Movie prime

ଏହି ବେଙ୍ଗକୁ ଚାଟିବା ମାତ୍ରେ ହେଇଯିବ ନିଶା ଦେଖନ୍ତୁ କେମିତି ଏହା ସମ୍ଭବ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ଅନେକ ପ୍ରକାରର ଘଟଣା, ଦୁର୍ଘଟଣା ଏବଂ ସବୁ ପ୍ରକାରର ଭିଡିଓ ଏବଂ ସବୁ ଅଞ୍ଚଳର ଖବର ଏହି ସୋସିଆଲ ମିଡ଼ିଆ ଦ୍ଵାରା ଜାଣିପାରିବେ । ଏହି ଭିଡିଓରେ ଦେଖିବାକୁ ମିଳୁଛି କିଛି ଅଲଗା କଥା । ଯାହା ବେଙ୍ଗକୁ ନେଇ ଆସିଛି । ଏହି ଭିଡିଓରେ ଆପଣମାନେ ଦେଖିପାରିବେ କି ବେଙ୍ଗକୁ ଚାଟିଲେ ହୋଇଯିବ ନିଶା । ବେଙ୍ଗ ଏଭଳି ହୋଇଛି ଯାହାକୁ ଚାଟିଲେ ବ୍ୟକ୍ତି ନିଶାସକ୍ତ ହୋଇଯିବ । ଏବେ ଏହି ଘଟଣାକୁ ନେଇ ଏହି ଭିଡିଓ ପ୍ରସ୍ତୁତ ହୋଇଛି । ଆଉ ଏହି ଭିଡିଓରେ ଅନେକ ପ୍ରକାରର କଥା ମଧ୍ୟ କୁହାଯାଇଛି ।
କୁହାଯାଇଛି କି ବେଙ୍ଗକୁ ଛୁଅଁନ୍ତୁ ନାହିଁ କି ବେଙ୍ଗକୁ ଚାଟନ୍ତୁ ନାହିଁ । କାରଣ ବେଙ୍ଗ ଚାଟିଲେ ହୋଇଯିବ ନିଶା ଆଉ ବେଙ୍ଗକୁ ଛୁଇଁଲେ ହୋଇଯାଉଛି ଭୟଙ୍କର ରୋଗ । ବେଙ୍ଗକୁ ଚାଟିବାକୁ ଆଉ ଛୁଇଁବାକୁ ବାରଣ କରାଯାଇଛି । ଆପଣମାନେ ଜାଣିଥିବେ ନିଶାସକ୍ତ ବ୍ୟକ୍ତି ଅର୍ଥାତ୍ କିଛି ବ୍ୟକ୍ତି ଯେତେବେଳେ ମଦ ପିଇଥାନ୍ତି ସେତେବେଳେ ସେମାନେ ବେଙ୍ଗକୁ ଚାଟି ଥାଆନ୍ତି ବା ଚୁମି ଥାନ୍ତି । କିନ୍ତୁ ଏହି ବେଙ୍ଗ ଚାଟିଲେ ହୋଇପାରେ ସାଙ୍ଘାତିକ ରୋଗ । ସେଥିପାଇଁ ପାର୍କରେ ନିଶା ପିଇଲା ବେଳେ ବେଙ୍ଗକୁ ଚାଟିବାକୁ ସମ୍ପର୍ଣ୍ଣ ବାରଣ କରାଯାଇଛି ।
ଆଉ ପାର୍କ ଭିତରେ କାନ୍ଥରେ ମଧ୍ୟ ବୋର୍ଡ ଲଗାଯାଇଛି । ଆମେରିକାର ଆରିଜୋନାରେ ଥିବା ପାର୍କରେ ଏଭଳି ସାଇନ୍ ବୋର୍ଡ ଲଗାଯାଇଛି । ଆଉ ଏହାଦ୍ବାରା ସତର୍କ କରାଯାଉଛି । କରିଙ୍ଗାର ନରି ବେଙ୍ଗକୁ ଚାଟନ୍ତୁ ନାହିଁ । ଚାଟିବା ସହ ଛୁଇଁବାକୁ ମନା କରାଯାଇଛି । ଏହି ବେଙ୍ଗ ଦେଖିବାକୁ ଲମ୍ବା । ଆଉ ଏହାର ଲମ୍ବ ହେଉଛି ୭ ଇଞ୍ଚ । ଏହା ଆମେରିକାର ସବୁଠୁ ଲମ୍ବା ଆଉ ବଡ ବେଙ୍ଗ ଅଟେ । ଏହି ବେଙ୍ଗର ପିଠି ଉପରେ ଦୁଇଟି ଗ୍ରନ୍ଥି ଅଛି । ଆଉ ସେଥିରୁ ବିଷାକ୍ତ ରସ ନିର୍ଗତ ହୋଇଥାଏ ।
ଏହି ବେଙ୍ଗ ଯେତେବେଳେ ବୋବାଇ ଥାଏ ସେତେବେଳେ ଏହି ଗ୍ରନ୍ଥି ଫୁଲି ଯାଇଥାଏ । ଆଉ ପୁଣି କିଛି ସମୟ ପରେ ଏହା ଠିକ୍ ହୋଇଯାଏ । ଏହାର ଥିବା ଲାଳ ଲୋକଙ୍କୁ ନିଶା ଗ୍ରସ୍ତ କରିଥାଏ । ମଣିଷ ଦେହରେ ଏହି ବେଙ୍ଗର ଲାଳ ଲାଗିଲେ ହାର୍ଟ ରୋଗ ହୋଇଥାଏ । ଆଉ ଏହାସହ ଅନେକ ପ୍ରକାରର ଅଲଗା ରୋଗ ହୋଇଥାଏ । ଆଉ ଏହି ବେଙ୍ଗ ବହୁତ ଖତରନାକ୍ ଅଟେ । ଏହି ବେଙ୍ଗକୁ ଛୁଇଁବାକୁ ବାରଣ କରାଯାଇଛି । ଏଥିପାଇଁ ସତର୍କ ସୂଚନା ମଧ୍ୟ ଦିଆଯାଇଛି । ଏହାକୁ ନ ମାନିଲେ ହଇରାଣ ହୋଇପାରନ୍ତି ।