Movie prime

ସବ୍ୟସାଚୀ ଙ୍କୁ ପିଟିଲେ ଏଲିନା ଦେଖନ୍ତୁ ପତ୍ନୀ Archita Sahu ଙ୍କ ରିଆକ୍ସନ କେମିତି ଥିଲା

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଗତ କିଛି ଦିନ ହେବ ଓଲିଉଡ଼ ଅଭିନେତା ଓ ଅଭିନେତ୍ରୀ ସବ୍ୟସାଚୀ, ଅର୍ଚ୍ଚିତା ଓ ଏଲିନା ଆମେରିକା ଯାଇଛନ୍ତି । ଏବଂ ସେମାନେ ସେଠାକୁ ଏକ ଏଭେଣ୍ଟ କରିବା ପାଇଁ ଯାଇଛନ୍ତି। ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟରେ ସେମାନେ ହେଉଛନ୍ତି ଓଲିଉଡ଼ ର ଆଗ ଧାଡ଼ି ର ଅଭିନେତା ଓ ଅଭିନେତ୍ରୀ ମାନେ।
ସେମାନେ ଆମେରିକାରେ ଇଭେଣ୍ଟ କରିବା ସହ ଦୀର୍ଘ ଦିନ ଧରି ସେଠାରେ ରହି ମଧ୍ଯ ଯାଇଛନ୍ତି। ସେଠାରେ ମଧ୍ୟ ଦେଖିବାକୁ ମିଳିଛି କି ଗୋଟେ ଇଭେଣ୍ଟ ରେ ଗୀତ ଗାଇ ମସ୍ତି କରୁଛନ୍ତି ସବ୍ୟସାଚୀ ଏବଂ ଏଲିନା। ଏବଂ ସେଠାରେ ଏଭଳି ଭାବରେ ଅନେକ ପ୍ରକାରର ମଜା ମସ୍ତି କରିଥିବାର ଭିଡ଼ିଓ ସୋସିଆଲ ମିଡିଆରେ ଏବେ ଖୁବ ଭାଇରାଲ ହେବାରେ ଲାଗିଛି।
ଖବର ଆସୁଛି କି ଏଲିନା ଓ ସବ୍ୟସାଚୀ ଙ୍କ ଖୁବ ଶୀଘ୍ର ଏକ ନୂଆ ସିନେମା ଆସିବାକୁ ଯାଉଛି। ଏବଂ ତାଙ୍କ ବିପକ୍ଷରେ ଅଭିନୟ କରିବାକୁ ଯାଉଛନ୍ତି ଅଭିନେତ୍ରୀ ଏଲିନା। ଏହି ଫିଲ୍ମ୍ ର ନିର୍ଦ୍ଦେଶନା ଦେଇଛନ୍ତି ଚିଣ୍ଟୁ ଏବଂସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିଭୂତି ଗଡ଼ନାୟକ। ଏବଂ ଏହି ଦୁଇ ଯୋଡ଼ି ତାଙ୍କର ଆଗାମୀ ଆସୁଥିବା ଫିଲ୍ମ କୁ ନେଇ ବେଶ ଉତ୍ସାହିତ ମଧ୍ୟ ଅଛନ୍ତି।
ଦର୍ଶକ ମାନେ ମଧ୍ୟ ଅନେକ ଦିନ ପରେ ଏହି ଦୁଇ ଯୋଡ଼ି ଙ୍କୁ ବଡ଼ ପରଦା ଉପରେ ଦେଖି ନିଶ୍ଚିତ ଭାବରେ ଖୁସି ହୋଇ ଯିବେ। ତେବେ ଏହି ନୁଆ ଫିଲ୍ମ ର ଖୁବ୍ ଶୀଘ୍ର ସୁଟିଂ ସରି ପରଦା ଉପରକୁ ଆସିବାକୁ ଯାଉଛି। ତେବେ ଏହି ଫିଲ୍ମ୍ ପାଇଁ ଆପଣ କେତେ ମାତ୍ରାରେ ଉତ୍ସାହିତ ଅଛନ୍ତି ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଭୁଲିବେନି।