Movie prime

ସାମ୍ନାକୁ ଆସିଲେ ଓଡ଼ିଶାର ସନ୍ନି ଲିଓନି ନିଶା ମହାରଣା ଦେଖନ୍ତୁ କଣ କହିଲେ

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଏପରି ଅନେକ ଲୋକ ଅଛନ୍ତି ଯେଉଁ ମାନେ ସୋସିଆଲ ମିଡିଆ ମାଧ୍ୟମରେ ନିଜର ମନୋରଂଞ୍ଜନ କରି ପାରୁଛନ୍ତି।
ଆଉ କିଛି ଲୋକ ଏପରି ବି ଅଛନ୍ତି ଯେଉଁ ମାନେ ସୋସିଆଲ ମିଡିଆ ମାଧ୍ୟମରେ ଲୋକ ମାନଙ୍କ ମନୋରଂଞ୍ଜନ କରାଇ ଅତି ସହଜରେ ଫେମସ ହୋଇ ପାରୁଛନ୍ତି।
ଆଜି ଆମେ ଆପଣ ମାନଙ୍କୁ ଆମ ଓଡିଶାର ସେମିତି ଜଣେ ଫେମସ ଯୁବତୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ସୋସିଆଲ ମିଡିଆ ମାଧ୍ୟମରେ ଆଜି ଫେମସ ହୋଇ ପାରିଛନ୍ତି। 
ନିଶା ମହାରଣାଙ୍କୁ ତ ଆପଣ ନିଶ୍ଚୟ ଜାଣିଥିବେ। ଯିଏ ନିଜ ବୋଲ୍ଡ ମଡେଲିଙ୍ଗ ମାଧ୍ୟମରେ ଅନେକ ଲୋକଙ୍କୁ ବାୟା କରିଦିଅନ୍ତି। ତେବେ ଏହି ମଡେଲ ଜଣକ ମିଡିଆ ମାଧ୍ୟମରେ ନିଜ ଜୀବନର ଲକ୍ଷ୍ୟକୁ ପ୍ରକାଶ କରିଛନ୍ତି।
ସେ କହିଛନ୍ତି ଯେ ସେ ସନ୍ନି ଲିଓନିଙ୍କ ପରି ହେବାକୁ ଚାହୁଁଛନ୍ତି। ଓଡ଼ିଶାରେ ସେ ହେବେ ଦ୍ଵିତୀୟ ସନ୍ନି ଲିଓନି। ପିଲାଟି ବେଳରୁ ନିଜ ଆଦର୍ଶ ଭାବରେ ମାନି ଆସିଛନ୍ତି ସନ୍ନି ଲିଅନିଙ୍କୁ।
ସନ୍ନି ଲିଅନି ଙ୍କୁ ସେ ବହୁତ ପସନ୍ଦ କରନ୍ତି । ଆଉ ତାଙ୍କ ପଥରେ ହିଁ ଅନୁପ୍ରାଣିତ ହୋଇଛନ୍ତି। ଜୀବନରେ ତାଙ୍କର ଗୋଟିଏ ଲକ୍ଷ୍ୟ ସେ ସନ୍ନି ଲିଅନିଙ୍କ ଭଳି ହେବେ। 
ଆଉ ତାଙ୍କ ଭଳି ନିଜକୁ ଗଢ଼ି ତୋଳିବା ପାଇଁ ସେ ଅନେକ ଚେଷ୍ଟା ମଧ୍ୟ ଚଳାଇଛନ୍ତି। ତାଙ୍କ ଭଳି ପୋଷାକ ପିନ୍ଧିବା ଠାରୁ ଆରମ୍ଭ କରି ତାଙ୍କ ଭଳି କଥା କହିବାକୁ ସେ ଆପଣାଇ ନେଇଛନ୍ତି।
ଆଉ ଆଗକୁ ବଢିବାର ଅନେକ ସ୍ୱପ୍ନ ସେ ଦେଖିଛନ୍ତି। ତାଙ୍କୁ ସନ୍ନି ଲିଅନିଙ୍କ ଛଡ଼ା ଆଉ କିଛି ଦେଖା ଯାଏ ନାହିଁ ବୋଲି କହିଛନ୍ତି। ସେ ବି ଜଣେ ବଡ ମଣିଷ ହେବେ ଆଉ ବହୁତ ଆଗକୁ ଯିବେ।
ଦିନ ଆସିବ ତାଙ୍କୁ ସମସ୍ତେ ଘରେ ଘରେ ଜାଣିଥିବେ ଆଉ ତାଙ୍କୁ ଅନେକ ଭଲ ପାଇବା ଦେଉଥିବେ। ତାଙ୍କୁ ଭଲ ପାଇବା ଦେଉଥିବା ଲୋକଙ୍କୁ ସେ ଭଲ ପାଇବା ଦେଇଥାନ୍ତି ଆଉ ଘୃଣା କରୁଥିବା ଲୋକଙ୍କୁ ସେ ଅଣଦେଖା କରିଥାନ୍ତି। 
କାହା କଥା ଶୁଣିଲେ ସେ ଆଗକୁ କେବେ ବଢ଼ି ପାରିବେ ନାହିଁ ବୋଲି କହିଛନ୍ତି। ଅନ୍ୟ ପକ୍ଷରେ ଆଗକୁ ଭଲ ପ୍ରୋଜେକ୍ଟ ଆସିଲେ ସେ କାମ କରିବେ କି ନାହିଁ କହିବାରୁ ସେ କହିଛନ୍ତି କି , ଦର୍ଶକ ତାଙ୍କର ଭିତର ଦେଖିବାକୁ ପୁରାପୁରି ବାୟା।
ଆଉ ଦର୍ଶକ ମାନଙ୍କ ପାଇଁ ହିଁ ସେ ଆଜି ଏଠାରେ ପହଞ୍ଚିଛନ୍ତି। ତେଣୁ ସେମାନେ ଯେପରି ଚାହିଁବେ , ସେପରି ହିଁ ନିଶା ପ୍ରଦର୍ଶନ କରିବେ। ତେଣୁ ଏଥିରେ ତାଙ୍କୁ କିଛି ଲାଜ କରିବାର ନାହିଁ ବୋଲି ସେ କହିଛନ୍ତି।