Movie prime

ଅଢ଼େଇ ବର୍ଷର ଛୁଆକୁ କାଟି ମାଂସ ବିକୁଥିଲା ଧରି ପକାଇଲେ ଗାଁ ଲୋକେ ଆଉ ତାପରେ

 
Gg
ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ କିଛି ଲୋକ ଅଢେଇ ବର୍ଷର ଛୁଆ ସହ ଏଭଳି କିଛି କାମ କରାଯାଇଛି । ଏହି ଅଢେଇ ବର୍ଷର ଛୁଆକୁ କାଟି ଦେଇ ବିକ୍ରି କରିଛନ୍ତି । ଏବେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି । ଅଢେଇ ବର୍ଷର ଛୁଆକୁ ହାଣି ଦେଲେ ଆଉ ତାର ମାଂସକୁ ନିଜେ ଖାଇଲେ ଆଉ ଘର ଭିତରେ ରଖି କିଲୋ ପିଛା ୧୦୦୦ ଟଙ୍କାରେ ବିକ୍ରି କରୁଥିଲେ ।
Gg
ଯିଏ ବି ଆସୁଥିଲା ସେହି ଛୁଆର ମାଂସ କିଣି ନେଉଥିଲା । ଏହି ଭିଡିଓ ମାଧ୍ୟମରେ ଆପଣମାନେ ସେହି ଘରର ଅବସ୍ଥା ଦେଖିପାରିବେ । ଏହି ଘରେ ଛୁରୀ, ଭୁଜାଲି ଆଉ ଅନ୍ୟାନ୍ୟ କିଛି ଜିନିଷ ପଡ଼ିଥିଲା । ଏହି ଛୁରୀ ଭୁଜାଲି ପାଖରେ ଅଢେଇ ବର୍ଷର ଛୁଆର କଞ୍ଚା ମାଂସକୁ ରଖାଯାଇଛି । ଆଉ ଏହି ଛୁଆର ମାଂସକୁ ଏକ ହଜାର ଟଙ୍କାରେ ବିକ୍ରି କରାଯାଉଥିଲା । ଦୁଇଟି ବଡ ବଡ ପାତ୍ରରେ ଏହି ଛୁଆର ମାଂସ ରଖା ଯାଇଥିଲା । ଆଉ ଏହି ବିଷୟରେ ପୋଲିସ ଖବର ପାଇ ଯାଇଥିଲା ।
Gg
ଛୁଆଟି ଭେଁ ଭେଁ ହୋଇ କାନ୍ଦୁଥିଲା । ସେ ଖେଳୁଥିବା ସମୟରେ ତାକୁ ଉଠେଇ ନେଇଥିଲେ ଆଉ ତାପରେ ଏଭଳି ତାକୁ କାଟି କରି ବିକ୍ରି କରୁଥିଲେ । ଏହି ମାଂସକୁ କୁକୁଡ଼ା କିମ୍ବା ଛେଳି ମାଂସ ଭାବି ଲୋକମାନେ କିଣି ନେଉଥିଲେ କିନ୍ତୁ ଏହି ମାଂସ ତାହା ନଥିଲା । ଏହି ବଡ ଧରଣର ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ଅସ୍ମା ଥାନା ଅନ୍ତର୍ଗତ ମୁଣ୍ଡା ଗାଁରେ ଘଟିଛି । ଏହି ଗାଁର କିଛି ଲୋକମାନେ ମିଶି ଅଢେଇ ବର୍ଷର ବାଛୁରୀ ଛୁଆକୁ କାଟି ଦେଇ ତାର ମାଂସକୁ ବିକ୍ରି କରୁଛନ୍ତି । 
ଏହି ଘଟଣାରେ ରାମ, ତୁନୀଟ୍ ଆଉ କେହି ଫେରାର ଅଛନ୍ତି । ବାଛୁରୀ ଛୁଆକୁ ନେଇ ମାରି ତାସହ ଏଭଳି କରିଥିଲେ ଏହି ଯୁବକମାନେ । ଏହି ଯୁବକମାନେ ଏଭଳି ନୃଶଂସ କାମ କରିବା ସତରେ ଖରାପ ଅଟେ । ଗାଈ ଗୋରୁଙ୍କୁ ଆମ ହିନ୍ଦୁ ଶାସ୍ତ୍ରରେ ପୂଜା କରାଯାଇଥାଏ । ଆଉ ଲୋକମାନେ ତାଙ୍କୁ ଭକ୍ତି କରିଥାନ୍ତି । କିନ୍ତୁ ଏହି ନୃଶଂସ ଯୁବକ ମାନେ ସେହି ଅଢେଇ ବର୍ଷର କୁନି ବାଛୁରୀ ସହ ଏଭଳି କରିଛନ୍ତି । ଏବେ ଏହି ଘଟଣାକୁ ନେଇ ପୋଲିସ ଅଧିକ ତଦନ୍ତ କରୁଛି । ଏହିଭଳି କାମ କରିଥିବା ଯୁବକଙ୍କୁ କଠିନ ରୁ କଠିନ ଦଣ୍ଡ ଦେବା ଉଚିତ୍ ।

Around The Web