Movie prime

ମେଡ଼ିକାଲରେ ପହଞ୍ଚି ନିଜ ଲୁହ ସମ୍ଭାଳି ପାରିଲେନି ମୁଖ୍ୟମନ୍ତ୍ରୀ ଦେଖନ୍ତୁ ଏହି ହୃଦୟ ବିଦାରକ ଦୃଶ୍ୟ

 
Vh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇବା ସହ ଏଭଳି ଏକ ଘଟଣା ବିଷୟରେ ଜାଣିବେ ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ ଦୁଃଖ ପ୍ରକାଶ କରିବେ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଖିରେ ଲୁହ । ଆଉ ଏହାସହ କାନ୍ଦୁଛି ସାରା ଓଡ଼ିଶା । ପୁରୀ ଚନ୍ଦନ ଯାତ୍ରାରେ ଘଟିଯାଇଛି ଏଭଳି କିଛି ଘଟଣା ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । 
Bh
ଏହି ଚନ୍ଦନ ଯାତ୍ରାରେ ଘଟିଗଲା ଏଭଳି କିଛି । ବାଣ ବିସ୍ଫୋରଣରେ ଚାଲିଗଲା ତିନିଜଣଙ୍କ ଜୀବନ । ମୁଖ୍ୟମନ୍ତ୍ରୀ ଏହି ଖବର ଶୁଣି ଆଉ ସମ୍ଭାଳି ପାରିଲେ ନାହିଁ ଆଉ ସେ ଆଜି ହସ୍ପିଟାଲରେ ପହଞ୍ଚିଛନ୍ତି । ପୁରୀରେ ଚାପ ଖେଳିବା ସମୟରେ ବାଣ ଫୁଟିଥିଲା । ଆଉ ଏହି ବାଣ ଫୁଟିବାରେ ଆହତ ହୋଇଥିବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି । ଆଉ ସେ ଏହି ଖବର ଶୁଣିବା ମାତ୍ରକେ ସେ ମେଡ଼ିକାଲରେ ଯାଇ ପହଞ୍ଚିଛନ୍ତି । ସେମାନଙ୍କ ଦୁଃଖରେ ସାମିଲ ହୋଇଛନ୍ତି ।
Gh
ଆଉ ତାଙ୍କର କଷ୍ଟକୁ ଅନୁଭବ କରି ମୁଖ୍ୟମନ୍ତ୍ରୀଙ୍କ ଆଖିରେ ଲୁହ ଆସି ଯାଇଛି । ଆହତମାନେ ମେଡିକାଲ ବେଡ଼ରେ ପଡିଛନ୍ତି । ଏହି ଆହତମାନଙ୍କର ଉତ୍ତମ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ସମସ୍ତ ଆହତଙ୍କ ଚିକିତ୍ସା ଖର୍ଚ୍ଚ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ବହନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହାସହ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ମଧ୍ୟ ସେଠାରେ ପହଞ୍ଚି ଯାଇଥିଲେ । ସେଠାରେ ସେ ପହଞ୍ଚି ଚିକିତ୍ସା ଭଲ ହେଉ ବୋଲି କହିଥିଲେ । 
ଜିଲ୍ଲା ମୁଖ୍ୟ ଅଧିକାରୀ ମଧ୍ୟ କଟକ ଏସସିବି ମେଡ଼ିକାଲରେ ପହଞ୍ଚି ଚିକିତ୍ସା ତଦାରଖ କରୁଛନ୍ତି । ପୁରୀରେ ମହାପ୍ରଭୁଙ୍କ ଚାପ ଖେଳିବା ସମୟରେ ବାଣ ଫୁଟିବା ଦ୍ଵାରା ଏହି ଘଟଣା ଘଟିଛି । ଏହି ବାଣ ଫୁଟିବା ଦ୍ଵାରା ତିନିଜଣଙ୍କର ଦେହାନ୍ତ ହୋଇଛି । ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳାଯିବା ବେଳେ ଏହି ଘଟଣା ଘଟିଥିଲା ।
ଏହି ଘଟଣାରେ ତିନିଜଣଙ୍କର ମୃ-ତ୍ୟୁ ହୋଇଥିବା ବେଳେ ୩୫ ଜଣ ଆହତ ହୋଇଥିଲେ । ଏବେ ଆହତ ହୋଇଥିବା ଲୋକମାନେ କଟକ ବଡ ମେଡିକାଲରେ ଏବଂ ଭୁବନେଶ୍ବର ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ଅନେକ ଲୋକ ଗୁରୁତର ଅଛନ୍ତି ଆଉ ତାଙ୍କର ପରିବାରଲୋକେ ତାଙ୍କ ପାଖରେ ପହଞ୍ଚିଛନ୍ତି । ସବୁ କଥା ଉପରେ ନଜର ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।