Movie prime

ହାତ ଛାଡିଦେଲା ଜନ୍ମକଲା ମା ପାଳି ବଡ କଲା ବାଘ ଦେଖନ୍ତୁ ଖାଦ୍ୟ ଖାଦକ ର ଅପୂର୍ବ ସମ୍ପର୍କ

 
Special report
ବର୍ତ୍ତମାନ ଏପରି ଏକ ଭିଡିଓ ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଆପଣମାନେ ବହୁତ ମନ ଦୁଃଖ କରିବେ।କଥାରେ କୁହାଯାଏ ଯେ ମା ଅଛି ଯାହାର ଡର ନାହିଁ ତାହାର।କୌଣସି ମା ନିଜ ଛୁଆ ଉପରକୁ ବିପଦ ଆସିବାକୁ ଦେଇ ନଥାଏ।ଯାହା ଦୁଃଖ କି ବିପଦ ରହିଥାଏ ତାହା ନିଜେ ସହି ଯାଇଥାଏ।ଯଦି କିଛି ବିପଦ ଆସେ ତା ପୂର୍ବରୁ ସବୁ ବିପଦକୁ ସାମ୍ନା କରି ସୁରକ୍ଷା ଦେବ ସେ ହେଉଛି ମା।କିନ୍ତ୍ ବର୍ତ୍ତମାନ ଏକ ଭିଡିଓ ରେ ବିପରୀତ ଦୃଶ୍ୟ ଦେଖିବାକୁ ମିଳିଛି।
ସୋସିଆଲ ମିଡିଆରେ ଭାଇ ରାୁଲ ହୋଇଥିବା ଏହି ଭିଡିଓ ରେ ଦେଖିବାକୁ ମିଳିଛି ଯେ ଏଠାରେ ଜଣେ ମା କେମିତି ନିଜ ଛୁଆକୁ ସ୍ୱାର୍ଥପର ଭାବରେ ଜମ ମୁହଁକୁ ଫୋପାଡି ଦେଇ ଚାଲି ଯାଇଛି।ମା ପାଇଁ ଏଠାରେ ପିଲାର ଜୀବନ ବଡ଼ ହେଲାନାହିଁ। ତା ଠାରୁ ଅଧିକ ମୂଲ୍ୟବାନ ନିଜ ଜୀବନକୁ ଦେଲା। ସେ ଜାଗା ଛାଡ଼ିଦେଇ ମା ଚାଲିଗଲା।ବର୍ତ୍ତମାନ ଯେଉଁ ଘଟଣା ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।
ଯମ ସାଜି ଆସିଥିବା ମହାବଳ ବାଘଟି ର ମନ ବଦଳିଗଲା।ସେ ଯେଉଁ ଶିକାର କରିବା ପାଇଁ ମନୋଭାବ ନେଇ ଆସିଥିଲେ ଏହି ଅସହାୟ ଛୋଟ ଛୁଆଟିକୁ ଦେଖି ତାର ପଥର ମନ ତରଳି ଗଲା।ଏମିତି ସ୍ୱାର୍ଥପର ମା କୁ ଦେଖି ମହାବଳ ବାଘ ଟି ନିଜକୁ ବହୁତ ଛୋଟ ଭାବିଲା।ଏବଂ ଭାବିଲା ଯେ ସେ ଉପାସ ରହିବ କିନ୍ତୁ ଏହି ଛୋଟ ଛୁଆକୁ ଖାଇବି ନାହିଁ।ଏହିଭଳି କଥା ମହାବଳ ବାଘ ନିଶ୍ଚୟ ତାର ମନରେ ଭାବିଥିବ।
ଶେଷରେ ବାଘଟି ହରିଣ ଛୁଆକୁ ନ ଖାଇ ତାକୁ ମା ପରି କୋଳେଇ ନେଇଛି।କିନ୍ତୁ ହରିଣ ମା ଟି ମହାବଳ ବାଘକୁ ଦେଖି ନିଜ ଛୁଆକୁ ସେହି ଜାଗାରେ ଫୋପାଡି ଦେଇ ଦୌଡ଼ି ଚାଲି ଯାଇଥିଲା।କିନ୍ତୁ ମହାବଳ ବାଘ ସେହି ସ୍ଥାନକୁ ଆସି ହରିଣ ଛୁଆକୁ ଦେଖି ଆଉ ଖାଇଲା ନାହିଁ। ତାକୁ କୋଳେଇଥିଲା।ବର୍ତ୍ତମାନ ଏହି ଭିଡିଓ ଟି ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।ମହାବଳ ବାଘ ସେ ହରିଣ ଛୁଆ ର ମା ନହୋଇ ମଧ୍ୟ ତାକୁ ଭଲ ପାଇବା ଦେଉଥିଲା।