Movie prime

ଜୀବନରେ ସବୁବେଳେ ଦୁଃଖ କଷ୍ଟ ଆସୁଥିଲେ ଥରେ ନିହାତି ଦେଖନ୍ତୁ

 
Special Report
ଏହି ଦୁନିଆରେ ଦୁଇ ପ୍ରକାରର ଲୋକ ଅଛନ୍ତି।ଯେଉଁମାନେ ଏହି ସୃଷ୍ଟି ସହିତ ତାଳମେଳ ଦେଇ ଜୀବନ କାଟିଥାନ୍ତି।ଖୁସିରେ ରୁହନ୍ତି।ଦୁଃଖ ଆଉ ସୁଖ ଦୁଇଟି ଜିନିଷ ତାଙ୍କୁ ଉପରକୁ ନେବାକୁ ଚେଷ୍ଟା କରେ।ସୁଖ ବି ତାଙ୍କୁ ଆଗକୁ ବଢ଼ିବାକୁ ସାହାର୍ଯ୍ୟ କରିଥାଏ।ଯେଉଁ ମାନେ ସବୁ କଥା ଈଶ୍ବରଙ୍କ ଇଛା ବୋଲି ଭାବି ଖୁସିରେ କାର୍ଯ୍ୟ କରନ୍ତି।ସେମାନଙ୍କ ଜୀବନରେ ଥିବା ଦୁଃଖଦ ପରିସ୍ଥିତି ମଧ୍ୟ କିଛି ମାସ ପରେ,ନଚେତ କିଛି ବର୍ଷ ପରେ ଆଶୀର୍ବାଦ ରେ ପରିଣତ ହୋଇଯାଇଥାଏ।
ଦ୍ଵିତୀୟ ପ୍ରକାର ଲୋକ ଯେଉଁମାନେ ବିରୋଧ କରିଥାନ୍ତି।ତାଙ୍କ ଜୀବନରେ ସଦା ସର୍ବଦା ଦୁଃଖ ରହିଥାଏ।ତାଙ୍କ ଜୀବନରେ ସୁଖ ବି ଦୁଃଖ, ଦୁଃଖ ବି ଆହୁରି ଦୁଃଖର ପରିସ୍ଥିତି ସୃଷ୍ଟି କରିଥାଏ।ଯଦି ଜୀବନକୁ ସୁନ୍ଦର ଭାବରେ କାଟି ବାକୁ ଚାହୁଁଛନ୍ତି ତାହେଲେ ଜୀବନସାରା ଯୋଡ଼ି ହୋଇ ରୁହନ୍ତୁ।ଜୀବନର ସର୍ବଶ୍ରେଷ୍ଠ ଆବଶ୍ୟକତା ହେଉଛି ଆପଣଙ୍କର ଚେତନା।
ଆପଣଙ୍କର ବୁଦ୍ଧି ଆଉ ବିବେକ କେତେ ଖୋଲିଛି ତାହା ହେଉଛି ସର୍ବଶ୍ରେଷ୍ଠ ସମ୍ପତି।ଯଦି ଜଣଙ୍କୁ ନ ବୁଝି ପାରିବେ ତାହେଲେ ଆପଣ ବହୁତ ଦୁଃଖରେ ରହିବେ।ଯଦି ମନ ଆପଣଙ୍କର ସଫା ହୋଇଥିବ ତାହେଲେ ଦୁଃଖ ବି ଆପଣକୁ ସୁଖ ଦେବ ଆଉ ସୁଖ ମଧ୍ୟ ସୁଖ ଦେବ। ଏହା ବହୁତ ଚମତ୍କାର ଜିନିଷ।ଖାଇଲା ବେଳେ ଖୁସିରେ ରହିବେ ନ ଖାଇଲେ ମଧ୍ୟ ଖୁସିରେ ରହିବେ।ଏହାର ମାନେ ହେଉଛି ସୁଖ ସମ୍ବୃଢ଼ୀ କୁ ଆକର୍ଷିତ କରିବେ।
ଜୀବନରେ ନିଜେ ସବୁ କଥା ଶୁଣନ୍ତୁ ଏବଂ ଅନ୍ୟଙ୍କୁ ବୁଝାନ୍ତୁ।ଦେଖିବେ ବହୁତ ସୁଖ ପାଇବେ।ନିଜେ ମଙ୍ଗଳମୟ ଜୀବନ କାଟନ୍ତୁ ଏବଂ ଅନ୍ୟକୁ ମଧ୍ୟ ମଙ୍ଗଳମୟ ଜୀବନ କାଟିବାକୁ ଦିଅନ୍ତୁ। ସେମାନଙ୍କୁ ଏଥିପାଇଁ ସହଯୋଗ କରନ୍ତୁ।ସବୁ ଜିନିଷ ଈଶ୍ୱର ଙ୍କ ଇଛାରେ ହିଁ ହୋଇଥାଏ।ଯଦି ଏହାକୁ ମାନିବେ ତାହେଲେ ଅନୁଭବ କରିବେ।ଯାହାବି ଶୁଣିବେ ଜୀବନରେ ପରିବର୍ତ୍ତନ ଆସିବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.