Movie prime

Film (Mahabahu) କୁ ନେଇ ମୁଁହ ଖୋଲିଲେ ଆପଣଙ୍କ ପ୍ରିୟ ଅଭିନେତ୍ରୀ Punam Mishra

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ଓଲିଉଡ, ବଲିଉଡ ଆଉ ଟଲିଉଡକୁ ନେଇ ଆସୁଥିବା ବିଭିନ୍ନ ଖବର ବିଷୟରେ ସୂଚନା ପାଉଥିବେ । ଆଉ ଏହି ଭିଡିଓରେ ଆପଣମାନେ ଦେଖିପାରିବେ କି ଅଭିନେତ୍ରୀ ପୁନମ୍ ମିଶ୍ର ଗଣମାଧ୍ୟମ ଆଗରେ ତାଙ୍କ ଅଭିନୀତ ନୂଆ ଫିଲ୍ମ୍ ବିଷୟରେ କହିଛନ୍ତି ।
ଆପଣମାନେ ସମସ୍ତେ ତ ଓଲିଉଡ ଜଗତର ଜଣେ ଜଣାଶୁଣା ଅଭିନେତ୍ରୀ ପୁନମ ମିଶ୍ରଙ୍କୁ ଭଲଭାବରେ ଜାଣିଥିବେ । ଆଉ ଏହି ଅଭିନେତ୍ରୀ ଜଣକ ଜଣେ ମହାନ୍ କଳାକାର ଅଟନ୍ତି । ସେ ତାଙ୍କ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ଜାଗା ତିଆରି କରିଛନ୍ତି । ଆଉ ଏହି ଅଭିନେତ୍ରୀ ଜଣକ ବହୁତ ସୁନ୍ଦର ଅଭିନୟ କରନ୍ତି । ଆଉ ଏହି ଅଭିନେତ୍ରୀ ଜଣକ ପ୍ରଥମେ ବାଇଶି ପାହାଚେ ଖେଳିବ ମୀନ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।
ଆଉ ଏହି ଅଭିନେତ୍ରୀ ଜଣକ ବହୁତ ସୁନ୍ଦର ଅଭିନୟ କରନ୍ତି । ଆଉ ଏବେ ସେ ଅଭିନୟ କରିଥିବା ନୂଆ ଫିଲ୍ମ୍ "ମହାବାହୁ" କୁ ନେଇ ସେ ଗଣମାଧ୍ୟମ ଆଗରେ କିଛି କହିଛନ୍ତି । ସେ କହିଛନ୍ତି ଏହି ଫିଲ୍ମ୍ ବହୁତ ସୁନ୍ଦର ହେଇଛି । ଆଉ ଏହି ଚଳଚ୍ଚିତ୍ର ବହୁତ ଭଲ ହୋଇଛି । ଆଉ ଏହି ଅଭିନେତ୍ରୀ ଜଣକ ଏହି ଚଳଚ୍ଚିତ୍ରରେ ଏକ ଗାଉଁଲି ଝିଅର ଅଭିନୟ କରିଛନ୍ତି । ଆଉ ଏହି ଅଭିନେତ୍ରୀ ଜଣଙ୍କ ପ୍ରଥମ ଥର ପାଇଁ ଗାଉଁଲି ଚରିତ୍ରରେ ଅଭିନୟ କରିଛନ୍ତି । 
ଆଉ ଏହି ଫିଲ୍ମ୍ ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ଆଧାରିତ । ଆଉ ଏହି ଫିଲ୍ମ୍ ବହୁତ ଦିନରୁ ଆସିବାର ଥିଲା ଆଉ ସେପ୍ଟେମ୍ବର ୨୨ ତାରିଖରେ ଏହା ରିଲିଜ୍ ହେବାକୁ ଯାଉଛି । ଆଉ ଏହି ଫିଲ୍ମ୍ କୌଣସି ଫିଲ୍ମରୁ କପି ହୋଇନାହିଁ । ଆଉ ଏହି ଫିଲ୍ମକୁ ଲୋକମାନେ ଦେଖନ୍ତୁ ଆଉ ଭଲପାଇବା ଦିଅନ୍ତୁ ବୋଲି ସେ କହିଛନ୍ତି । ଆଉ ଏହି ଅଭିନେତ୍ରୀ ଜଣକ ସମସ୍ତଙ୍କୁ ଏହି ଫିଲ୍ମ୍ ଦେଖିବାକୁ କହିଛନ୍ତି । ଆଉ ଭଲପାଇବା ଦେବାକୁ କହିଛନ୍ତି ।