏହି ସୁଭଦ୍ରା ଯୋଜନାକୁ ନେଇ ସେ କଣ ସବୁ କହିଛନ୍ତି ଜାଣିପାରିବେ । ଏବେ ବିଜେପି ଦଳ ଶାସନ କରୁଛି ।
ଆଉ ସୁଭଦ୍ରା ଯୋଜନା ଆରମ୍ଭ କରିବାକୁ ସରକାର କହିଛନ୍ତି । ଏହାକୁ ଯଦି କିସ୍ତିରେ ଦିଆଯାଇ ଥାଆନ୍ତା ତାହେଲେ ମହିଳାମାନେ ଏହାର ଲାଭ ପାଇବା ସହ ମହିଳାମାନେ ସଶକ୍ତି କରଣ ହୋଇପାରିବେ । ଆଉ ଏବେ ସରକାର ୫ ହଜାର ଟଙ୍କା ଦେବେ ବୋଲି କହିଛନ୍ତି । ଆଉ ଏହି ୫ ହଜାର ଟଙ୍କା ଠିକ୍ ଭାବରେ ବ୍ୟବହାର ହୋଇପାରିବ ନାହିଁ । ଏକାଥରକେ ଯଦି ସରକାର ୫୦ ହଜାର ଟଙ୍କା ଦେଇଥାନ୍ତେ ତାହେଲେ ଅଧିକ ଉନ୍ନତି କରିଥାନ୍ତେ ମହିଳାମାନେ । ଆଉ ଏବେ ମହିଳାମାନେ ଏହି ଯୋଜନାରେ ଉନ୍ନତି କରିପାରିବେ ନାହିଁ ।
ଏହି ଯୋଜନା ଠିକ୍ ଭାବରେ କରାଗଲା ନାହିଁ । ମହିଳାମାନେ ଆଗକୁ ବଢ଼ିବାକୁ ଟଙ୍କା ଦେଇଥାନ୍ତେ ସରକାର କିନ୍ତୁ ଏବେ ଏହି ୫ ହଜାର ଟଙ୍କା ଦ୍ଵାରା ମହିଳା ଠିକ୍ ଭାବରେ ଟଙ୍କା ଲଗାଇ ପାରିବେ ନାହିଁ । ଏହି ଯୋଜନାରେ ମହିଳା ଉନ୍ନତି କରିପାରିବେ ନାହିଁ କି ଆଗକୁ ବଢ଼ିପାରିବେ ନାହିଁ । ଏହି ସୁଭଦ୍ରା ଯୋଜନା କେବଳ ରାଜନୀତି ପାଇଁ କରାଯାଇଛି । ମହିଳାମାନେ ଉନ୍ନତି କରିଲେ ସେମାନେ ସବୁକିଛି ଜାଣିପାରିବେ ସେଥିପାଇଁ ଏହି ଯୋଜନା ଏଭଳି କରାଯାଇଛି ବୋଲି କଂଗ୍ରେସ ବିଧାୟିକା ସୋଫିିଆ ଫିରଦୋଷ କହିଛନ୍ତି ।