Movie prime

ଝିଅମାନେ ପୁଅକୁ ଦେଖିବା ସମୟରେ ଏହି ଅ-ଙ୍ଗ ମାନଙ୍କୁ ସ୍ପର୍ଶ କରନ୍ତି ଶୀଘ୍ର ଦେଖନ୍ତୁ କେଉଁ ଅ-ଙ୍ଗ

 
Special Report
ଯେତେବେଳେ କୌଣସି ଝିଅ ଗୋଟିଏ ପୁଅକୁ ସାମ୍ନାରୁ ଦେଖିଥାନ୍ତି ସେମାନଙ୍କ ବ୍ୟବହାର କେମିତି,ସେ କଥା କିପରି ହେଉଛନ୍ତି ତାହା ଜାଣି ଦେଇଥାନ୍ତି।
କିନ୍ତୁ ଏମିତି କିଛି ଝିଅ ଅଛନ୍ତି ପୁଅ ମାନଙ୍କର ଗୋଟିଏ ଅଙ୍ଗ କୁ ଦେଖିବା ପାଇଁ ବହୁତ ପସନ୍ଦ କରିଥାନ୍ତି।ସେହି ଅଙ୍ଗ ଟି ହେଉଛି ପୁଅ ମାନଙ୍କର ନାକ।
ଏମିତି ଝିଅ ଅଛନ୍ତି ପୁଅ ମାନଙ୍କୁ ଯେତେବେଳେ ଦେଖିଥାନ୍ତି ତାଙ୍କ ନାକ କୁ ପ୍ରଥମେ ଦେଖିଥାନ୍ତି।
କାରଣ କଥାରେ ଅଛି ଯେଉଁ ପୁଅଙ୍କ ନାକ ଛୋଟ ଆଉ ମୋଟା ହୋଇଥାଏ ସେମାନେ ବହୁତ ରୋମାଣ୍ଟିକ ହୋଇଥାନ୍ତି।
ଏଭଳି ପୁଅ ଙ୍କୁ ଝିଅ ମାନେ ପ୍ରଥମଥର ପାଇଁ ଦେଖି ପସନ୍ଦ କରିଥାନ୍ତି।ପୁଅଙ୍କର ଆଉ ଗୋଟିଏ ଅଙ୍ଗ ହେଉଛି ଓଠ।ଝିଅ ମାନଙ୍କୁ ପୁଅ ମାନଙ୍କ ର ଗୋଲାପି ଓଠ ବହୁତ ପସନ୍ଦ ଥାଏ।
ଯେଉଁ ଝିଅ ରିଲେସନ ରେ ରହିବାକୁ ଚାହେଁ ସେ ଭାବିଥାଏ ଯେ ତାର ଲାଇଫ ପାର୍ଟନର ବହୁତ ଭଲ ହୋଇଥାଉ।
ସେହିଭଳି ଆଉ ଗୋଟିଏ ଅଙ୍ଗ ହେଉଛି ପୁଅ ମାନଙ୍କ ଦାଢ଼ି।ଅନେକ ଝିଅ ମାନଙ୍କୁ ଦାଢ଼ି ରଖିଥିବା ପୁଅ ମାନେ ପସନ୍ଦ ହୋଇଥାନ୍ତି।
ଯେଉଁ ପୁଅ ମାନେ ଦାଢ଼ି କୁ ସେଫ୍ କରି ରଖିଥାନ୍ତି ସେମାନଙ୍କ ମୁହଁ ବହୁତ ସୁନ୍ଦର ଦେଖା ଯାଇଥାଏ। ପୁଅ ମାନେ ବହୁତ ଷ୍ଟା ଇ ଲିଶ୍ ଦେଖା ଯାଇଥାନ୍ତି।
ଝିଅ ମାନଙ୍କୁ ଏଭଳି ପୁଅ ମାନଙ୍କ ବ୍ୟବହାର ଭଲ ଲାଗିଥାଏ।ପୁଅ ମାନଙ୍କର ଏହି ପାର୍ଟି କୁ ଦେଖିବା ପାଇଁ ପସନ୍ଦ କରିଥାନ୍ତି।
ଆଉ ଗୋଟିଏ ହେଉଛି ପୁଅ ମାନଙ୍କର ଆଖି।ଯାହାକି ଝିଅ ମାନଙ୍କୁ ବହୁତ ପସନ୍ଦ ହୋଇଥାଏ।ଯାହାକୁ ଦେଖି ଝିଅ ମାନେ ପ୍ରେଁରାଏ ପଡି ଯାଇଥାନ୍ତି।
ଯେତେବେଳେ କୌଣସି ଝିଅ ପୁଅ ମାନଙ୍କ ଆଖିକୁ ଦେଖିଥାନ୍ତି ସେତେବେଳେ ସେ ତାଙ୍କର ମନରେ ଯାହା ଅନୁଭବ କରିଥାନ୍ତି ତାହା କହିବାକୁ ଚେଷ୍ଟା କରିଥାନ୍ତି।
ଏମିତି ହୋଇଥାଇ ପରେ ଯଦି ଜଣେ ଝିଅ ପୁଅଙ୍କ ଆଖିକୁ ଦେଖୁଥାଏ ତାହେଲେ ସେମାନେ ଗୋଟିଏ ଝିଅକୁ କେଉଁ ଦୃଷ୍ଟିରେ ଦେଖୁଥାଏ ତାହା ଜାଣିବାକୁ ଚାହୁଁ ଥାଏ।