Movie prime

ମାଡ଼ି ଆସୁଛି ଭୟଙ୍କର ବାତ୍ୟା ଦେଖନ୍ତୁ ବର୍ତ୍ତମାନ ରହିଛି କେଉଁପ୍ରକାର ସ୍ଥିତି

 
Gg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ପାଣିପାଗକୁ ନେଇ ଆସୁଥିବା ଖବର ସବୁ ଜାଣି ପାରୁଛନ୍ତି ।
ଏବେ ପାଣିପାଗକୁ ନେଇ କିଛି ଖବର ଆସିଛି । ଏବେ ବାତ୍ୟା ଆସିବ ବୋଲି କିଛି ଖବର ଆସିଛି । ଗର୍ଜୁଛି ସମୁଦ୍ର ଆସୁଛି ବାତ୍ୟା। ପ୍ରବଳ ତାତି ସାରା ରାଜ୍ୟରେ ଅନୁଭୂତ ହେଉଥିବା ବେଳେ ଏବେ ଦାନା ବାନ୍ଧୁଛି ଲଘୁଚାପ ।
Hh
ଏବେ ଭୋଟ ଦାନ ମଧ୍ୟ ଚାଲୁଛି । ତୃତୀୟ ପର୍ଯ୍ୟାୟ ଭୋଟ ଦିନ ନାକେଦମ୍ କରିବ ବର୍ଷା ବୋଲି ଖବର ଆସିଛି । କମ୍ ପରିମାଣର ପବନ ହେବ ଆଉ ବାଦଲ ଫଟା ବର୍ଷା କାଚିବ ବୋଲି ଖବର ଆସିଛି ।
ଘୂର୍ଣ୍ଣିବଳୟକୁ ଶକ୍ତିଶାଳୀ କରିବା ପାଇଁ ପାଗ ରହିଛି ଅନୁକୂଳ । ଅଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ଗ୍ରୀଷ୍ମ ଅନୁଭୂତ ହେଉଥିବା ବେଳେ ଏବେ ଲୋକମାନେ ଗ୍ରୀଷ୍ମ ପ୍ରଭାବରେ ଡହଳ ବିକଳ ହେଉଛନ୍ତି । ଲୋକମାନଙ୍କୁ ଅସ୍ତବ୍ୟସ୍ତ କରୁଛି ପ୍ରବଳ ଗୁଳୁଗୁଳି । ରାତିରେ ପ୍ରବଳ ଗରମ ହେଉଛି । 
Vh
ରାତିରେ ଏଭଳି ଗରମ ହେଉଛି ଆଉ ଦିନରେ ଏହା ନ କହିବା ତ ଭଲ । ସକାଳ ୬ ଟା ସମୟରେ ଏଭଳି ଖରା ଆସୁଛି ଯାହାକୁ ଦେଖିଲେ ଦ୍ଵି ପ୍ରହର ଭଳି ଲାଗୁଛି । ଆଜି ଠାରୁ ଆହୁରି ତାତି ବଢିବ ବୋଲି ଖବର ଆସିଛି । ଏବେ ଏତେ ଖରା ଭିତରେ ଦାନା ବାନ୍ଧୁଛି ସମୁଦ୍ର । ମାଡ଼ି ଆସୁଛି ଭୟଙ୍କର ବାତ୍ୟା । ପାଗ ଅନୁକୂଳ ରହିଛି ।
ଓଡ଼ିଶା ଉପରେ ଏହା ପ୍ରଭାବ ପକାଇବ । ଅନେକ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ବାତ୍ୟା ହୋଇପାରେ । ଆସନ୍ତା ୨୫ କି ୨୬ ତାରିଖ ବେଳକୁ ଏହା ବାତ୍ୟା ରୂପ ନେଇପାରେ । କିଛି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି ।