Movie prime

ପର ପୁରୁଷସହ ଫେରାର ହେବା ପରେ ଆଉ ସ୍ତ୍ରୀକୁ ରଖିବାକୁ ରାଜି ନାହିଁ ସ୍ଵାମୀ ଦେଖନ୍ତୁ କଣ କହିଲା ପ୍ରେମିକ

 
Hh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆଜିକାଲି ଯୁଗରେ ପରକୀୟା ପ୍ରୀତି ପାଇଁ ଲୋକମାନେ କଣ ସବୁ କରୁଛନ୍ତି ତାହା ତ ଆପଣମାନେ ଦେଖୁଥିବେ ।
ଏବେ ନିକଟରେ ଏକ ଘଟଣା ଆପଣମାନେ ସମସ୍ତେ ତ ଶୁଣିଥିବେ । ଏହି ଖବର ଏବେ ପୁଣି ସାମ୍ନାକୁ ଆସିଛି । ନିକଟରେ ଆପଣମାନେ ଦେଖିଥିବେ କି ଜଣେ ମହିଳା ଯାହାର ଦୁଇଟି ସନ୍ତାନ ଏବଂ ସ୍ଵାମୀ ଅଛନ୍ତି ସେ ସବୁକିଛି ଛାଡ଼ି ଦେଇ ଫେରାର ହୋଇ ଯାଇଛନ୍ତି ।
Vv
ଏହି ମହିଳା ଜଣକ ନିଜ ସ୍ବାମୀ ଆଉ ଦୁଇ ଛୁଆଙ୍କୁ ଛାଡ଼ି ଦେଇ ପରପୁରୁଷ ସହିତ ଫେରାର ହୋଇ ଯାଇଥିଲେ । ଆଉ ଏହି ପରପୁରୁଷ ସହିତ ସେ ୮ ମାସ ରହିବା ପରେ ତାଙ୍କ ବାପଘରକୁ ଆସିଥିଲେ ।
ଆଉ ସେଠାକୁ ତାଙ୍କର ସ୍ବାମୀ ଯାଇଥିଲେ । ଏହି ଘଟଣା ତାଙ୍କ ସ୍ବାମୀ ଜାଣିବା ପରେ ସେ ତାଙ୍କ ସ୍ତ୍ରୀଙ୍କୁ ରଖିବେ ନାହିଁ ବୋଲି କହିଥିଲେ । ଆଉ ଏବେ ଲକ୍ଷ୍ମୀପ୍ରିୟା କଣ କରିବେ । ଅଧା ରାସ୍ତାରେ ଛିଡ଼ା ହୋଇ ଭାବୁଛନ୍ତି ଲକ୍ଷ୍ମୀପ୍ରିୟା ।
ଏହି ଘଟଣା ଯେତେବେଳେ ସାମ୍ନାକୁ ଆସିଥିଲା ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏହି ମହିଳା ଜଣଙ୍କ ସ୍ବାମୀ ତାଙ୍କୁ ରଖିବା ପାଇଁ ମନା କରୁଥିବା ବେଳେ ତାଙ୍କ ପ୍ରେମିକ କୁଆଡେ ପଳାଇ ଯାଇଛନ୍ତି ।
Bh
ଏହି ଘଟଣା ଅସ୍ତରଙ୍ଗ ବ୍ଲକ୍ ଝଡ଼ନିକ ଗ୍ରାମର । ଏହି ମହିଳା ଜଣକ ୧୫ ବର୍ଷ ତଳେ ପ୍ରେମ ବିବାହ କରିଥିଲେ । ତାଙ୍କର ସମ୍ପର୍କ ରଙ୍ଗ ନମ୍ବରରୁ ଆରମ୍ଭ ହୋଇଥିଲା ବୋଲି ଜଣା ପଡିଥିଲା । ତାଙ୍କର ବୈବାହିକ ସମ୍ବନ୍ଧ ଭଲ ଥିଲା । ଆଉ ସେମାନେ ଖୁସିରେ ରହୁଥିଲେ ।
କିନ୍ତୁ ଏଭଳି କିଛି ଘଟିଯିବ ସେ ଜାଣି ନଥିଲେ । ଏହି ମହିଳା ଜଣକ ସ୍ବାମୀ ଆଉ ଦୁଇ ଛୁଆଙ୍କୁ ଛାଡ଼ି ପ୍ରେମିକ ସହିତ ଫେରାର ହୋଇ ଯାଇଥିଲେ । ଏବେ ଲକ୍ଷ୍ମୀପ୍ରିୟା ରାସ୍ତାରେ ରହି ଭାବୁଛନ୍ତି କଣ କରିବେ । ସେ କହିଛନ୍ତି ତାଙ୍କ ସ୍ଵାମୀ ତାଙ୍କୁ ଗ୍ରହଣ କରିବେ
ନାହିଁ ବୋଲି କହୁଥିବା ବେଳେ ପ୍ରେମିକ ବିକ୍ରାନ୍ତ ତାଙ୍କୁ ଛାଡି ପଳାଇ ଯାଇଛନ୍ତି । ଏବେ ସେ ତାଙ୍କ ପ୍ରେମିକ ଯିଏ କି ୮ ମାସ ହେଲା ତାଙ୍କ ଇଜ୍ଜତ ସହ ଖେଳିଥିଲେ ତାଙ୍କ ସହିତ ରହିବା ପାଇଁ କିନ୍ତୁ ଏପର୍ଯ୍ୟନ୍ତ ଏହି ଘଟଣାର କୌଣସି ଅପଡେଟ ଆସିନାହିଁ ।