Movie prime

ବଡ଼ ବିପଦରୁ ରକ୍ଷା ପାଇଗଲେ ଅଭିନେତା ଅନୁଭବ ମହାନ୍ତି ଦେଖନ୍ତୁ କୋର୍ଟ ତରଫରୁ ମିଳିଲା ନୂଆ ରାୟ

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ବନ୍ଧୁଗଣ ବର୍ତ୍ତମାନ ସମୟରେ ଓଲିଉଡର ସୁପରଷ୍ଟାର ଅନୁଭବ ମହାନ୍ତି ଏବଂ ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଆସିଛି ନୂଆ ମୋଡ।
ବହୁଦିନ ଧରି ଓଲିଉଡର ସୁପରଷ୍ଟାର, ଅନୁଭବ ମହାନ୍ତି ଓ ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ବିବାଦ ଲାଗି ରହିଛି ବୋଲି ଆପଣ ମାନେ ତ ବେଶ ଭଲ ଭାବରେ ଜାଣିଥିବେ। 
Bb
ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଅନୁଭବଙ୍କ ନାଁ ରେ ଶା-ରି-ରୀକ ଓ ମାନସିକ ନି-ର୍ଯା-ତ-ନା ଅଭିଯୋଗ ଆଣିଥିଲେ। ଅନୁଭବ ବି ବର୍ଷାଙ୍କ ନାଁ ରେ ଛା-ଡ-ପ-ତ୍ର ମାମଲା ରୁଜୁ କରିଥିଲେ।
କିନ୍ତୁ ବନ୍ଧୁଗଣ ଏବେ ଆଉ ଜେଲ ଯିବେ ନାହିଁ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି। ଅନୁଭବଙ୍କୁ ଏବେ ଆଉ ଗିରଫ କରାଯାଇ ପାରିବ ନାହିଁ। ଅନୁଭବଙ୍କ ବିରୋଧରେ ଲାଗିଥିଲା ଏନବିଡବ୍ଲୁ। ଜାମିନ ବିହୀନ ଗିରଫ ପରୱାନା ଜାରି ହେଇଥିଲା ଅନୁଭବ ମହାନ୍ତିଙ୍କ ବିରୁଦ୍ଧରେ। 
ଜେଏମଏଫସିର ସ୍ଵତନ୍ତ୍ର କୋର୍ଟ ଏନବିଡବ୍ଲୁ ଲଗାଇଥିଲେ ଅନୁଭବ ମହାନ୍ତିଙ୍କ ବିରୁଦ୍ଧରେ। କିନ୍ତୁ ଏବେ ହାଇକୋର୍ଟ ଏହା ଉପରେ ହସ୍ତକ୍ଷେପ କରିଛନ୍ତି। ଜେଏମଏଫସିର ରାୟ ଉପରେ ରୋକ ଲଗାଇଛନ୍ତି ହାଇକୋର୍ଟ। ଯାହାକୁ ନେଇ ଅନୁଭବ ମହାନ୍ତିଙ୍କ ଏଭଳି ରାୟ ଉପରେ ବର୍ଷାଙ୍କୁ ଲାଗିଛି ଝଟକା।
Hh
ଅନୁଭବ ମହାନ୍ତିଙ୍କୁ ମିଳିଛି ବଡ ଆଶ୍ୱସ୍ତି ଘରୋଇ ହିଂସାକୁ ନେଇ ଯେଉଁ ନିର୍ଦେଶ ଦିଆଯାଇଥିଲା। ତାହା ଉପରେ ହାଇକୋର୍ଟ ରୋକ୍ ଲଗାଇଛନ୍ତି। ସୂଚନା ଅନୁସାରେ କଟକ ପୁରୀଘାଟ ଥାନାରେ ବର୍ଷା ଘରୋଇ ହିଂସାକୁ ନେଇ ଅଭିଯୋଗ କରିଥିଲେ। 
ଅନୁଭବ ଏବଂ ତାଙ୍କର ଦୁଇସାଙ୍ଗ ସୁଜିତ୍ ଖଗେଶ୍ଵର ତାଙ୍କୁ ନି-ର୍ଯା-ତ-ନା ଦେଉଥିଲେ ବୋଲି ଅଭିଯୋଗରେ ଲେଖା ହେଇଥିଲା। ଯାହାପରେ ପୁରୀଘାଟ ଥାନା ଏନେଇ ଜେଏମଏଫସି କୋର୍ଟରେ ଚାର୍ଜଫ୍ରେମ ଦାଖଲ କରିଥିଲେ।
ଯେଉଁଥିରେ ଅନୁଭବ ମହାନ୍ତି ତାଙ୍କର ଦୁଇସାଙ୍ଗ ସୁଜିତ୍ ଏବଂ ଖଗେଶ୍ଵର ଘରୋଇ ହିଂସା ଯଥେଷ୍ଟ ପ୍ରମାଣ ପାଇବା ପରେ କୋର୍ଟ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲେ। କିନ୍ତୁ ଏହାପରେ ଅନୁଭବ ମହାନ୍ତି ହାଇକୋର୍ଟର ଦ୍ବାରସ୍ଥ ହେଇଥିଲେ। ତା'ପରେ ହାଇକୋର୍ଟ ଏନବିଡବ୍ଲୁ ଉପରେ ରୋକ୍ ଲାଗିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.