Movie prime

୨୦୨୨ ରେ ଆସୁଛି ସବୁଠୁ ବଡ ବିପଦ ଭୟଙ୍କର ତାଣ୍ଡବ ରଚିବ ଏହି ବାତ୍ୟା ଦେଖନ୍ତୁ କେମିତି

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆଉ ଏବେ ସୋସିଆଲ ମିଡିଆରେ ୨୦୨୨ ମସିହାରେ ଆସିବାକୁ ଯାଉଥିବା ମହାନ୍ ଝଡ ବିଷୟରେ ଏହି ଭିଡିଓ ମାଧ୍ୟମରେ ଆପଣ ଶୁଣିପାରିବେ । ଆଉ ଏହା ସୋସିଆଲ ମିଡିଆରେ ଏହା ଭାଇରାଲ୍ ହେଉଛି । ଝଡ, ତୋଫାନ ଆଉ ବାତ୍ୟା ଏବଂ ବନ୍ୟା କଥା କିଏ ଜାଣିଛି ଏହା ତ ପ୍ରକୃତିର କଥା ।
ଆଉ ଏହା ବିଶ୍ଵର ସବୁଠାରୁ ସର୍ବଶ୍ରେଷ୍ଠ ଝଡ ହିନ୍ନାମନୋର୍ । ଏହା ପୂର୍ବ ଚୀନ୍ ସାଗର ଦେଇ ଗତି କରୁଛି । ଏହା ୩୩୫ କିଲୋମିଟର ଦୂରରେ ଗତି କରୁଛି । ଏହା ଏବେ ଜାପାନର ଏକ୍ରମ ଠାରୁ ଦୂରରେ ରହିଛି। ପବନର ବେଗ ଘଣ୍ଟା ପ୍ରତି ୨୪୧ - ୩୦୦ କିଲୋମିଟର ରହିବ । ଏହା ଜାପାନର ଦକ୍ଷିଣ ଦ୍ଵୀପାଞ୍ଚଳ ପ୍ରତି ଝଡ ସୃଷ୍ଟି କରିବ ବୋଲି ଜଣାପଡିଛି । ଆଉ ଏବେ ଏନେଇ ବିପଦ ସୃଷ୍ଟି ହୋଇଛି ।
ଏହି ଝଡ ଆସନ୍ତା ସପ୍ତାହ ବେଳକୁ କୋରିଆ ଉପଦ୍ଵିପ ଆଡେ ଆସିପାରେ ବୋଲି ସୂଚନା ମିଳିଛି । ତାଇୱାନ ଓ ଚିନକୁ ହିଟ୍ କରିବ ନାହିଁ ଏହି ଝଡ ବୋଲି ସୂଚନା ମିଳିଛି ।ଜାପାନର ଓକିୱାନା ଠାରୁ ଦୂରରେ ରହିଛି ଟାଇଫୁନ ।ସେପ୍ଟେମ୍ବର ୨ ବେଳକୁ ଓକିନାୱାର ଦକ୍ଷିଣରେ ଥିବ ଏହି ଝଡ । ଏହା ଉତ୍ତର ଦିଗକୁ ଗତିକରି ସପ୍ତାହ ଶେଷ ବେଳକୁ ଓକିନାୱାକୁ ହିଟ୍ କରିପାରେ ଏହି ଝଡ ବୋଲି ସୂଚନା ମିଳିଛି।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସନ୍ଦୀପ ପଟ୍ଟନାୟକ ଏହି ଝଡ ବିଷୟରେ ଅନେକ ପ୍ରକାରର ତଥ୍ୟ ଦେଇଛନ୍ତି। ଆଉ ଏହି ତଥ୍ୟ ଅନୁସାରେ ଏହି ସବୁ ସୂଚନା ମିଳି ପାରୁଛି । ଆଉ ଏହି ଝଡ ଅଧିକ ହୋଇପାରେ ଆଉ କମିପାସରେ ମଧ୍ୟ ଏହା କେବଳ ଏହାର ଗତି ଉପରେ ନିର୍ଭର କରେ । ଦେଖାଯାଉ ଏହାର ଅବସ୍ଥା ଆଗକୁ କଣ ହେଉଛି । ଆଉ ଲୋକମାନେ ଏନେଇ କଣ ଯେ ଅସୁବିଧା ଭୋଗୁଛନ୍ତି ନା ଏହା କୌଣସି ପ୍ରଭାବ ପକାଉ ନାହିଁ ତାହା ଦେଖିବା ବାକି ରହିଲା ।