Movie prime
ବାହାଘର ପୂର୍ବରୁ ସ୍ଵାମୀଙ୍କ ସହ ବୁଲିବାକୁ ଗଲେ ଆପଣଙ୍କ ପ୍ରିୟ ଲୋକପ୍ରିୟ ଅଭିନେତ୍ରୀ ରିୟା ଦେ ଦେଖନ୍ତୁ ଏହି ଭିଡିଓ ରେ କେମିତି କାଟିଲେ ସମୟ
 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ରିୟା ଦେ ଙ୍କୁ ବେଶ ଭଲ ଭାବରେ ଜାଣିଥିବେ ସେ ହେଉଛନ୍ତି ଜଣେ ଆଗ ଧାଡ଼ିର ଓଲିଉଡ଼ ଅଭିନେତ୍ରୀ।
ତାଙ୍କ ଅଭିନୟ ଦ୍ୱାରା ସେ ସମସ୍ତଙ୍କ ହୃଦୟରେ ରାଜ୍ କରୁଛନ୍ତି। ତାଙ୍କ ଅଭିନୟ ମାଧ୍ୟମରେ ମଧ୍ଯ ସ ଅନେକ ସଫଳତା ପାଇଛନ୍ତି।
ଓଲିଉଡ଼ ଜଗତ କୁ ଅନେକ ହିଟ୍ ଫିଲ୍ମ୍ ମଧ୍ୟ ଦେଇଛନ୍ତି। ଫିଲ୍ମ୍ ଗୁଡିକ ଦ୍ବାରା ରିୟା ମଧ୍ଯ ଅନେକ ସଫଳତା ଅର୍ଜନ କରିଛନ୍ତି।
ନିକଟରେ ରିୟା ଙ୍କ ବିବାହ ହେବା ପାଇଁ ଯାଉଛି। ଏବଂ ଏବେ ସୋସିଆଲ ମିଡ଼ିଆରେ ରିୟା ଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ଫଟୋ ରେ ରିୟା ଙ୍କ ସହ ତାଙ୍କ ଭାବି ସ୍ୱାମୀ ଙ୍କୁ ଦେଖିବାକୁ ମିଳିଛି। ରିୟା ଏବଂ ତାଙ୍କ ସ୍ଵାମୀ ଦୁହେଁ ଦୁହିଁଙ୍କ ସହ ବେଶ ଖୁସୀ ମଧ୍ୟ ଅଛନ୍ତି।
ଏବଂ ରିୟା ଙ୍କ ଏନ୍ଗେଜ୍ମେଣ୍ଟ ରେ ରିୟା ଙ୍କୁ ତାଙ୍କ ସ୍ଵାମୀ ବେଶ ରୋମାଣ୍ଟିକ ୱେ ରେ ପ୍ରପୋଜ୍ ମଧ୍ଯ କରିଛନ୍ତି।
ଏନେଇ ମଧ୍ୟ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଯେଉଁଥିରେ ରିୟା ଏବଂ ତାଙ୍କର ଭାବି ସ୍ୱାମୀ ବେଶ ଖୁସୀ ମଧ୍ଯ ଅଛନ୍ତି।
ଖୁସୀ ହୋଇ ଦୁହେଁ ଦୁହିଁକୁ ରିଙ୍ଗ ମଧ୍ୟ ପିନ୍ଧାଛନ୍ତି। ରିୟା ଙ୍କ ରିଙ୍ଗ ସେରୀମୋନି ମଧ୍ୟ ହୋଇ ସାରିଛି। ଏହି ରିଙ୍ଗ ସେରିମୋନି ରେ ରିୟା ଙ୍କ ପାରିବାର ର ଅନେକ ଲୋକ ମାନେ ମଧ୍ୟ ଯୋଗ ଦେଇଥିଲେ।
ଏଥି ସହ ରିୟା ଓ ତାଙ୍କ ଭାବି ସ୍ୱାମୀ ଙ୍କୁ ଏକ ମ୍ୟାଚିଂ ଆଉଟ୍ ଫିଟ୍ ରେ ଦେଖିବାକୁ ମିଳିଥିଲା। ଏବଂ ଦୁହେଁ ମଧ୍ୟ ସେହି ଆଉଟ୍ ଫିଟ୍ ରେ ଖୁବ୍ ସୁନ୍ଦର ଦେଖା ଯାଉଛନ୍ତି।
ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି ଓ ଦର୍ଶକ ମାନେ ମଧ୍ୟ ରିୟା ଙ୍କ ବିବାହ କରିବା କଥା ଶୁଣି ବେଶ ଖୁସୀ ମଧ୍ୟ ହୋଇ ଯାଇଛନ୍ତି। ଏବଂ ଆମେ ମଧ୍ୟ ରିୟା ଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛୁ।