Movie prime

ଶେଷରେ ମୁଁହ ଖୋଲିଲେ ଲୋକଙ୍କୁ ଭୁଆଁ ବୁଲୁଛନ୍ତି ପପୁ ପମ ପମ ଦେଖନ୍ତୁ କେମିତି କଣ କହିଲେ ଏହି ବ୍ୟକ୍ତି

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଅଭିନେତା ପପୁ ପମପମ୍ ଙ୍କ ନାମରେ ଦୀର୍ଘ ଦିନ ଧରି କେସ ଚାଲିଥିଲା। କୁହା ଯାଉଥିଲା କି ପପୁ ପମପମ୍ ଫିଲ୍ମ୍ ରେ ହିରୋଇନ୍ କରିବାକୁ ନେଇ ଏକ ଯୁବତୀ ଙ୍କ ସହ ଖରାପ ବ୍ୟବହାର କରିଥିଲେ। ହେଲେ ଏବେ ଗତ କିଛି ଦିନ ହେବ ସେହି କେସ ର ଶୁଣାଣି ସରିଛି। ଏବଂ ପପୁ ପମପମ୍ ଙ୍କୁ ମଧ୍ଯ ନିର୍ଦ୍ଦୋଷ ରେ ଖଲାସ ମଧ୍ୟ କରାଯାଇଛି।
ଏଥି ପାଇଁ ପପୁ ଙ୍କ ଫ୍ୟାନ ମାନେ ଅନେକ ଖୁସି ଅଛନ୍ତି। ଏବଂ ପପୁ ପମପମ୍ ଙ୍କ ନିଜ ଖୁସି ଜାହିର କରି ତାଙ୍କ ବିରୁଦ୍ଧରେ କହିଥିବା ମିଡିଆ କୁ ଟ୍ରୋଲ୍ କରିବା ସହ ତାଙ୍କ ବିପକ୍ଷରେ ମଧ୍ୟ କହିଥିବା ଲୋକ ମାନଙ୍କୁ କଡ଼ା ଜବାବ ଦେଇଛନ୍ତି। ସେ କହି ଥିଲେ କି ହାତୀ ବାଟରେ ଚାଲିଲେ ତା ପଛରେ ଏଭଳି ଅନେକ କୁକୁର ଭୂକି ବାକୁ ଲାଗିବେ। ପ୍ରାୟ ସମୟରେ ସେ ମିଡିଆ ସାମ୍ନାରେ ଏଭଳି ଅନ୍ତବ୍ୟ ରଖୁଥିବା ର ଦେଖିବାକୁ ମିଳିଛି।
ହେଲେ ଏହାର ପ୍ରତିକ୍ରିୟା ଦେଇ କିଛି ସାଧାରଣ ଲୋକ ତାଙ୍କ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି। ଦେଖନ୍ତୁ ଏହି ବ୍ୟକ୍ତି ଜଣ ଙ୍କୁ ଏହି ବ୍ୟକ୍ତି ଜଣକ କହୁଛନ୍ତି କି ପପୁ ପମପମ୍ ଏଭଳି ଭାବରେ ମିଡ଼ିଆକୁ ଟ୍ରୋଲ କରିବା ଠିକ୍ ନଥିଲା। ସେ ଲୋକ ମାନଙ୍କୁ ମଧ୍ଯ ଭୁଆଁ ବୁଲାଉ ଛନ୍ତି। ସେ ହେଉଛନ୍ତି ପ୍ରକୃତରେ ଦୋଷୀ ତାଙ୍କୁ ଦଣ୍ଡ ମିଳିବା ଏକାନ୍ତ ଆବଶ୍ୟକ ଅଟେ। କୋର୍ଟ ର ଏଭଳି ନିର୍ଦ୍ଦୋଷ ରେ ଖଲାସ କରିବା ଠିକ ନଥିଲା।
ତେବେ ପପୁ ପମପମ୍ ନିର୍ଦ୍ଦୋଷରେ ଖଲାସ ହୋଇ ଗଲେ ମଧ୍ୟ ତାଙ୍କ ଫ୍ୟାନ ମାନେ ସିନା ଖୁସି ଅଛନ୍ତି ହେଲେ ଏବେ ମଧ୍ୟ କିଛି ସାଧାରଣ ଜନତା ମାନେ ଏହି ସତ୍ୟତା କୁ ଏତେ ସହଜରେ ଗ୍ରହଣ କରି ପାରୁ ନାହାଁନ୍ତି। ସେମାନେ ଏବେ ମଧ୍ୟ ପପୁ ପମପମ୍ ଙ୍କୁ ପ୍ରକୃତ ଦୋଷୀ ବୋଲି ମନେ କରୁଛନ୍ତି।