Movie prime

ମାଡ଼ି ଆସୁଛି ଭୟଙ୍କର ବାତ୍ୟା ସାବଧାନ ରୁହ ଏହିସବୁ ଜିଲ୍ଲା ଦେଖନ୍ତୁ କେଉଁ କେଉଁ ଜିଲ୍ଲାକୁ ମିଳିଲା ରେଡ ଆଲର୍ଟ

 
Gg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆସିଲା ବଡ ଖବର ମାଡି ଆସୁଛି ବନ୍ୟାଜଳ। ଏହି ଦୁଇ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷିବ। କିନ୍ତୁ ଏବେ କିଛିକିଛି ସ୍ଥାନରେ ବଦଳିଛି ପାଣିପାଗ। ଆଉ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା କମିଥିବାର ଦେଖିବାକୁ ମିଳିଛି। କିଛିକିଛି ସ୍ଥାନରେ ପାଗ ଶୁଖିଲା ରହିଥିବା ବେଳେ ଆଉ କିଛି ସ୍ଥାନରେ ଟିକେ ଟିକେ ବର୍ଷା ହେଉଥିବା ଦେଖିବାକୁ ମିଳିଛି। କିନ୍ତୁ ଏହାରି ଭିତରେ ୨ ଜିଲ୍ଲାକୁ ହାଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। 
Bb
ବର୍ଷାର ପରିମାଣ କମିଥିଲେ ସୁଧା ଏହି ଦୁଇଟି ଜିଲ୍ଲା ଏବେବି ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ଗୋଟେ ପଟେ ପ୍ରବଳ ବର୍ଷାର ଭୟ ତ ଅନ୍ୟପଟେ ମାଡ଼ି ଆସୁଛି ବନ୍ୟାଜଳ ଯାହାକୁ ନେଇ ଆଗକୁ ସତର୍କ କରାଗଲାଣି। ଆସନ୍ତା ୨୪ ଘଣ୍ଟା ପାଇଁ ହାଇ ଆଲର୍ଟ ଜାରି ହେଇଛି ଏହି ଦୁଇ ଜିଲ୍ଲାକୁ। ଆବଶ୍ୟକ ନଥିଲେ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି। ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ବାୟୁ। ଉତ୍ତର ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ସମ୍ଭାବନା ଲାଗି ରହିଛି। 
Vc
ଝାଡ଼ଖଣ୍ଡ ଓ ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହେଇଥିବାର ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ଆଭ୍ୟନ୍ତରୀଣର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେଇପାରେ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହି ଦୁଇଟି ଜିଲ୍ଲା ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି। ଅନ୍ୟପଟେ କେନ୍ଦୁଝର, ସମ୍ବଲପୁର, ଦେବଗଡ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହେଇପାରେ ବୋଲି ଆଶଙ୍କା କରାଯାଉଛି। ତେବେ ୧୧ ଏବଂ ୧୨ ତାରିଖରେ କେତେକ ସ୍ଥାନରେ କାଳବୈଶାଖୀ ହେବାର ଆଶଙ୍କା ରହିଛି। 
ତେବେ ୧୩ ତାରିଖରେ ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହେଇପାରେ। ମାତ୍ର ଆସନ୍ତା ୧୪ ରୁ ୧୫ ତାରିଖରେ ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେଇପାରେ। ଏହାକୁ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାରିଂ ଜାରି କରାଯାଇଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଏସଆରସିଙ୍କ ପକ୍ଷରୁ ମଧ୍ୟ ସତର୍କ ସୂଚନା ଜାରି କରାଯିବା ସହିତ ଜିଲ୍ଲା ପ୍ରଶାସନଙ୍କୁ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.