Movie prime

ଟେଲିଭିଜନ ଅଭିନେତ୍ରୀ Urfi Javed ଙ୍କ ଉପରେ ଆଣିଲେ ସାଙ୍ଘାତିକ ଅଭିଯୋଗ ଦେଖନ୍ତୁ କାହିଁକି

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଆମ ଓଡିଆ ଘରେ ସଂକ୍ରାନ୍ତିକୁ ନୀତି ନିୟମ ସହ ପାଳନ କରାଯାଏ। ଏହି ବର୍ଷ ମକର ସଂକ୍ରାନ୍ତି ୧୪ ଜାନୁୟାରୀରେ ପାଳିତ ହେବାକୁ ଯାଉଛି।
ବର୍ଷସାରା ହେଉଥିବା ସମସ୍ତ ସଂକ୍ରାନ୍ତି ମଧ୍ୟରୁ ମକର ସଂକ୍ରାନ୍ତି ହେଉଛି ପ୍ରଥମ ଏବଂ ସବୁଠାରୁ ପ୍ରିୟ ମଧ୍ୟ। କାରଣ ଏହି ଦିନ ଗୁଡି ଉଡାଇବାର ମଜା ସମସ୍ତେ ନେଇଥାନ୍ତି।
ତେବେ ଏହି ପବିତ୍ର ମକର ସଂକ୍ରାନ୍ତି ଦିନ କେଉଁ ଉପାୟ କରିବା ଫଳରେ ଆପଣଙ୍କ ଭାଗ୍ୟର ମୋଡ ବଦଳିଯିବ ତାହା ସମ୍ପର୍କରେ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ । 
ପୌଷ ମାସରେ ଯେବେ ସୂର୍ଯ୍ୟ ଧନୁ ରାଶିକୁ ଛାଡି ମକର ରାଶିକୁ ଆସିଥାନ୍ତି ସେବେ ମକର ସଂକ୍ରାନ୍ତି ହୋଇଥାଏ। ଏହି ମକର ସଂକ୍ରାନ୍ତିକୁ ସମଗ୍ର ଭାରତ ବର୍ଷରେ ପାଳନ କରାଯାଏ।
ତେବେ ଏହିଦିନ ଗୁଡି ଉଡାଇବା ପଛରେ ଧାର୍ମିକ କାରଣ ମଧ୍ୟ ରହିଛି। କୁହାଯାଏ ଏହି ଦିନ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଗୁଡି ଉଡାଇଥିଲେ। ତେବେ ବନ୍ଧୁଗଣ ଆଜି ଏହି ଭିଡିଓ ରେ ଗୋଟିଏ ଚମତ୍କାରି ଉପାୟ ଜାଣିବାକୁ ପାଇବେ।
ଯେଉଁ ଉପାୟ ଟି ହେଉଛି ମକର ସଂକ୍ରାନ୍ତି ଦିନ କରି ପାରିବେ। ଯେଉଁ ଉପାୟଟି କରିବା ଦ୍ଵାରା ଆପଣଙ୍କ ଭାଗ୍ୟ ଧୀରେ ଧୀରେ ବଦଳିବ। 
ଏମିତି ବ୍ୟକ୍ତି ମାନେ ଅଛନ୍ତି ଯେଉଁ ବ୍ୟକ୍ତି ମାନେ ଯେତେ ରୋଜଗାର କରିଲେ ମଧ୍ୟ ତାଙ୍କ ହାତରେ କଦାପି ଟଙ୍କାଟେ ନଥାଏ। କେବେ ହେଲେ ସେହି ଭଳି ବ୍ୟକ୍ତି ଉନ୍ନତି କରି ପାରନ୍ତି ନାହିଁ।
କିନ୍ତୁ ଏହି ସବୁର ସମସ୍ୟା ଆମର ପୂର୍ବ ଜନ୍ମର କିଛି କର୍ମ ଧର୍ମ ଯୋଗୁଁ ଏହି ସମସ୍ୟା ଭୋଗିବାକୁ ପଡିଥାଏ। ତେବେ ମକର ସଂକ୍ରାନ୍ତି ଦିନ ଯେଉଁ ଉପାୟ ଟି ଆପଣ ଜାଣିବେ ତାହା ନିଶ୍ଚିତ କରନ୍ତୁ ଦେଖିବେ ଆପଣଙ୍କର ସମସ୍ତ ସମସ୍ୟା ଦୂର ହେବ।
ତେବେ ସେହି ଚମତ୍କାରି ଉପାୟ ହେଉଛି, ଯଦି ଆପଣଙ୍କ ଗାଁ ରେ କୌଣସି ପୁରୁଣା ବର ଗଛ ଅଛି ଏବଂ ବରଗଛରେ ତଳକୁ ଚେର ବାହାରିଥାଏ। 
ତେବେ ଧ୍ୟାନ ଦେବେ ମକର ସଂକ୍ରାନ୍ତି ପୂର୍ବ ଦିନ ସନ୍ଧ୍ୟା ସମୟରେ ସେହି ବର ଗଛଟିକୁ ନିମନ୍ତ୍ରଣ କରନ୍ତୁ। ନିମନ୍ତ୍ରଣ କଲା ପରେ ଆପଣ ଘରକୁ ଚାଲି ଆସନ୍ତୁ। ତାହା ପରଦିନ ବ୍ରହ୍ମ ମୁହୂର୍ତ୍ତ ଦେଖି ସକାଳ ସମୟରେ ସେହି ବରଗଛ ଚେର ଟିକୁ କାଟିକି ଆଣନ୍ତୁ।
ଏହାପରେ ସେହି ଚେର ଟିକୁ ଆପଣ ପୂଜା ଘରେ କିମ୍ବା ପଇସା ବାକ୍ସ ରେ ରଖନ୍ତୁ। ଯାହାକି ଏହା କରିବା ଦ୍ୱାରା ଆପଣଙ୍କ ଘରେ କେବେ ସମସ୍ୟା ରହିବ ନାହିଁ ଏବଂ ଆପଣଙ୍କ ଘରେ ଧନ ପରିପୂର୍ଣ ହେବାକୁ ଲାଗିବ।