Movie prime

ଏକ୍ଟର ହରିହର କହୁଛନ୍ତି ଏମିତି ମାଣ୍ଡୁ ଯୋଜନା ଆରମ୍ଭ କରିବ BJD...

 
Hh
ଏବେ ଅଭିନେତା ହରିହର ମହାପାତ୍ର ଏଭଳି କିଛି କହିଥିଲେ ଯାହାକୁ ନେଇ ଏବେ ସୋସିଆଲ ମିଡ଼ିଆ ରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ସେ କହିଥିଲେ କି ମାଣ୍ଡୁ ଯୋଜନା ବିଜେଡ଼ି କରିବ ତାହା ବିଜେପି କରିବ ନାହିଁ। ଏଭଳି ଅଭଦ୍ର ଯୋଜନା ସେମାନେ କେବେ ହେଲେ ମଧ୍ଯ କରିବେ ନାହିଁ। ସେ କହିଥିଲେ କି ଯେତେବେଳେ ସେ କଲେଜ ରେ ପଢୁଥିଲେ ସେତେବେଳେ ତାଙ୍କୁ ମୁଢ଼ି ଦେଇ ଜଣେ ଝିଅ ପ୍ରପୋଜ୍ କରିଥିଲେ।
Hh
ପ୍ରେମ ଯେଉଁଠି ଥିବ ହରିହର ମହାପାତ୍ର ସେଠାରେ ଥିବ ବୋଲି ସେ କହିଥିଲେ। ହାସ୍ୟ ଅଭିନେତା ଭାବରେ ସେ ହିରୋ ହିରୋଇନ୍ ଙ୍କୁ ମିଶେଇବା ସହ ତାଙ୍କର ସାଥୀରେ ଥାଆନ୍ତି। କେଉଁଠାରେ ସେ ହିରୋ ହିରୋଇନ୍ ଙ୍କୁ ବିଭେଦ କରନ୍ତି ନାହିଁ। ଏଥର ମଧ୍ୟ ଏକ ଫିଲ୍ମ୍ ଆସୁଛି ହାଫ୍ ଲଭ୍ ଷ୍ଟୋରୀ ଯେଉଁଥିରେ କି ହରିହର ମହାପାତ୍ର ଅଭିନୟ କରିଛନ୍ତି। ଯେଉଁ ମାନଙ୍କ ପ୍ରେମ କାହାଣୀ ଅଧା ରହି ଯାଇଛି ସେମାନେ ଏହା ଦେଖିବା ଦରକାର୍।
Hh
ହାଫ୍ ଲଭ୍ ଷ୍ଟୋରୀ ଏକ ଭିନ୍ନ ଧରଣର ପ୍ରେମ କାହାଣୀ ଅଟେ। ଏହି ଫିଲ୍ମ୍ ରେ କୁକିଜ୍ ହିରୋଇନ୍ ଭୂମିକାରେ ନଜର ଆସିବେ। ହରିହର ଙ୍କ ମଧ୍ୟ ଖୁବ ଭଲ ଭୂମିକା ରହିଛି। ଏଥିରେ ସେ ଖୁବ୍ ଭଲ ଭୂମିକାରେ ମଧ୍ୟ ଅଭିନୟ କରିଛନ୍ତି। ଏହି ଫିଲ୍ମ୍ ମଧ୍ୟ ଖୁବ୍ ଭଲ ଫିଲ୍ମ୍ ବୋଲି ମଧ୍ୟ କହିଥିଲେ। ଆଉ ମିଡ଼ିଆ ଭାଇ ମାନେ ଯାହା ତାଙ୍କୁ ପ୍ରଶ୍ନ ପଚାରି ଥିଲେ ତାହାର ଉତ୍ତର ସବୁ ସେ ବେଶ ଭଲ ଭାବରେ ମଧ୍ଯ ଦେଇଛନ୍ତି।
ଆଉ ସେ ଦେଇଥିବା ପ୍ରତିକ୍ରିୟା ର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ତେବେ ହରିହର ଙ୍କ ଏହି ଭିଡିଓ ଦେଖିବା ପରେ ଲୋକମାନେ ମଧ୍ୟ ଏହି ଫିଲ୍ମ ଦେଖିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ତେବେ ଆପଣ ମାନେ ମଧ୍ୟ ଏହି ଫିଲ୍ମ ଦେଖିବା ପାଇଁ କେତେ ଇଛୁକ ଅଛନ୍ତି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.