Movie prime

୩-୪ ଦିନ କଷ୍ଟ ହୁଏ ତା ବୋଲି କଣ ଏମିତି ନକଲେ ବଞ୍ଚି ପାରିବନି

 
Special Report
ନମସ୍କାର ଦର୍ଶକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ପି-ରି-ୟ-ଡ଼କୁ ନେଇ ଗଣମାଧ୍ୟମ ଆଗରେ ଗଜପତି କହିଛନ୍ତି ଯେ, ଝିଅ ପିଲା ଯେତେବେଳେ ପି-ରି-ୟ-ଡ଼ ହୁଅନ୍ତି ସେତେବେଳେ ସେମାନେ କାହା ସହ ରିଲେସନରେ ରହିବେନି।
ଝିଅ ପିଲା ମାନଙ୍କର ଯୋଉ ବୟଫ୍ରେଣ୍ଡ ବା ସ୍ଵାମୀ ଅଛନ୍ତି ସବୁବେଳେ ତାଙ୍କର କେୟାର କରିବା ଉଚିତ। ପି-ରି-ୟ-ଡ଼ ସମୟରେ ରିଲେସନ ରଖାଯାଏନି ଯଦି ରିଲେସନ ରଖିଥାନ୍ତି ତାହାଲେ ଆଗାମୀ ପିଢ଼ି ଯୋଉ ମାନେ ଆସିବେ ସେଇଟା ତାଙ୍କ ଉପରେ ପ୍ରଭାବ ପଡ଼ିଥାଏ। 
ଯଦି ଆପଣ ମାନେ ପି-ରି-ୟ-ଡ଼ ସମୟରେ ପ୍ରେ-ଗ-ନେ-ଣ୍ଟ ହେବାକୁ ଚାହୁଁଥିବେ ତାହାଲେ ଟିକେ ଅସୁବିଧା ହେବ। ଏଇ ଜିନିଷ ଗୁଡା ଭଲ ନୁହେଁ। ଗଜପତି କହୁଛନ୍ତି ଦିଇ ଚାରିଦିନ ସେ-କ୍ସ ନ କଲେ କଣ ବିଞ୍ଚି ପାରିବେନି ଏସବୁ ବେକାର କଥା।
ଝିଅ ପିଲାଙ୍କର ଋ-ତୁ-ସ୍ରା-ବ ବୋଲି ଗୋଟେ ଜିନିଷ ହୁଏ ସେଇ କଷ୍ଟଟା ଅଧିକ ହୁଏ ତିନିଦିନ ପାଇଁ। ପ୍ରକୃତରେ ସେଇ ଜିନିଷଟା ସାତଦିନ ପର୍ଯ୍ୟନ୍ତ ରୁହେ କିନ୍ତୁ ବେଶି କଷ୍ଟ ତିନିଦିନ ହେଇଥାଏ। ଏହି ସମୟରେ ଅଣ୍ଟା ପିଠି କାଟେ ଆଉ ଝିଅ ପିଲାଙ୍କୁ ଯଦି ଗୋଟେ ଭଲ କଥା କହିବେ ସେମାନେ ଚିଡି ଚିଡି ହୁଏନ୍ତି। 
ଆପଣ ମାନେ ଦେଖିବେ ବାହାର ଜାଗାକୁ ଯାଆନ୍ତୁ କେରଳ ହଉ କି ଆଉ କୋଉଠି ହଉ ନାରୀଙ୍କ ପ୍ରତି ଅଧିକ ସମ୍ମାନ ରହୁଛି। ଏହି ସମ୍ମାନ ରହିଲେ ହିଁ ସେଇ ଝିଅଟି ତିନିଦିନ ହଉ ଚାରିଦିନ ହଉ ଆଉ ବାକି ଯୋଉ ତିନିଦିନ ରହିଲା ସେ ସେଇ ଦିନ ଗୁଡ଼ିକରେ ସ୍କୁଲ୍ ଯାଇପାରନ୍ତିଯାଇପାରନ୍ତି।
କାରଣ ସେ ତିନିଦିନ ବେଶି କଷ୍ଟ ହୁଏନି। ଋ-ତୁ-ସ୍ରା-ବକୁ ଯୋଉ ଅପବିତ୍ର କରିଛନ୍ତି, ଏଇଟା ପୂର୍ବ ପୁରୁଷରୁ ଚାଲିଆସିଛି। ଆମ ପୌରପୁରୁଷ ମାନେ ଏହି ଜିନିଷଟିକୁ ବନେଇଛନ୍ତି। ଆଉ ଝିଅ ପିଲାଙ୍କର ତ ସେଇଟା ହେବ ନାହେଲେ ତ ସେ ମାଆ ହେଇପାରିବନି ତ ଏଇଟା ଗୋଟେ ସାଧାରଣ କଥା। 
ଅପବିତ କାହିଁକି କୁହାଯାଏ ନା ଝିଅ ପିଲାଙ୍କ ଦେହରୁ ଯୋଉ ଅପରିଷ୍କାର ବ୍ଲଡ଼ଟା ଯାଏ ତାକୁ କୁହନ୍ତୁ ଗୋଟେ ଖରାପ ଜିନିଷ ବୋଲି। ଆଗକାଳ ଲୋକ ମାନେ ପି-ରି-ୟ-ଡ଼ ହେଲେ ବହୁତ ବାରଣ କରନ୍ତି କୁହନ୍ତି ସାତଦିନ ଗାଧେଇବନି ଗୋଟେ କଣରେ ପଡି ରହିବ ଏମିତି ସବୁ କହିଥାନ୍ତି।
ଗଜପତି କହିଛନ୍ତି ଯେ ଝିଅ ପିଲା ହେବା କଣ ପାପ ନା ସେମାନେ କହିକି ଜନ୍ମ ହେଇଛନ୍ତି ଯେ "ମୁଁ ଝିଅ ପିଲା ମୁଁ ଦଣ୍ଡ ଭୋଗିବି, ଖାଲି ତମ ଛୁଆ ପିଲା ଜନ୍ମ କରିବି ଆଉ ତମ ବଂଶ ବଢେଇବି ସେତିକି ଆଉ କିଛି ନାଇ"। ଏହି ସମୟରେ ଝିଅ ପିଲାଙ୍କୁ ଠାକୁର ଘରକୁ ଯିବାକୁ ଦିଅନ୍ତୁ ନାହିଁ।