Movie prime

ବାହାନଗା ଭଳି ପୁଣି ହେଲା ଭୟଙ୍କର ଟ୍ରେନ ଦୁ-ର୍ଘ-ଟଣା ଦେଖନ୍ତୁ ସାମ୍ନାକୁ ଆସିଲା ସାଙ୍ଘାତିକ ଘଟଣା

 
Gh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି କଥା ଜାଣି ପାରୁଛନ୍ତି । ଆପଣମାନେ ସମସ୍ତେ ବାହାନଗା ରେଳ ଦୁର୍ଘଟଣା ବିଷୟରେ ଜାଣିଥିବେ । ବାହାନଗା ରେଳ ଦୁର୍ଘଟଣା ସମସ୍ତଙ୍କୁ କନ୍ଦାଇ ଦେଇଥିଲା । କେତେ ଲୋକ ଏହି ଦୁର୍ଘଟଣାରେ ତାଙ୍କ ପ୍ରିୟ ଲୋକ, ବନ୍ଧୁବାନ୍ଧବ ସମସ୍ତଙ୍କୁ ହରାଇଛନ୍ତି । 
Hh
ଏବେ ପୁଣି ସେମିତି ଏକ ଘଟଣା ଘଟିଛି । ବାହାନଗା ଭଳି ରେଳ ଦୁର୍ଘଟଣା ପୁଣି ଦେଖିବାକୁ ମିଳିଛି । ଟ୍ରେନ ଉପରେ ଚଢ଼ିଗଲା ଟ୍ରେନ । ଟ୍ରେନ ଉପରେ ଟ୍ରେନ ଚଢିଯିବା ପରେ ଟ୍ରେନର ଡବା ଆକାଶକୁ ଛୁଇଁଲା ଭଳି ଉପରକୁ ଉଠିଗଲା । ଟ୍ରେନ ଭିତରେ ଚାପି ହୋଇଗଲେ ଶହ ଶହ ଯାତ୍ରୀ । ଏହି ଟ୍ରେନରେ ଥିବା ଯାତ୍ରୀମାନେ ବଞ୍ଚାଅ ବଞ୍ଚାଅ ବୋଲି କହୁଛନ୍ତି । ଟ୍ରେନ ଭିତରେ ଥିବା ଯାତ୍ରୀମାନେ ବଞ୍ଚିବା ପାଇଁ ଚିତ୍କାର କରୁଛନ୍ତି । ବାହାନଗା ରେଳ ଦୁର୍ଘଟଣା ଭଳି ଘଟଣା ଦେଖିବାକୁ ମିଳିଛି । 
Gh
ଟ୍ରେନ ଡବା ରେଳ ଧାରଣାରୁ ବାହାରି ପଡ଼ିଛି । ଆଉ ଟ୍ରେନର ଚକା ଏଣେତେଣେ ବିଛେଇ ହୋଇ ପଡ଼ିଛି । ବାହାନଗା ରେଳ ଦୁର୍ଘଟଣା ଏପର୍ଯ୍ୟନ୍ତ ମନରୁ ଲିଭି ନାହିଁ । ଏହି ଘଟଣାକୁ ଏକ ବର୍ଷ ପୂରିବା ପରେ ଆଉ ଏକ ବଡ ଦୁର୍ଘଟଣା ହୋଇଛି । ମାଲବାହୀ ଟ୍ରେନ ସହିତ ଧକ୍କା ହୋଇଛି ଯାତ୍ରୀବାହି ଟ୍ରେନ । ଏମିତି ଦୃଶ୍ୟ ଦେଖିଲେ ଛାତି ଥରି ଉଠିବ । ପଶ୍ଚିମବଙ୍ଗର ସିଲିଗୁଡରେ ହୋଇଛି ଏହି ଦୁର୍ଘଟଣା । ଦୁଇଟି ଟ୍ରେନ ମଧ୍ୟରେ ହୋଇଛି ଭୟଙ୍କର ଦୁର୍ଘଟଣା । କାଞ୍ଚନନଗା ଏକ୍ସପ୍ରେସ ସହ ମାଲବାହୀ ଟ୍ରେନ ଧକ୍କା ହୋଇଥିଲା ।
ଏହି ଟ୍ରେନର ପଛ ବଗି ବହୁତ କ୍ଷତିଗ୍ରସ୍ତ ହୋଇଯାଇଛି । ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃ-ତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ୨୫ ଜଣରୁ ଅଧିକ ଲୋକ ଆକ୍ରମଣ ହୋଇଛନ୍ତି । ସେଠାରେ ଆମ୍ବୁଲାନ୍ସ ପହଞ୍ଚି ଯାଇଛି । ଆଉ ଯେଉଁମାନଙ୍କର କ୍ଷତି ହୋଇଛି ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି । ଏହି ଘଟଣାରେ ଆହୁରି ଅନେକ ଲୋକ ମୃ-ତ୍ୟୁବରଣ କରିଛନ୍ତି ଆଉ ଯାହାର ଖବର ଏପର୍ଯ୍ୟନ୍ତ ଆସି ନାହିଁ । ଆପଣମାନେ ଏହି ଭିଡିଓ ମାଧ୍ୟମରେ ଏହିସବୁ ଖବର ପାଇ ପାରିଲେ ।