Movie prime

୧ ଟଙ୍କା ପଠାଇ ୫ ଲକ୍ଷ ଟଙ୍କା ଲୁଟିନେଲେ ଲୁଟେରା ଦେଖନ୍ତୁ କେମିତି ହେଲା ଏମିତି

 
Bh
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ବନ୍ଧୁଗଣ ବର୍ତ୍ତମାନ ଠାରୁ ସାବଧାନ ହେଇଯାଆନ୍ତୁ ମୋବାଇଲ ବ୍ୟବହାର କରୁଥିବା ବ୍ୟକ୍ତି ମାନେ। 
Hh
ଯଦି ଆପଣ ଫୋନ ନମ୍ବରରେ ଆକାଉଣ୍ଟ ଲିଙ୍କ ଅଛି ତେବେ ହେଇଯାଆନ୍ତୁ ସାବଧାନ। ଲୁଟେରା ମାନେ ଓଟିପି ପଠାଇ ଆକାଉଣ୍ଟକୁ ଏକ ଟଙ୍କା ପଠାଇ ନେଲେ ପାଞ୍ଚ ଲକ୍ଷ ଟଙ୍କା। ଏବେ ଲୁଟେରା ମାନେ ଲୋକଙ୍କୁ ଲୁଟିବା ପାଇଁ ଆପଣାଇଛନ୍ତି ନୂଆ ତରିକା। ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୁଳରେ। ଯେଉଁଠି ଜଣେ ବ୍ୟକ୍ତି ୫ ଲକ୍ଷ ଟଙ୍କା ହରାଇ ବସିଛନ୍ତି। ଓଟିପି ପଠାଇ ଲୁଟେରା ୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ବର୍ତ୍ତମାନ ସମୟରେ ସାଇବର ଲୁଟେରା ଅନଲାଇନ ମଧ୍ୟରେ ଲୁଟୁ ନେଉଛନ୍ତି ଅନେକ ଟଙ୍କା। 
Gg
ମୋବାଇଲ ହ୍ୟାକ୍ କରି ଲୁଟେରା ମାନେ ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଆଉ ଅନୁଗୁଳରେ ମଧ୍ୟ ଏହି ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଅନୁଗୁଳ ଜିଲ୍ଲା ଗାନ୍ଧୀମାର୍ଗ ଅଞ୍ଚଳର ତ୍ରିମୂର୍ତ୍ତି ଅପ୍ସେଟର ମାଲିକ ହେଉଛନ୍ତି ଚଣ୍ଡିକା ପ୍ରସାଦ ନନ୍ଦ। କିନ୍ତୁ ଏବେ ତାଙ୍କର ୟୁନୀୟନ୍ ବ୍ୟାଙ୍କରେ ଥିବା ଆକାଉଣ୍ଟରୁ କରି ଯାଇଛି ୫ ଲକ୍ଷ ୬୨ ହଜାର ଟଙ୍କା। ତାଙ୍କ କହିବା ଅନୁସାରେ, ତାଙ୍କ ଆକାଉଣ୍ଟକୁ ବାରମ୍ବାର ଓଟିପି ଆସୁଥିଲା। ଆଉ ପରେ ତାଙ୍କ ଆକାଉଣ୍ଟକୁ ଆସିଥିଲା ଏକ ଟଙ୍କା। 
ଆଉ ତାପରେ ଆକାଉଣ୍ଟରୁ କଟି ଚାଲିଥିଲା ଟଙ୍କା। ସମୁଦାୟ ୫ ଲକ୍ଷ ଟଙ୍କା ୬୨ ହଜାର ଟଙ୍କା ଲୁଟି ନେଲେ ସାଇବର ଲୁଟେରା। ଯେତେବେଳେ ଚଣ୍ଡିକା ଜାଣିବାକୁ ପାଇଲେ ଯେ ତାଙ୍କ ଆକାଉଣ୍ଟରୁ ଟଙ୍କା କଟି ଯାଉଛି ସେତେବେଳେ ସେ ତୁରନ୍ତ ସାଇବର ଥାନାର ଦ୍ବାରସ୍ଥ ହେଇଥିଲେ। ତେବେ ଚଣ୍ଡିକା କୌଣସି ଓଟିପି ଲିଙ୍କ କରିନଥିବା ବେଳେ ମୋବାଇଲକୁ ହ୍ୟାକ କରି ସାଇବର ଲୁଟେରା ମାନେ ପଇସା ନେଇଥିବା ଥାନାରେ ଲିଖିତ ଅଭିଯୋଗ ହେଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.