Movie prime

ମୋଦୀଙ୍କ ଶପଥ ପାଠ ପରେ ନବୀନ କହିଲେ ଏମିତି ଦେଖନ୍ତୁ exclusive

 
Hh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଅନେକ କିଛି ଖବର ପାଇପାରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଲେ ଆଉ ଏହାକୁ ନେଇ ଆସିଥିବା ଖବର ଆପଣମାନେ ସମସ୍ତେ ଜାଣିଥିବେ । ମୋଦୀ ଶପଥ ଗ୍ରହଣ କରିବା ପରେ ତାଙ୍କୁ ଏଭଳି କିଛି କହିଲେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
Bb
ଏଭଳି କିଛି କହିଲେ ନବୀନ ପଟ୍ଟନାୟକ ଯାହା ଶୁଣି ନରେନ୍ଦ୍ର ମୋଦୀ ବହୁତ ଖୁସି ହୋଇଗଲେ । ନବୀନ ପଟ୍ଟନାୟକ ମୋଦୀଙ୍କର ପ୍ରଂଶସା କରୁଛନ୍ତି । ଦେଶରେ ତୃତୀୟ ଥର ପାଇଁ ଶପଥ ନେଲେ ନରେନ୍ଦ୍ର ମୋଦୀ । ସେ ତୃତୀୟ ଥର ପାଇଁ ଶପଥ ନେବା ଖବର ଶୁଣି ସମସ୍ତେ ପ୍ରଂଶସା କରିଛନ୍ତି । ସେ ଦ୍ଵିତୀୟ ଥର ଶପଥ ନେବା ବେଳେ ତାଙ୍କୁ ନେହେରୁଙ୍କ ସହିତ ସମାନ କରାଯାଇଥିଲା । ଆଉ ଏବେ ପୁଣି ସେ ତୃତୀୟ ଥର ପାଇଁ ଶପଥ ଗ୍ରହଣ କରୁଛନ୍ତି ଯାହାକୁ ନେଇ ଚର୍ଚ୍ଚା ହେଉଛି ।
Bb
ଏବେ ମୋଦୀଙ୍କ ଶପଥ ଗ୍ରହଣ ପାଇଁ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋଦୀଙ୍କୁ ଶୁଭେଛା ଜଣାଇଛନ୍ତି । ନବୀନଙ୍କ ମୁହଁରେ ସବୁବେଳେ ମୋଦୀଙ୍କ ପ୍ରଂଶସା ଶୁଣିବାକୁ ମିଳିଥାଏ । ଆଉ ଆଜି ମଧ୍ୟ ସେ ତାଙ୍କର ପ୍ରଂଶସା କରିଛନ୍ତି । ବିଜେଡି ଦଳକୁ ଧୂଳିସାତ କରିଦେଇଛି ବିଜେପି ଦଳ । ବିଜେଡି ଦଳର ୨୪ ବର୍ଷର ଶାସନ ପରେ ମଧ୍ୟ ବିଜେପି ଦଳ ତାକୁ ପରାସ୍ତ କରିଛି । ଆଉ ଏବେ ନୂଆ ସରକାର ଗଠନ ହେବାକୁ ଯାଉଛି । ଏଭଳି ପରିସ୍ଥିତିରେ ମଧ୍ୟ ନବୀନ ରାଗି ନାହାଁନ୍ତି ।
ନବୀନ ଆଉ ମୋଦୀଙ୍କ ସମ୍ପର୍କ ଭଲ । ବିଜେପି ଯେତେବେଳେ ଓଡ଼ିଶାରେ ବିଜୟ ଲାଭ କରିଛି । ଏହି କଥାରେ ମଧ୍ୟ ନବୀନ କିଛି ଭାବି ନାହାଁନ୍ତି । ସେ ତାଙ୍କୁ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରୁ ଶୁଭେଚ୍ଛା ଜଣାଇଛନ୍ତି । ନବୀନ ପଟ୍ଟନାୟକ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ଦଳୀୟ ନେତାମାନଙ୍କୁ ଶୁଭେଛା ଜଣାଇଛନ୍ତି । ସେ ତାଙ୍କୁ ତୃତୀୟ ଥର ଶପଥ ନେବାକୁ ନେଇ ଶୁଭେଛା ଜଣାଇବା ସହ ତାଙ୍କ କାମକୁ ପ୍ରଂଶସା କରିଛନ୍ତି । ଏହାସହ ସେ ଅନେକ ମନ୍ତ୍ରୀଙ୍କୁ ଯଥା ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଆଦିଙ୍କୁ ମଧ୍ୟ ଶୁଭେଛା ଜଣାଇଛନ୍ତି ।