Movie prime

ସିମେଣ୍ଟ ଅଖା ଭିତରେ ରଡ଼ି ଛାଡ଼ି ମ-ରି-ଗଲା ସ୍ତ୍ରୀ..ଏପଟେ ବିକଳ ହେଇ ସ୍ବାମୀ ବି ..

 
Yu
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ନିଜ ସ୍ତ୍ରୀ କୁ ଆଖା ଭିତରେ ପୁରାଇ ମା-ରି ଦେଇଚି ସ୍ଵାମୀ।ଯେଉଁ ସ୍ତ୍ରୀ ଦିନେ ସ୍ଵାମୀ ଙ୍କ ମଙ୍ଗଳ କାମନା କରି ପୂଜା କରୁ ଥିଲା ଶେଷ ରେ ସେହି ସ୍ତ୍ରୀ କୁ ଜୀବନ ରୁ ମା-ରି ଦେଲା ସ୍ଵାମୀ।
ଆପଣ ମାନେ ଆଗରୁ ଏଭଳି ଅନେକ ଖବର ଶୁଣି ଥିବେ।ଆଜି ଆପଣ ମାନଙ୍କୁ ସେଭଳି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ।ଏହି ଘଟଣା ଟି ଘଟିଛି କେନ୍ଦୁଝର ଜିଲ୍ଲାର ଷଡ଼ଙ୍ଗୀ ଗ୍ରାମ ରେ।ଅଭିଯୁକ୍ତ ସ୍ଵାମୀ କୁ ଲୋକ ମାନେ ଧରି ଧରି ଗଛ ମୂଳ ରେ ବାନ୍ଧି ରଖି ଥିଲେ।
Bb
ସୂଚନା ଅନୁସାରେ ପ୍ରଦୀପ ନାମକ ଯୁବକ ଗତ କିଛି ବର୍ଷ ତଳେ ବୈଶାଳୀ ଙ୍କୁ ବିବାହ କରି ଥିଲେ।ବିବାହ ପରେ ଉଭୟ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ଭଲ ସମ୍ପର୍କ ରହି ଥିଲା।ହେଲେ ପରବର୍ତ୍ତୀ ସମୟ ରେ ଉଭୟ ଙ୍କ ମଧ୍ୟରେ ବିବାଦ ଲାଗି ରହୁ ଥିଲା।
ପାରିବାରିକ କଳହ କୁ ନେଇ ସେମାନେ ସବୁବେଳେ ଝଗଡ଼ା କରୁ ଥିଲେ।ହେଲେ ଏହି କଳହ ଏପରି ରୂପ ନେବ ବୋଲି କେହି ଜାଣି ନ ଥିଲେ।ଯାହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।
Bh
ପ୍ରଦୀପ ନିଜ ସ୍ତ୍ରୀ ବୈଶାଳୀ ଙ୍କ ଉପରେ ରାଗି ଯାଇ ତାଙ୍କୁ ଜୀବନ ରୁ ମା-ରି ଦେଇ ଥିଲେ।ମା-ରି ସାରିବା ପରେ ତାଙ୍କୁ ଏକ ଅଖା ଭିତରେ ଭର୍ତ୍ତି କରି ଦେଇଥିଲେ।ଯାହାକୁ କେହି ଜାଣି ପାରି ନ ଥିଲେ।
ପରେ ପଡୋଶୀ ମାନେ ଯେତେବେଳେ ବୈଶାଳୀ ଙ୍କୁ ଦେଖିବାକୁ ପାଇ ନ ଥିଲେ।
ସେତେବେଳେ ତାଙ୍କ ଘର କୁ ଆସି ଥିଲେ।ସେଠାରେ ସେମାନେ ଅଖା ରେ ଭର୍ତି ହୋଇ ଥିବା ଜିନିଷ କୁ ଦେଖି ଥିଲେ।ଏହା କୁ ଖୋଲିବା ପରେ ଜଣା ପଡି ଥିଲା କି ବୈଶାଳୀ ଙ୍କ ମୃ-ତ ଦେହ ସେଥିରେ ରହିଛି।ଏହାକୁ ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଥିଲା।
ଗ୍ରାମ ବାସୀ ମାନେ ପ୍ରଦୀପ ଙ୍କୁ ଧରି ଗୋଟିଏ ବର ଗଛ ତଳେ ବସାଇ ଖୁବ୍ ମାରି ଥିଲେ।ପରେ ପୋଲିସ ସେଠାରେ ପହଞ୍ଚି ତାଙ୍କୁ ଗିରଫ କରି ଥିଲେ।ଏହି ଘଟଣା ଟି ଏବେ ସେଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।