Movie prime

କିଶୋର ଭାଇନା ମଟନ ଉପରେ ରେଡ ଏ-କ୍ସ-ପା-ରି ରଙ୍ଗ ବ୍ୟବହାର ଉପରେ ଚଢ଼ାଉ କଲା BMC

 
Special Report
ଆପଣମାନେ ଜାଣିଥିବେ କିଶୋର ଭାଇ ଙ୍କ ଢାବାର ମର୍ଟନ ବହୁତ ଫେମସ୍ ହୋଇଥାଏ।ବହୁତ ଦୂର ଦୂରରୁ ଲୋକମାନେ ସେଠାକୁ ଯାଇ ଖାଇଥାନ୍ତି।ଏବଂ ଏହାର ଭିଡିଓ ମଧ୍ୟ କରିଥାନ୍ତି।କିନ୍ତୁ ବର୍ତ୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।କିଶୋର ଭାଇ ରାନ୍ଧୁଥିବା ୨୦୦ ସହ ମର୍ଟନ ରେ ପୁଳା ପୂଳା ରଙ୍ଗ ମିଶାଉଥିବର ଦେଖିବାକୁ ମିଳିଛି। ବାସି କଙ୍କଡ଼ା କୁ ରଙ୍ଗରେ ବୁଡାଇ ବିକ୍ରି କରୁଛନ୍ତି।
ଏକ୍ସପାରି ଶସ୍ ରେ ମଧ୍ୟ କିଶୋର ଭାଇ ରୋଷେଇ କରୁଥିଲେ।ଏଭଳି କରି ପ୍ରଚୁର ଟଙ୍କା ମଧ୍ୟ ରୋଜଗାର କରୁଥିଲେ।ସବୁବେଳେ ତାଙ୍କ ଢାବା ରେ ଲୋକମାନେ ଖାଇବା ପାଇଁ ଆସିଥାନ୍ତି।ପୁରା ଲାଲ୍ ଦେଖା ଯାଉଥିବା ମର୍ଟନ ଝୋଳ କୁ ଖାଇବା ପାଇଁ ଭୁବନେଶ୍ବର ସମେତ ଅନେକ ରାଜ୍ୟର ବିଭିନ୍ନ ସ୍ଥାନରୁ ଲୋକମାନେ ଆସୁଥିଲେ।କିନ୍ତୁ ସମସ୍ତଙ୍କ ବିଶ୍ୱାସ ରେ ବିଶ ଦେଉଥିଲେ କିଶୋର ଭାଇ।ସେଥିପାଇଁ କିଶୋର ମର୍ଟନ ଙ୍କୁ ବନ୍ଦ କରାଯାଇଛି।
ଭୁବନେଶ୍ୱର ମୁନସିପାଲିଟି କର୍ପୋରେସନ ଏହାକୁ ବନ୍ଦ କରିଛନ୍ତି।ଖାଦ୍ୟ ଅନୁପଯୋଗୀ,ରଙ୍ଗ ସାଙ୍ଗକୁ ବାସି କଙ୍କଡ଼ା ସେଥିରେ ପୁଣି ମିଶିଥିଲା ନଷ୍ଟ ହୋଇଯାଇଥିବା ଏକ୍ସପାରି ଶସ୍।ଯାଞ୍ଚ କରୁଥିବା ସମୟରେ ଏସବୁ ପ୍ରମାଣ ମିଳିଥିଲା।ସହ ସହ ଲୋକଙ୍କ ଭିଡ଼ ଜମୁଥିବା ଦୂର ଦର୍ଶନ କେନ୍ଦ୍ର ପାଖରେ ଅର୍ଥାତ୍ ଆପଲ୍ ହସ୍ପିଟାଲ୍ ର ପଛରେ ଜମିଥିବା କିଶୋର ମର୍ଟନ ଦୋକାନ କୁ ବନ୍ଦ କରିଛନ୍ତି।
ବର୍ତ୍ତମାନ ଏହି ଖବର ଟି ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଅନେକ ଲୋକ ନିଜର ମତାମତ ଦେବାରେ ଲାଗିଛନ୍ତି।ଏହା ସହିତ ସଂପୃକ୍ତ ଦୋକାନର ପଞ୍ଚିକରଣ ପତ୍ର କୁ ବାତିଲ କରାଯାଇଛି।ବି ଏମ୍ ସି ପକ୍ଷରୁ ବୁଧବାର ରାଜଧାନୀ ର ବିଭିନ୍ନ ସ୍ଥାନରେ ଖାଦ୍ୟ ଯାଞ୍ଚ କରାଯାଉଥିଲା।ଆଉ ଏହି ସମୟରେ ଦୂର ଦର୍ଶନ କେନ୍ଦ୍ରସ୍ଥ କିଶୋର ଭାଇ ମର୍ଟନ ଦୋକାନରେ ମଧ୍ୟ ଯାଞ୍ଚ କରାଯାଇ ଥିଲା।