Movie prime

ଅଭିନେତ୍ରୀ ରିୟାଙ୍କ ନାଁ ରେ ଆସିଲା ସାଙ୍ଘାତିକ ଅଭିଯୋଗ ଦେଖନ୍ତୁ ଘରେ କାମ କରୁଥିବା ଯୁବତୀ ଆଣିଲେ ସାଙ୍ଘାତିକ ଅଭିଯୋଗ

 
Gh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଚୋରି, ଡକାୟତ ଏବଂ ଅପହରଣ ଆଦିକୁ ନେଇ ଅନେକ ଖବର ଆସିଥାଏ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ଜାଣିପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଲୋକମାନେ ଏତେ ତଳକୁ ଖସି ଗଲେଣି ଏଭଳି କାମ କରିବା ପୂର୍ବରୁ ଟିକେ ବି ଭାବୁ ନାହାଁନ୍ତି ।
Hh
ଓଲିଉଡ଼ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ରିୟା ଦେ। ଆପଣମାନେ ଜାଣିଥିବେ ଅଭିନେତ୍ରୀ ରିୟା ଦେ ସୁନୀଲ ମେସିଙ୍କୁ ବିବାହ କରି ସାରିଛନ୍ତି। ତେବେ ସୁନୀଲ ହେଉଛନ୍ତି ଜଣେ ବହୁତ ବଡ଼ ବିଜନେସ ମ୍ୟାନ। ଓଡ଼ିଆ ଅଭିନେତ୍ରୀ ରିୟା ଦେ ନାଁରେ ଜଣେ ଯୁବତୀ ଥାନାରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ସଂପୃକ୍ତ ରିୟା ଏବଂ ତାଙ୍କ ସ୍ୱାମୀ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି। 
Hh
ଯୁବତୀ ଜଣଙ୍କ କେୟାର ଟେକର ଭାବରେ ଦେଢ଼ ବର୍ଷ ହେବ କାମ କରୁଥିଲେ। ରିୟାଙ୍କ ସ୍ୱାମୀ ବିୟର ବୋତଲରେ ତାଙ୍କୁ ବାଡେଇ ଥିବା ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତ କରିଛନ୍ତି ଯୁବତୀ। ଏଵଂ ମହିଳା ଜଣଙ୍କୁ ଘରେ ଚାବି ପକାଇ ରଖାଯାଇଥିଲା। କିନ୍ତୁ କୌଶଳକ୍ରମେ ସେ ଖସି ଆସି ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି। 
ରିୟାଙ୍କ ସ୍ୱାମୀ ତାଙ୍କୁ ବିୟର ବୋତଲରେ ମାଡ଼ ମାରିବା ଭଳି କାମ କରିଛନ୍ତି ବୋଲି କହିଛନ୍ତି। ମହିଳା ଜଣକ ଆହୁରି ଅଭିଯୋଗ କରିଛନ୍ତି ଯେ ଦମ୍ପତି ତାଙ୍କୁ ବାରମ୍ବାର ଘରେ ବନ୍ଦ କରିବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ଏବେ ମହିଳାଙ୍କ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିନେତ୍ରୀ ରିୟା ଦେ ଏବଂ ତାଙ୍କ ସ୍ୱାମୀ ଏ ପ୍ରସଙ୍ଗରେ ନିରବ ରହିଛନ୍ତି। ତେବେ ବନ୍ଧୁଗଣ ବର୍ତମାନ ଏହି ଖବର ଟି ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.