Movie prime

ନାରୀ ମାନଙ୍କ ଲକ୍ଷଣ ରୁ ଜାଣନ୍ତୁ କିଏ କେମିତି ଦେଖନ୍ତୁ ଏହି ବିଶେଷ କଥା

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ବେ-ଶ୍ୟା ମାନଙ୍କ ସଂପର୍କ ରେ କହିବାକୁ ଯାଉଛୁ। ତେବେ ଆପଣ ମାନେ ବେ-ଶ୍ୟା ସମ୍ପର୍କରେ ବେଶ ଭଲ ଭାବରେ ଜାଣିଥିବେ।
ଆଜି ଆମେ ଆପଣଙ୍କୁ ତାଙ୍କରି ସମ୍ପର୍କିତ ଏକ କାହାଣୀ ସମ୍ପର୍କ ରେ କହିବାକୁ ଯାଉଛୁ। ତେବେ ଏକଦା ଏକ ବେ-ଶ୍ୟା ନିଜର ପାପ ରୁ ମୁକ୍ତି ପାଇବା ପାଇଁ ସାଧୁ ମାନଙ୍କ ନିକଟକୁ ଗଲା
ସେଠାରେ ଯାଇ କହିଲା କି ସେ ତା ପାପରୁ କିଭଳି ମୁକ୍ତ ହେବ ଏହାପରେ ସେମାନେ ତାଙ୍କୁ ତାଙ୍କ ସରଣୁଗାମି ହେବା ପାଇଁ କହିଲେ।
ଏହାପରେ ସେ ବ୍ରାହ୍ମଣ ନିକଟକୁ ଗଲେ ସେମାନେ ମଧ୍ୟ ତାଙ୍କ ଅନୁଷ୍ଠାନ କୁ ଶ୍ରେଷ୍ଠ ବୋଲି କହି ତାଙ୍କ ସରଣ ଙ୍କୁ ଆସି ସେବା କରିବାକୁ କହିଲେ।
ଏହାପରେ ବେ-ଶ୍ୟା ଜଣକ ସନ୍ନ୍ୟାସୀ ନିକଟକୁ ଗଲେ ସେ ମଧ୍ୟ ତାଙ୍କ ଅନୁଷ୍ଠାନ କୁ ଶ୍ରେଷ୍ଠ ବୋଲି କହି ତାଙ୍କ ସରଣାନୁଗାମୀ ହେବା ପାଇଁ କହିଲେ। ଏହାପରେ ସେ ବୈରାଗୀ ମାନଙ୍କ ନିକଟକୁ ଗଲେ ସେମାନେ ମଧ୍ୟ ତାଙ୍କୁ ସେୟା କହିଲେ।
ଏହାପରେ ସେହି ବେ-ଶ୍ୟା ଜଣକ ଚିନ୍ତା କଲା ତାର ଅନୁଷ୍ଠାନ ମଧ୍ଯ ଶ୍ରେଷ୍ଠ ସେଥିପାଇଁ ସେ ବେ-ଶ୍ୟା ମାନଙ୍କୁ ଡାକି ଏକ ସତସଙ୍ଗ କଲା।
ଏହାପରେ ସେଠାରେ ନିକଟରେ ରହୁଥିବା ସାଧୁ ଏସବୁ ଦେଖିଲେ। ସେ ଭାବିଲେ ଏହା ହେଉଛି ଏକ ପାପ ସେଥିପାଇଁ କିଛି ଗୋଟେ କରିବାକୁ ହେବ ବୋଲି ଚିନ୍ତା କରିଲେ।
ଏହାପରେ ସେ ସେଠାରେ ରୋଷେଇ ହେଉଥିବା ପେଜରେ ଯାଇ ହାତ ଧୋଇଲେ ଏହାପରେ ସେହି ବେ-ଶ୍ୟା ଜଣକ ଏହା ଦେଖି ସାଧୁ ଜଣକୁ ଆଶ୍ଚର୍ୟ୍ଯ ହୋଇ ପଚାରିଲା ଯେ ସେ ଏଭଳି କଣ ପାଇଁ କରୁଛନ୍ତି।
ଏହାର ଉତ୍ତର ଦେଇ ସାଧୁ କହିଲେ ଯଦି ମଇଳା ପାଣିରେ ହାତ ଧୋଇବା ତେବେ ହାତ ମଇଳା ହିଁ ରହିବ। କଥା ବୁଝି ପାରି ବେ-ଶ୍ୟା ଜଣକ ଲମ୍ବ ହୋଇ ସାଧୁ ଙ୍କ ଗୋଡ଼ ତଳେ ପଡ଼ିଗଲା ଓ ତାଙ୍କୁ ଉଦ୍ଧାର କରିବା ପାଇଁ ନିବେଦନ କଲା।
ଏହାପରେ ସେ ସାଧୁ ଙ୍କ ଠାରୁ ଜ୍ଞାନ ଅର୍ଜନ କରି ଏକ ବିରାଟ ଜ୍ଞାନି ହୋଇଗଲା। କିଛି ଦିନ ପରେ କାଶୀ ରୁ ଜଣେ ଜ୍ଞାନ ଅର୍ଜନ କରି ଏକ ସାଧୁ ଆସିଲେ ଏବଂ ତାଙ୍କ ସ୍ତ୍ରୀ ତାଙ୍କୁ ପ୍ରଶ୍ନ ପଚାରିଲେ କି ପାପ ର ବାପା କିଏ ଯାହାର ଉତ୍ତର ସେ ଦେଇ ପାରିଲେ ନାହିଁ।
ଏଥିପାଇଁ ପୁଣୀ କାଶୀ ଯିବା ପାଇଁ ଚିନ୍ତା କଲେ ଯିବା ସମୟରେ ବେ-ଶ୍ୟା ଜଣକ ତାଙ୍କୁ କେଉଁଆଡେ ଯାଉଛନ୍ତି ବୋଲି ପଚାରିଲା। ହେଲେ ସାଧୁ ଜନକ ତାଙ୍କୁ ଛୁଇଁବାକୁ ମନା କଲେ ଓ ତା ଉପରେ ରାଗି ଗଲେ ହେଲେ ଏହାପରେ ବେ-ଶ୍ୟା ଜଣକ
ଯେତେବେଳେ ତାଙ୍କୁ ସହେ ଟଙ୍କିଆ ଚାରୋଟି ଦେଇ ଦେଇଥିଲା ସେତେବେଳେ ସେ ବେ-ଶ୍ୟା ହାତରୁ ଖାଇବାକୁ ମଧ୍ୟ ରାଜି ହୋଇ ଯାଇଥିଲେ। ଏଥିରୁ ଜଣା ପଡ଼ିଥିଲା କି ପାପ ର ବାପା ହେଉଛି ଲୋଭ।