Movie prime

ଆଧାର କାର୍ଡକୁ ନେଇ ଆସିଲା ବହୁତ୍ ବଡ଼ ଖବର ଦେଖନ୍ତୁ ଶେଷ ତାରିଖ ଯିବା ପରେ କରନ୍ତୁ କିଛି ଏମିତି

 
Gh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Jj
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି। ବନ୍ଧୁଗଣ ଯଦି ଆପଣ ନମିନେସନ୍ କରିନାହାଁନ୍ତି ତେବେ ଜୁଲାଇ ୧ ତାରିଖ ୨୦୨୪ ପରଠୁ କୌଣସି ପ୍ରକାରର ଟ୍ରାଞ୍ଜାକ୍ସନ୍ ଆପଣ କରିପାରିବେ ନାହିଁ। ଏହିସବୁ ବନ୍ଦ ହେଇଯିବ। ସେହିପରି କିଛି ବ୍ୟାଙ୍କ୍ ସେପସାଲ ଏଫଡି ଲଞ୍ଚ କରିଛି। 
Gh
ବନ୍ଧୁଗଣ ଯଦି ଆପଣ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଏଫଡିରେ ନିବେଶ କରିପାରୁନାହାଁନ୍ତି। ତେବେ ଆପଣଙ୍କୁ ଅଧିକ ସୁଧର ଲାଭ ମିଳିପାରିବନାହିଁ। ଆଇଡିବିଆଇ ବ୍ୟାଙ୍କ୍ ସେପ୍ସାଲ ଏଫଡି ଲଞ୍ଚ କରିଛି। ଯାହା ୩୦୦, ୩୭୫ ଏବଂ ୪୪୪ ଦିନର ଏଫଡି ଉପରେ ୭.୦୫%ରୁ ୭.୭% ଏଫଡି ସୁଧ ଦେଉଛି। ଏଥିରେ ନିବେଶ କରିବାର ଶେଷ ତାରିଖ ହେଉଛି ଜୁନ ୩୦। ସେହିପରି ଏଚଡିଏଫସି ବ୍ୟାଙ୍କ୍ ନିଜର ମୋଷ୍ଟ ପପୁଲାର ସ୍ୟୁଗି ଏଚଡିଏଫସି ବ୍ୟଙ୍କ କ୍ରେଡିଡ କାର୍ଡକୁ ନେଇ କ୍ୟାସ ବ୍ୟାକ ସ୍କ୍ରିନରେ ଖାସ୍ ପରିବର୍ତ୍ତନ କରିଛି। 
ମିଡ଼ିଆ ରିପୋର୍ଟ ଅନୁସାରେ ନୂଆ କ୍ୟାସ ବ୍ୟାକ ନିୟମ ୨୧ ଜୁନ ୨୦୨୪ରୁ ପ୍ରଭାବି ବୋଲି ଧରାଯିବ। ସେହିପରି ଆଧାର କାର୍ଡ ମାଗଣରେ ଅପଡେଟ କରିବା ପାଇଁ ଶେଷ ତାରିଖ ରହିଛି ଜୁନ ୧୪ ୨୦୨୪। ଯଦି ଆପଣ ଜୁନ ୧୪ ତାରିଖ ପରେ ସେଥିରେ ଆଡ୍ରେସ ବା ପରିଚୟ ପାଇଁ କିଛି ଅପଡେଟ କରୁଛନ୍ତି। ତେବେ ସେଥିପାଇଁ ଆପଣଙ୍କୁ ୫୦ ଟଙ୍କା ଚାର୍ଜ ଦେବାକୁ ପଡ଼ିବ। ଯଦି ଆପଣଙ୍କର ଆଧାର କାର୍ଡ ୧୦ ବର୍ଷ ପୁରୁଣା ତେବେ ଆପଣଙ୍କୁ ଡେମଗ୍ରାଫିକୁ ଅପଡେଟ କରିନେବା ଜରୁରୀ।