ରିୟାଙ୍କୁ ନେଇ ମୁଁହ ଖୋଲିଲେ ଅଭିନେତା ବବି ମିଶ୍ର ଦେଖନ୍ତୁ ଦେଲେ ଏହି ବଡ଼ ବୟାନ
Jul 18, 2024, 17:31 IST
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅଭିନେତ୍ରୀ ରିୟାଙ୍କୁ ନେଇ ଆସିଥିବା ଖବର ସବୁ ଜାଣି ପାରୁଥିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅଭିନେତ୍ରୀ ରିୟାଙ୍କ ନାଁରେ ହୋଇଥିବା ଅଭିଯୋଗକୁ ନେଇ ଅଭିନେତା ବବି ମିଶ୍ର କଣ ସବୁ କହିଛନ୍ତି ତାହା ଆପଣମାନେ ଜାଣିପାରିବେ ।
ଅଭିନେତ୍ରୀ ରିୟାଙ୍କ ଘରେ କାମ କରୁଥିବା ଯୁବତୀ ବର୍ଷା ତାଙ୍କ ଉପରେ ଅତ୍ୟାଚାର ଆଉ ତାଙ୍କୁ ଦଣ୍ଡ ଦେଉଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି । ଏବେ ଅଭିନେତ୍ରୀ ରିୟାଙ୍କୁ ନେଇ ଆଉ ଏହି ଘଟଣାକୁ ନେଇ ଅଭିନେତା ବବି ମିଶ୍ର କିଛି କଥା କହିଛନ୍ତି । ସେ କହିଛନ୍ତି, ଚୁପ୍ ରହିବା ଭାଇ ଅସ୍ତ୍ର ଅଟେ । ଆଉ କେବଳ ଅଭିନେତା କି ଅଭିନେତ୍ରୀ ନୁହେଁ ଆଗକୁ ଯିଏ ଯିବ ତା ପଛରେ ଲୋକମାନେ ପଡିବେ ଆଉ ଏହାହିଁ ହୋଇଥାଏ । ଆଜିକା ସମାଜରେ ଅନେକ ଲୋକ ଅଛନ୍ତି ଆଉ ଅନେକ କଥା କହିଥାନ୍ତି ।
ଅଭିନେତା ବବି ମିଶ୍ର କହିଛନ୍ତି ଅନେକ ଲୋକ ଅନେକ ପ୍ରକାରର କଥା କହିଥାନ୍ତି । କିନ୍ତୁ ଲୋକମାନଙ୍କ କଥା ଶୁଣି ଏଭଳି ରହିବା କି କିଛି କାମ ନ କରିବା ଠିକ୍ ନୁହେଁ । ମୁକେଶ ଅମ୍ବାନୀ ତାଙ୍କ ପୁଅ ବିବାହରେ ଅନେକ ଟଙ୍କା ଖର୍ଚ୍ଚ କରିଲେ ଆଉ ତାଙ୍କୁ ଲୋକମାନେ ଅନେକ କଥା କହିଲେ ସେ କାହା କଥା ଶୁଣିଲେ କି ? ଏବେ ଏହି ଘଟଣାକୁ ନେଇ ତଦନ୍ତ କରିବା ପରେ ସତ୍ୟ କଣ ସାମ୍ନାକୁ ଆସିବ । ଆଉ ଏହି ଘଟଣାରେ ଯିଏ ଦୋଷୀ ତାହା ସାମ୍ନାକୁ ଆସିବ । ଆଉ ନିଜ ଜୀବନରେ ଅନେକ ଘଟଣା ଘଟିଥାଏ ।
ନିଜ ନିଜ ଜୀବନରେ ଅନେକ ଘଟଣା ଘଟିଥାଏ ଆଉ ଏହି ଘଟଣାକୁ ଆଖି ଆଗରେ ରଖି ଏଭଳି ତାଙ୍କୁ କହିବା ଉଚିତ୍ ନୁହେଁ । ଏବେ ଅଭିନେତ୍ରୀ ରିୟା ଏହି ଘଟଣାକୁ ନେଇ କିଛି କହୁ ନାହାଁନ୍ତି ସେ ଚୁପ୍ ଅଛନ୍ତି ଆଉ ଏହା ଠିକ୍ ହିଁ ହୋଇଛି । ଅଭିନେତ୍ରୀ ରିୟା ଚୁପ୍ ରହିବା ଠିକ୍ । ବବି ମିଶ୍ର କହିଛନ୍ତି ତାଙ୍କ ଭଳି ସବୁ କହିଦେବା ଠିକ୍ ନୁହେଁ । ଅଭିନେତ୍ରୀ ରିୟାଙ୍କ ଘଟଣା ଆଗକୁ କେଉଁ ମୋଡ ନେବ ସେକଥା କେହି ଜାଣି ନାହାଁନ୍ତି । ଏବେ ଏହାକୁ ନେଇ ଅନେକ କିଛି କହିଛନ୍ତି ଅଭିନେତା ବବି ମିଶ୍ର ଯାହା ଆପଣମାନେ ଜାଣିପାରିଲେ ।