Movie prime

BJP ଜିତିବା ପରେ ମୁଁହ ଖୋଲିଲେ ଅଭିନେତା ହରିହର ମହାପାତ୍ର ଦେଖନ୍ତୁ ରତ୍ନ ଭଣ୍ଡାର ଚାବି ଦେଇଦେଇ ତାମିଲ ଯିବାକୁ କହିଦେଲେ ସଫା ସଫା

 
Gg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଆପଣମାନେ ରାଜନୀତିକୁ ନେଇ ଆସୁଥିବା ଖବର ସବୁ ଜାଣି ପାରୁଛନ୍ତି । ଆପଣମାନେ ସମସ୍ତେ ତ ଜାଣିଥିବେ କେଉଁ ଦଳ ଶାସନ ଭାର ଗ୍ରହଣ କରିଲା । ବିଜେପି ଦଳ ଏବେ ଓଡ଼ିଶାରେ ଶାସନ ଭାର ଗ୍ରହଣ କରିଛି ।
Gg
ବିଜେପି ଦଳ ଏବେ ଶାସନ କରିବ । ଆଉ ବିଜେଡି ଦଳ ପରାଜିତ ହୋଇଛି ଆଉ ସେ ଏବେ ତାର ରାଜୁତି ବନ୍ଦ କରିବ ।ଏବେ ଏହି ବିଜେଡି ଦଳର ମୁଖ୍ୟ ନବୀନ ପଟ୍ଟନାୟକଙ୍କ ରାଜନୀତି ଶେଷ ହୋଇଛି ବୋଲି ଚର୍ଚ୍ଚା ହେଉଥିବା ବେଳେ ଏବେ ଅନେକ ଖବର ଆସିଛି । ଅଭିନେତା ହରିହର 5T ଅଧ୍ୟକ୍ଷ ଭି କେ ପାଣ୍ଡିଆନଙ୍କୁ ନେଇ କହିଛନ୍ତି ଅନେକ କଥା ।
ସେ କହିଛନ୍ତି ପାଣ୍ଡିଆନ ଏବେ ଘରକୁ ଯିବାକୁ ଦିଆଯିବ ନାହିଁ ସେ ରତ୍ନ ଭଣ୍ଡାର ଚାବି ଦିଅନ୍ତୁ ଏହାପରେ ତାଙ୍କୁ ତାଙ୍କ ଘରକୁ ଯିବାକୁ ଦିଆଯିବ । ଏହି ଚାବି ମହାପ୍ରଭୁ ଜଗନ୍ନାଥଙ୍କ ହୁଣ୍ଡିରେ ଏହି ଚାବି ପକାଇ ଦିଅନ୍ତୁ ବୋଲି ସେ କହିଛନ୍ତି । ଭାରତୀୟ ଜନତା ପାର୍ଟି ପ୍ରତି ଏବେ ଭଗବାନ ଏବଂ ଲୋକମାନେ ଆର୍ଶୀବାଦ କରିଛନ୍ତି ।
Gg
ବିଜେଡି ଦଳ ୧୦୦ କୋଟି ଟଙ୍କା ଖର୍ଚ୍ଚ କରି ବିଜେଡି ଭବନ କରିଥିଲେ ଏବେ ଏହା କଣ ହେବ । ଲୋକମାନେ ଏବେ ପଚାରୁଛନ୍ତି ବିଜେଡିର ସ୍ଥିତି କଣ ହେବ । ଏହାକୁ ନେଇ ଅଭିନେତା ଜଣକ କହିଛନ୍ତି, ସଦର ମହକୁମା ଆଉ ବ୍ଲକରେ ଗୋଟିଏ ଗୋଟିଏ ଗାତ ଖୋଳନ୍ତୁ ଆଉ ଏହି ଗାତରେ ବିଜେଡି ଦଳକୁ ପୋତି ଦିଅନ୍ତୁ । ଏଭଳି କରିଲେ ବିଜେଡି ଦଳର ସମାପ୍ତ ହେବ ।
ଆଉ ଏବେ ପାଣ୍ଡିଆନ ଓଡ଼ିଶା ଛାଡ଼ି ଯାଇପାରିବେ । ସେ ଯେଉଁ ଉଦ୍ୟମ କରୁଛନ୍ତି ଯିବା ପାଇଁ ସେ ଯାଇପାରିବେ ନାହିଁ ।ପାଣ୍ଡିଆନ ଅନେକ ପ୍ରକାରର ଉଦ୍ୟମ କରୁଛନ୍ତି ଓଡ଼ିଶା ରାଜ୍ୟ ଛାଡ଼ିବା ପାଇଁ । ସେ ତାମିଲନାଡୁ ଯିବା ପାଇଁ ଅନେକ ଚେଷ୍ଟା କରୁଥିବା ବେଳେ ତାଙ୍କୁ ଘେରି ବସିଛନ୍ତି ଅର୍ଥାତ୍ ସବୁ ସ୍ଥାନରେ ଲୋକମାନେ ଅପେକ୍ଷା କରି ବସିଛନ୍ତି । ସେ ତାଙ୍କ ଘରକୁ ଯାଇପାରିବେ ନାହିଁ ।
ଯଦି ସେ ତାଙ୍କ ଘରକୁ ଯିବାକୁ ଚାହୁଁଛନ୍ତି ତାହେଲେ ସେ ରତ୍ନ ଭଣ୍ଡାର ଚାବି ଦେଇ ଦିଅନ୍ତୁ ତାଙ୍କୁ ଓଡ଼ିଶାରୁ ଛଡାଯିବ । ଆଉ ସେ ଚାବି ବିଜେପି କାର୍ଯ୍ୟାଳୟ କିମ୍ବା ପ୍ରଭୁ ଜଗନ୍ନାଥଙ୍କ ହୁଣ୍ଡିରେ ପକାଇ ଦିଅନ୍ତୁ । ନହେଲେ ତାଙ୍କୁ ଓଡ଼ିଶାବାସୀ ଛାଡିବେ ନାହିଁ ବୋଲି ଏବେ ଅଭିନେତା ହରିହର କହିଛନ୍ତି । ଏହାକୁ ନେଇ ଏବେ ଚର୍ଚ୍ଚା ହେଉଛି ।