Movie prime

ନୁଆ ବର୍ଷରେ ଗୋଟିଏ ଟ୍ରକ ବିରୀୟାନି ଖାଇଲେ ଭାରତୀୟ ଦେଖନ୍ତୁ କେମିତି

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ବିରିୟାନି କଥା କହିଲା ମାନେ ପ୍ରାୟ ସମସ୍ତଙ୍କ ମୁହଁରେ ପାଣି ଆସିଯାଏ। ଆଉ ଏହାକୁ ଘରେ ତିଆରି କରିବା ସମସ୍ତଙ୍କ ପାଇଁ ସହଜ ନୁହେଁ।
ତେଣୁ ଯେତେବେଳେ ବିରିୟାନି ଖାଇବାକୁ ଇଚ୍ଛାହୁଏ ଆମେ ମୁଖ୍ୟତଃ ଅନଲାଇ ମାଧ୍ୟମରେ ଅର୍ଡର କରି ଖାଇଥାଉ। ଆଉ ବହୁ ସହଜରେ ଅଧିକା କଷ୍ଟ ନ କରି ମଧ୍ୟ ଆମେ ମନପସନ୍ଦର ବିରିୟାନି ମଜା ଉଠାଇଥାଉ।
ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ବିରିୟାନୀ ୨୦୨୨ ର ଲୋକପ୍ରିୟ ଖାଦ୍ୟ ହିସାବରେ ତାଲିକାରେ ସ୍ଥାନ ପାଇଛି। ଫୁଡ ଡେଲିଭରି ପ୍ଲାଟଫର୍ମ ସ୍ୱିଗି ତରଫରୁ ଏହା ସୂଚନା ଦିଆଯାଇଛି। ନୂଆଁ ବର୍ଷରେ ରେକଡ୍ ସଂଖ୍ୟକ ଅନଲାଇନ୍ ଅର୍ଡର। 
ଭାରତୀୟ ଖାଇଛନ୍ତି ଗୋଟିଏ ଟ୍ରକ ବିରୀୟନି ଓ ପିଜା। ନୂଆ ବର୍ଷରେ ୧୫ ଟ ବିରିୟାନି ଖାଇଥିଲେ ଭାରତୀୟ। ୩୧ ଡ଼ିସେମ୍ବର ୨୦୨୨ ରାତିରେ ୨୦୨୩ କୁ ସ୍ଵାଗତ କରିବା ପାଇଁ ସଜବାଜ ହେଉଥିଲା ସାରା ଦେଶ।
ପୁରା ଦେଶବାସି ଉତ୍ସାହର ସହ ନୂଆଁ ବର୍ଷକୁ ଅପେକ୍ଷା କରିଥିଲେ। ଏହାସହ ସେଲିବ୍ରେଶନର ଆଡ୍ଡା ମଧ୍ୟ ଜମିଥିଲା। ଖାଦ୍ୟ ବିନା ସେଲିବ୍ରେଶନ ର ମଜା ଫିକା ଫିକା ଲଗିଥାଏ।
ସେଥି ପାଇଁ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରିଥାନ୍ତି ଲୋକେ। ନୂଆଁ ବର୍ଷ ରେ ରୋଷେଇ ତିଆରି ନକରି ଖାଦ୍ୟ ଅର୍ଡର କରିବା ପାଇଁ ଅଧିକ ଗୁରୁତ୍ବ ଦେଇଥିଲେ ଲୋକେ।
ଏଥିପାଇଁ ନୂଆଁ ବର୍ଷ ଉପଲକ୍ଷେ ଜୋମାଟୋ ଏବଂ ସ୍ୱିଗିରୁ ଲୋକେ ଖାଦ୍ୟ ଅଧିକ ଅର୍ଡର କରିଥିଲେ। ଯେଉଁଥିରେ ବିରିୟାନି ଅଧିକ ଥିବା ଜଣା ପଡିଛି। ୨୦୨୨ ଶେଷ ଦିନରେ କେବଳ ୧୬୫୧୪ ବିରିୟାନି ଅର୍ଡର ହୋଇଛି।
ଯାହାର ଓଜନ ପାଖାପାଖି ୧୫ ଟନ୍ ହେବ ଅର୍ଥାତ୍ ଏକ ଟ୍ରକ୍ ଓଜନ ସହିତ ହେବ ବୋଲି ଜୋମାଟୋ ର ସିଇଓ ଦିପେନ୍ଦ୍ର ଗୋଏଲ୍ କହିଛନ୍ତି।
କେବଳ ସେତିକି ନୁହେଁ ଜୋମାଟୋ ୨୦ ଲକ୍ଷ ରୁ ଅଧିକ ଖାଦ୍ୟ ଡେଲିଭରି ମଧ୍ୟ କରିଛି। କ-ରୋ-ନା ମ-ହା-ମା-ରୀ ରେ ୩ ବର୍ଷ କମ୍ପାନୀ ମାନ୍ଦାରେ ଚାଲୁଥିବା ବେଳେ ଡିସେମ୍ବର ରାତିରେ କମ୍ପାନୀ କୁ ସମ୍ପୂର୍ଣ ଲାଭ ମିଳିଛି। 
ଜୋମାଟୋ ଏବଂ ସ୍ଵିଗି ଭଳି ପ୍ଲାଟଫର୍ମ ପାର୍ଟି ପାଇଁ ୫ ଲକ୍ଷ ରୁ ଅଧିକ ଅର୍ଡର ପୁରାଣ କରିଥିଲେ। ସ୍ୱିଗି ଅନୁଯାୟୀ ଲୋକେ ୩.୫ ଲକ୍ଷ ବିରୀୟନୀ। ଏବଂ ୨.୫ ଲକ୍ଷ ପିଜା ଅର୍ଡର କରିଥିଲେ।
ତେବେ ନୂଆଁ ବର୍ଷ ରେ ସବୁଠାରୁ ଅଧିକ ଅର୍ଡର କରିଥିବା ଖାଦ୍ୟ ମଧ୍ୟରୁ ବିରିୟାନି ଟପ୍ ରେ ରହିଛି। ସେହିପରି ଦେଶରେ ଡମିନୋଜରୁ ୬୧ ହଜାର ୨୮୭ ପିଜା ଅର୍ଡର ହୋଇଥିଲା।
ସ୍ଵିଗୀ ଅନୁଯାୟୀ ୧୪ ହଜାର ପ୍ୟାକେଟର ନାଟରୋଜ, ୧୫ ହାଜର ଟଙ୍କାର ସୋଡା ଏବଂ ୧୫ ହାଜର ଟଙ୍କାର ଲେମ୍ବୁ ରସ ଡେଲିଭରି କରାଯାଇଛି। ଏହା ବ୍ୟତୀତ ୩୧ ଡିସେମ୍ବର ସନ୍ଧ୍ୟାରେ ସ୍ୱିଗୀ ଚିପ୍ସର ୧ ଲକ୍ଷ ୭୬ ହାଜର ପ୍ୟାକେଟ ଡେଲିଭରି କରିଛି।