Movie prime

ଅଚାନକ ରୂପା ପିଣ୍ଡୁ ଙ୍କ ଦେହ ହେଲା ଖରାପ..ରାତି ଅଧ ରେ ଡାକ୍ତର କରିଦେଲେ ଏମିତି..

 
Yy
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆ ଦ୍ଵାରା ଅନେକ କିଛି ଖବର ପାଇ ପାରୁଛନ୍ତି । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ଜାଣିବା ସହ ଆଉ କିଛି ବିଷୟରେ ଜାଣିପାରିବେ । ଆପଣମାନେ ସମସ୍ତେ ୟୁଟ୍ୟୁବର ରୂପା ପିଣ୍ଟୁଙ୍କୁ ଜାଣିଥିବେ । ଏହି ୟୁଟ୍ୟୁବର ଜଣଙ୍କୁ ନେଇ ଅନେକ କିଛି ଖବର ଆସିଛି । ୟୁଟ୍ୟୁବର ରୂପା ପିଣ୍ଟୁ ବହୁତ ସୁନ୍ଦର ସୁନ୍ଦର ଭିଡିଓ କରନ୍ତି । ଏହି ୟୁଟ୍ୟୁବର ଏବେ ମେଡ଼ିକାଲରେ ଭର୍ତ୍ତି ହୋଇଥିବାର କଥା ଆସିଥିଲା ।
Bb
ଖବର ଆସିଥିଲା କି ୟୁଟ୍ୟୁବର ରୂପା ପିଣ୍ଟୁଙ୍କ ସ୍ବାସ୍ଥ୍ୟ ଭଲ ନାହିଁ । ଆଉ ସେମାନେ କିଛିଦିନ ପର୍ଯ୍ୟନ୍ତ ମଧ୍ଯ ୟୁଟ୍ୟୁବରୁ ଦୂରେଇ ଯାଇଥିଲେ । ଏବେ ମୃ-ତ୍ୟୁମୁଖରୁ କେମିତି ଫେରି ଆସିଲେ ରୂପା ପିଣ୍ଟୁ । ୟୁଟ୍ୟୁବରୁ ଗାଏବ ହୋଇ ଯାଇଥିଲେ ରୂପା ପିଣ୍ଟୁ । ମେଡ଼ିକାଲରେ ଜୀବନ ସହ ସଙ୍ଘର୍ଷ କରୁଥିଲେ ଦୁହେଁ । ଗୀତ ସୁଟିଂ ସମୟରେ ତାଙ୍କୁ ହୋଇଗଲା ରୋଗ । ଆଉ ଏବେ ଏହାକୁ ନେଇ ଆସିଛି କିଛି ଖବର । ମରଣ ମୁହଁରୁ ଫେରି ଆସିଲେ ରୂପା ପିଣ୍ଟୁ । ଆଉ ରୂପାଙ୍କ ଠାରୁ ଅଧିକ ଗୁରୁତର ହୋଇ ଯାଇଥିଲେ ପିଣ୍ଟୁ । 
Hy
ସେମାନେ ଏତେ ହସଖୁସି ଭିତରେ ୟୁଟ୍ୟୁବରେ ଭିଡିଓ କରୁଥିଲେ । ଆଉ ତାଙ୍କର ଫ୍ୟାନମାନେ ତାଙ୍କର ସବୁ ଭିଡିଓ କରୁଥିଲେ । କିନ୍ତୁ ଏହି ୧୦ ଦିନ ହେବ ରୂପା ଆଉ ପିଣ୍ଟୁଙ୍କ କୌଣସି ବି ଭିଡିଓ ଆସୁ ନଥିଲା । ଆଉ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଭଲ ନଥିଲା ବୋଲି ଜଣାପଡିଥିଲା । ତାଙ୍କର ଭିଡିଓ ୧୦ ଦିନ ହେଲା ଆସି ନଥିବାରୁ ତାଙ୍କ ଫ୍ୟାନମାନେ ଚିନ୍ତିତ ହୋଇପଡିଲେ । ପିଣ୍ଟୁ ଆଉ ରୂପା ମରଣ ସହ ଲଢେ଼ଇ କରୁଥିଲେ ବୋଲି ଏବେ ଖବର ଆସୁଛି । ପିଣ୍ଟୁଙ୍କ ସ୍ବାସ୍ଥ୍ୟ ବହୁତ ଖରାପ ହୋଇ ଯାଇଥିଲା ।
ତାଙ୍କର ରକ୍ତରେ ଥିବା ପ୍ଲେଟଲେଟ ପୁରା କମି ଯାଇଥିଲା । ଯାହାକି ଦେଢ଼ ଲକ୍ଷ ରୁ ୪ ଲକ୍ଷ ଭିତରେ qରହିବା କଥା ତାହା ୧୬ ହଜାରକୁ କମି ଆସିଥିଲା । ପିଣ୍ଟୁ ପୁରାପୁରି ଭାବରେ ଗୁରୁତର ହୋଇ ପଡ଼ିଥିଲେ । କାରଣ ୫୦ ହଜାରରୁ ପ୍ଲେଟଲେଟ କମି ଆସିଲେ ଲୋକ ଗୁରୁତର ହୋଇ ପଡ଼ିଥିଲେ । ଏବେ ପିଣ୍ଟୁଙ୍କ ସହିତ ଏହା ହୋଇଥିଲା । ଏବେ ଦୁଇଜଣଙ୍କୁ ନୂଆ ଜୀବନ ମିଳିଯାଇଛି । ଉଭୟଙ୍କୁ ହୋଇଥିଲା ଡେଙ୍ଗୁ । ଆଉ ସେମାନେ ତାଙ୍କ ନୂଆ ଆଲବମ ସୁଟିଂ ସମୟରେ ତାଙ୍କ ସହିତ ଏଭଳି ହୋଇଥିଲା । ଏବେ ସେମାନେ ସୁସ୍ଥ ଅଛନ୍ତି ଆଉ ଘରକୁ ଫେରିଛନ୍ତି । ଏବେ ସେ ୟୁଟ୍ୟୁବରେ ସବୁ କଥା ଭିଡିଓ କରି କହିଛନ୍ତି ।

Around The Web