Movie prime

ସ୍ତ୍ରୀ ଙ୍କୁ ଭୁଲ ରେ କୁହନ୍ତୁ ନାହିଁ ଏହି ସବୁ ତଥ୍ୟ ଦେଖନ୍ତୁ ନହେଲେ ଝଗଡ଼ା ହେବା ନିଶ୍ଚିନ୍ତ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ ।
ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଥିବା ଘଟଣା ବିଷୟରେ ଆପଣମାନେ ସମସ୍ତେ ତ ଜାଣିଥିବେ । ସୋସିଆଲ ମିଡିଆରେ ଆପଣମାନେ ଅନେକ ଦେଶ, ବିଦେଶ ଖବର ପାଇପାରିବେ ।
ଆଉ ଏହାସହ ଆପଣମାନେ ଅନେକ ଜ୍ଞାନ ମଧ୍ୟ ଏହି ଭିଡିଓ ଦ୍ଵାରା ପାଇପାରିବେ । ପତି ଏବଂ ପତ୍ନୀଙ୍କ ମଧ୍ୟରେ ଛୋଟ ଛୋଟ କଥାରେ ଝଗଡ଼ା ଲାଗିଥାନ୍ତି ।
ପତିଙ୍କ ଅଭିଯୋଗ ଥାଏ କି ପତ୍ନୀ ଟିକେ ଟିକେ କଥାରେ ରାଗି ଯାଆନ୍ତି । ଆଉ ଏହି ଅଭିଯୋଗକୁ ନେଇ ଏକ କଥା ଆସିଛି ।
ଯାହା ବିଷୟରେ ଆପଣ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଏହି ଭିଡିଓରେ ଆପଣମାନେ ଜାଣିପାରିବେ କି ଟିକେ ଟିକେ କଥାରେ କାହିଁକି ପତ୍ନୀମାନେ ରାଗିଯାନ୍ତି ।
ପତି ପତ୍ନୀଙ୍କୁ କେଉଁ କେଉଁ କଥା କହିବା ଉଚିତ୍ ନୁହେଁ । ସେହି ସବୁ ବିଷୟରେ ଏହି ଭିଡିଓ ମାଧ୍ୟମରେ ଆପଣ ଜାଣିପାରିବେ ।
୧) ପତ୍ନୀଙ୍କ ଶରୀରକୁ ନେଇ କେବେ କିଛି ମଜାକରେ ବି କୁହନ୍ତୁ ନାହିଁ । ଯଦି ଆପଣ ଆପଣ ପତ୍ନୀଙ୍କ ରଙ୍ଗ, ଡେଙ୍ଗା ଆଦିକୁ ନେଇ କିଛି କୁହନ୍ତୁ ନାହିଁ ।ଏହା ପତ୍ନୀଙ୍କୁ ଭଲ ଲାଗେ ନାହିଁ ।
୨) ପତ୍ନୀଙ୍କ କେବେ କାମକୁ ନେଇ କେବେ କିଛି କୁହନ୍ତୁ ନାହିଁ ନହେଲେ ଝଗଡ଼ା ହୋଇପାରେ ।
୩) ପତ୍ନୀଙ୍କ ଘରଲୋକଙ୍କୁ ନେଇ କିଛି କୁହନ୍ତୁ ନାହିଁ ।ନହେଲେ ପତ୍ନୀଙ୍କୁ ଭଲ ଲାଗିବ ନାହିଁ ।ଏଥିରେ ଝଗଡ଼ା ହେବା ଥୟ ।
୪) ପତ୍ନୀଙ୍କ ଆଗରେ ଅନ୍ୟ ଝିଅଙ୍କ କଥା କୁହନ୍ତୁ ନାହିଁ, ପତ୍ନୀଙ୍କ ସହ ଅନ୍ୟ ମହିଳାଙ୍କ ବା ଝିଅଙ୍କ ତୁଳନା କରନ୍ତୁ ନାହିଁ ନହେଲେ ଝଗଡ଼ା ହେବା ଥୟ ଅଟେ ।
ସେଥିପାଇଁ ଏହିସବୁ କଥା ମାନିଲେ ଆପଣଙ୍କ ସାଂସାରିକ ଜୀବନ ଭଲରେ ଚାଲିବ । ଆଉ ଝଗଡ଼ା ହେବ ନାହିଁ ।