Movie prime

କ୍ଷମତାକୁ ଆସିବା ପରେ ମୋଦୀ ନେଲେ ବଡ଼ ନିଷ୍ପତି ଦେଖନ୍ତୁ ଚାଷୀ ମାନଙ୍କୁ ମୋଦୀ ଦେଲେ ବହୁତ୍ ବଡ଼ ଉପହାର

 
Vg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ସରକାର ଆଣିଥିବା ଯୋଜନା ବିଷୟରେ ଜାଣିପାରିବେ । ପ୍ରଧାନମନ୍ତ୍ରୀ ଭାବରେ ନରେନ୍ଦ୍ର ମୋଦୀ ଶପଥ ଗ୍ରହଣ କରିଛନ୍ତି । ସେ ଶପଥ ନେଉ ନେଉ ଦେଲେ ଖୁସି ଖବର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶପଥ ନେଉ ନେଉ ବଡ ଉପହାର ଦେଇଛନ୍ତି । ସେ ପ୍ରଥମେ ଚାଷୀଙ୍କୁ ପ୍ରାଧାନ୍ୟ ଦେଉଛନ୍ତି । ପ୍ରଥମ ଦସ୍ତଖତରେ ଚାଷୀଙ୍କୁ ପ୍ରାଧାନ୍ୟ ଦେଲେ ।
Vb
ଏବେ ଆକାଉଣ୍ଟକୁ ଆସିବ ଏତିକି ଟଙ୍କା । ଚାଷୀଙ୍କୁ ମିଳିବ ୨୦ ହଜାର ଟଙ୍କା । ଚାଷୀଙ୍କୁ ମିଳିବ ୨୦ ହଜାର କୋଟି ଟଙ୍କା । ଏବେ ଆସିଲା ସବୁଠାରୁ ବଡ ଖବର ଆଉ ଖୁସି ଖବର । ଚାଷୀମାନେ ଏହି ଖବର ଶୁଣି ଖୁସି ହୋଇଛନ୍ତି । ଚାଷୀମାନଙ୍କୁ ଦେଲେ ବଡ ଉପହାର । ଏବେ ଚାଷୀମାନେ ଏହି ଖବର ଶୁଣି ଖୁସି ହେବା ସହ ନରେନ୍ଦ୍ର ମୋଦୀଙ୍କୁ ନେଇ ଖୁସି ଅଛନ୍ତି । ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଇଥିଲେ । ଚାଷୀଙ୍କ ଦୁଃଖ ଗଲା । ପିଏମ୍ କିଶାନ ଯୋଜନାରେ ୧୭ ତମ କିସ୍ତି ଦେବେ ସରକାର । 
Hh
ଏବେ ଚାଷୀମାନଙ୍କ ଆକାଉଣ୍ଟକୁ ଯିବ ପିଏମ କିଶାନ୍ ଯୋଜନାର ଟଙ୍କା । ୯.୩ କୋଟି ଚାଷୀଙ୍କୁ ମିଳିବ ପ୍ରାୟ ୨୦ ହଜାର କୋଟି ଟଙ୍କା । ଚାଷୀମାନେ ଏହି ଟଙ୍କା ପାଇବା ପରେ ଉପକୃତ ହେବେ । ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବା ପରେ ଚାଷୀମାନଙ୍କୁ ଦେଲେ ବଡ ଉପହାର ଆଉ ଚାଷୀମାନେ ଏହି ସୁବିଧାର ଲାଭ ପାଉଥିବେ । ନରେନ୍ଦ୍ର ମୋଦୀ ଶପଥ ଗ୍ରହଣ କରୁ କରୁ ଚାଷୀଙ୍କ ପାଇଁ ଆଣିଲେ ଖୁସି ଖବର । ଚାଷୀମାନଙ୍କ ଆକାଉଣ୍ଟକୁ ୨୦ ହଜାର କୋଟି ଟଙ୍କା ସରକାର ଛାଡିବେ ବୋଲି ସୂଚନା ମିଳିଛି । ଏବେ ଖୁସି ଅଛନ୍ତି ଚାଷୀ ।
ଚାଷୀଙ୍କ କଲ୍ୟାଣ ମୋଦୀଙ୍କ ଗୁରୁ ଦାୟିତ୍ବ ବୋଲି ନରେନ୍ଦ୍ର ମୋଦି କହିଥିଲେ । ଆଉ ନରେନ୍ଦ୍ର ମୋଦୀ ଶପଥ ନେବା ପରେ ପ୍ରଥମେ ଚାଷୀଙ୍କ ପାଇଁ ଏଭଳି କାମ କରିଥିଲେ । ଚାଷୀଙ୍କ ପାଇଁ ଆଣିଲେ ଖୁସି ଖବର । ଏବେ ଚାଷୀମାନେ ବହୁତ ଖୁସି ଅଛନ୍ତି । ଚାଷୀମାନେ ଏନେଇ ବହୁତ ଖୁସି ଥିବା ବେଳେ ନରେନ୍ଦ୍ର ମୋଦୀ ଆହୁରି ଅନେକ ଯୋଜନା କରିବେ ବୋଲି ସୂଚନା ମିଳୁଛି । ଏବେ ନରେନ୍ଦ୍ର ମୋଦୀଙ୍କ ଏହି କାମ ଦେଖି ସମସ୍ତେ ବହୁତ ଖୁସି ଅଛନ୍ତି । ଏହାସହ କେଉଁ ମନ୍ତ୍ରୀ କେଉଁ ଦାୟିତ୍ଵ ନେବେ ଏନେଇ ମଧ୍ୟ ଚର୍ଚ୍ଚା ଚାଲିଛି ।