Movie prime

ମଟନ ଖାଇବା ପରେ ଭୁଲରେ ଖାଆନ୍ତୁନି ଏହି ଜିନିଷ ନହେଲେ ପରେ ହଇରାଣ ହେବେ ଦେଖନ୍ତୁ ଆଉ ଜାଣନ୍ତୁ ଏହି ତଥ୍ୟ

 
Vv
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ବନ୍ଧୁଗଣ ମଟନ ଖାଉଥିଲେ ସାବଧାନ ହେଇଯାଆନ୍ତୁ। ଆପଣ ମାନେ ତ ଜାଣିଥିବେ ମଟନ ପ୍ରାୟ ଅଧିକାଂଶ ଲୋକଙ୍କର ପ୍ରିୟ ଖାଦ୍ୟ ହେଇଥାଏ। ମଟନ ଖାଇବା ପରେ ଖାନ୍ତୁନି ଏହି ୩ଟି ଜିନିଷ। ତେବେ ଆସନ୍ତୁ ଜାଣିବା ଛେଳି ମାଂସ ଖାଇବା ପରେ କେଉଁ ୩ଟି ଜିନିଷ ଖାଇବା ଉଚିତ ନୁହେଁ।
Bb
୧:- ରସୁଣ- ଆପଣ ଯଦି ଛେଳି ମାଂସ ଖାଇ ସାରିବା ରସୁଣ ଖାଉଛନ୍ତି ତାହାଲେ ହେଇଯାଆନ୍ତୁ ସାବଧାନ। କାରଣ ଛେଳି ମାଂସ ଏବଂ ରସୁଣ ଉଭୟ ଗରମ ସ୍ବଭାବରେ ହେଇଥାଏ। ତେଣୁ ଏହି ଦୁଇଟି ପ୍ରତିକ୍ରିୟା ମିଶିଲେ ଦେହ ଅସୁସ୍ଥ ହେବାର ସମ୍ଭାବନା ରହିଥାଏ। ଫକରେ ବାନ୍ତି ମଧ୍ୟ ହେଇଥାଏ। ତେବେ ବେଳେ ବେଳେ ବାନ୍ତି ନହେଲେ ବି ବାନ୍ତି ହେବାର ଅନୁଭବ ହେଇଥାଏ। ଏହା ସହିତ ନିଃଶ୍ୱାସର ମାତ୍ର ବଢ଼ିଯାଇଥାଏ। ଫଳରେ ହାର୍ଟାଟକ୍ ହେବାର ସମ୍ଭାବନା ରହିଥାଏ।
Bb
୨:- ଲେମ୍ବୁ- ମଟନ ଖାଇସାରିବା ପରେ ଯଦି ଆପଣ ଲେମ୍ବୁ ଖାଉଛନ୍ତି ତାହାଲେ ଏଥିପ୍ରତି ସାବଧାନ ରୁହନ୍ତୁ। କାରଣ ଅନେକ ସମୟରେ ଛେଳି ମାଂସ ଖାଇସାରିବା ପରେ ଲେମ୍ବୁ ପାଣି କରି ପାଇଥାନ୍ତି। କିନ୍ତୁ ଏହା ଠିକ୍ ନୁହେଁ। ଲେମ୍ବୁ ଖାଇଲେ ଶରୀରର ତାପମାତ୍ରା ବଢ଼ି ଯାଇଥାଏ। ଏହା ସହିତ ମୁଣ୍ଡବି ବୁଲାଇଥାଏ। ଯଦି ଆପଣ ଅତ୍ୟଧିକ ମାଂସ ଖାଆନ୍ତି, ତେବେ ଏହା ଅନ୍ତନଳୀ କର୍କଟ ହେବାର ଆଶଙ୍କା ବଢାଇଥାଏ।
୩:- ମହୁ - ଯଦି ଆପଣ ମଟନ ଖାଇସାରିବା ପରେ ମହୁ ଖାଉଛନ୍ତି ତେବେ ସେଥିରୁ ଦୂରେଇ ରୁହନ୍ତୁ। ଡାକ୍ତର ଅନୁପ ମଧ୍ୟ କହିଛନ୍ତି ଯେ ଯଦି ଆପଣ ମଟନ୍‌ର ସର୍ବୋତ୍ତମ ସ୍ୱାଦ ଏବଂ ପୁଷ୍ଟିକର ଖାଦ୍ୟ ଚାହୁଁଛନ୍ତି, ତେବେ ଆପଣ ଛେଳିର ଆଗ ଗୋଡ, ସୋଲଡର, ଛାତି, ଗଳା, ପଟି ଏବଂ ଯକୃତ ଖାଇବା ଉଚିତ୍। ବ୍ରିଟେନରେ ବହୁ ସଂଖ୍ୟକ ଲୋକ ଏହି କର୍କଟ ରୋଗରେ ପୀଡିତ ଅଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.