Movie prime
ଏ ଦୃଶ୍ୟ ଆଜି ଆପଣଙ୍କ ଆଖିରେ ଲୁହ ଆଣିଦେବ ଗନ୍ଧ ହେଲାଠୁ ଜାଣିଲେ ସ୍ଵାମୀ ଆଉ ନାହାନ୍ତି ୪ ଦିନ ଆଗରୁ ଗଲେଣି ...
 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମେ ଏବେ ଆପଣଙ୍କୁ ଏଭଳି ଏକ ଘଟଣା ସମ୍ପର୍କ ରେ କହିବାକୁ ଯାଉଛୁ ଯାହାକୁ ଶୁଣିବା ପରେ ଆପଣଙ୍କ ଛାତି ଥରି ଉଠିବ। ଏବଂ ଆପଣଙ୍କ ଆଖି ଲୁହରେ ଛଳ ଛଳ ହୋଇ ଯିବ। ବର୍ତ୍ତମାନ ସମୟରେ ଏଭଳି ଘଟଣା ମାନ ଘଟିବାରେ ଲାଗିଛି ଯାହାକି ମଣିଷକୁ ଆଶ୍ଚର୍ଯ୍ୟ ଚକିତ କରି ପକାଉଛି । ଆମେ ଏବେ ଆପଣଙ୍କୁ ସେଭଳି ଏକ ଘଟଣା ସମ୍ପର୍କରେ କହିବାକୁ ଯାଉଛୁ।
ଆଜ୍ଞା ହଁ ପାଠକ ବନ୍ଧୁ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ମଟିଆଳପଦା ଗ୍ରାମର ଏହି ଦୃଶ୍ୟ। ସେଠାରେ ଏକ ବୃଦ୍ଧ ଦମ୍ପତି ରହୁଥିଲେ। ସେ ଦୁହେଁ ନିଜ ସୁଖରେ ଦୁଃଖରେ ଭାଗୀଦାର ହେଉ ଥିଲେ। ସ୍ତ୍ରୀ ଜଣକ ରୋଗିଣା ହେଲେ ମଧ୍ୟ ସ୍ୱାମୀର ଅହରହ ସେବା କରୁଥିଲେ। ସବୁ ଦିନ ମଧ୍ୟ ସ୍ଵାମୀ ସହ କଥା ହୋଇ ଥାଆନ୍ତି।
ହେଲେ କିଛି ଦିନ ହେବ ସ୍ଵାମୀ କଥା କହିବା ବନ୍ଦ କରିଦେଲେ ଓ ଡାକିଲେ ମଧ୍ଯ ଶୁଣିଲେ ନାହିଁ। ବୃଦ୍ଧା ଜଣକ ମଧ୍ଯ ରୋଗିଣା ସେ ଆଉ ସ୍ଵାମୀ ଙ୍କ ସ୍ବାସ୍ଥ୍ୟଵସ୍ଥା ଆଉ ଜାଣି ପାରି ନଥିଲେ। ଏହା ମଧ୍ଯ ଜାଣି ପାରି ନଥିଲେ କି ତାଙ୍କ ସ୍ଵାମୀ ଆଉ ଏହି ଦୁନିଆ ରେ ନାହାଁନ୍ତି। ଗତ ଚାରି ଦିନ ହେବ ତାଙ୍କ ହାତ ଛାଡି ସେ ଆରପାରିକୁ ଚାଲି ଯାଇଛନ୍ତି। ଏବଂ ଏକଥା ସ୍ଵାମୀଙ୍କ ମୃ-ତ୍ୟୁ ଚାରି ଦିନ ହେବା ପରେ ହିଁ ଜାଣି ପାରିଲେ।
ବୃଦ୍ଧ ଜଣକ ମୃ-ତ୍ୟୁ ର ଚାରି ଦିନ ପରେ ଗନ୍ଧ ହେବାରୁ ଗ୍ରାମବାସୀ ମାନେ ଜାଣି ପାରିଥିଲେ କି ବୃଦ୍ଧ ଜଣକ ଆଉ ଏହି ଦୁନିଆରେ ନାହାଁନ୍ତି। ଏବଂ ଚାରି ଦିନ ପରେ ହିଁ ତାଙ୍କର ଶ-ବ ସତ୍କାର କରିବା ପାଇଁ ନେଲେ। ଏହା ଦେଖି ସ୍ତ୍ରୀ ଙ୍କ କୋହ ସମ୍ଭାଳି ହେଉ ନଥାଏ। ତାଙ୍କ ନିଜ ଆଖି ସାମ୍ନାରେ ସେ ତାଙ୍କ ସାତ ଜନ୍ମ ର ସାଥି କୁ ଅଲଗା ହେଉଥିବାର ଦେଖୁଛନ୍ତି। ଏବେ ବୃଦ୍ଧା ଜଣକ ସହ ନିଜ ଦୁଃଖ ସୁଖ ବାଣ୍ଟିବାକୁ ଆଉ କେହି ନାହାନ୍ତି। ତାଙ୍କୁ ସବୁ ଦିନ ପାଇଁ ଏକା କରି ଚାଲି ଯାଇଛନ୍ତି ତାଙ୍କ ସ୍ବାମୀ।