Movie prime

ଲୋନ ନେଇ ସୁଝି ପାରିଲେନି ଶେଷରେ ଗଙ୍ଗା ନଦୀରେ ଡେଇଁ ପଡିଲେ ଦେଖନ୍ତୁ ଆସିଲା ଭୟଙ୍କର ଖବର

 
Gg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। 
Hh
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି। ବନ୍ଧୁଗଣ ଶେଷ ସେଲଫି ନେଇ ଗଙ୍ଗାକୁ ଡେଇଁ ପଡିଲେ ଦମ୍ପତି। ଜୀବନ ହାରିବାକୁ ବାଇକରେ ଆସିଲେ ୮୦ କି.ମି। 
Gh
ହରିଦ୍ଵାରରେ ଦେଖିବାକୁ ମିଳିଛି ଏମିତି ଏକ ଘଟଣା। ସ୍ଥାନୀୟ ଅଞ୍ଚଳରେ ଏହି ଘଟଣାଟି ଚାଞ୍ଚଲ୍ୟ ଖେଳିଯାଇଛି। ସ୍ବାମୀ ସ୍ତ୍ରୀ ନେଲେ ସେଲଫି ଆଉ ଚିଠିରେ ଲେଖିଥିଲେ ଯେ, ‘ମୁଁ ଆଉ ମୋନା ନିଜ ଜୀବନ ଶେଷ କରି ଦେଉଛୁ। ମୁଁ ସୌରଭ ବାବର। କରଜ ନେଇ ଏମିତି ଫସିଯାଇଛି ଯେ, ତା ଭିତରୁ ବାହାରିବାର କୌଣସି ରାସ୍ତା ଆଉ ମୋ ପାଇଁ ନାହିଁ। ଶେଷରେ ମୁଁ ଆଉ ମୋର ଧର୍ମପତ୍ନୀ ମୌନା ବାବର, ନିଜ ଜୀବନ ସମାପ୍ତ କରୁଛୁ। 
କିଶନପୁରରେ ଥିବା ଆମ ପ୍ରପର୍ଟି ଆମ ଦୁଇ ପିଲାଙ୍କ ପାଇଁ ଅଛି। ଏବେ ଆମ ଦୁଇ ପିଲା ସେମାନଙ୍କ ଜେଜେବାପାଙ୍କ ଘରେ ରହିବେ। ସେମାନଙ୍କ ଜୀବନକୁ ଆମେ ପତିପତ୍ନୀ ତାଙ୍କ ଭରଷାରେ ଛାଡି ଯାଉଛୁ। ଆମ ପିଲା ସେଠାରେ ହିଁ ରହିବେ। ଆମକୁ ଆଉ କାହା ଉପରେ ଭରଷା ନାହିଁ। ଶେଷରେ ସେଲଫି ନେଇ ଗଙ୍ଗାକୁ ଡେଇଁ ପଡିଲେ ଦମ୍ପତି"। ଜୀବନରେ ଆସିଥିବା ଝଡକୁ ସାମ୍ନା କରିପାରିଲେନି। ଭାବିନେଲେ ମରିଗଲେ ହିଁ ସବୁ ସମସ୍ୟାର ସମାଧାନ ହୋଇଯିବ। ଆଉ ଶେଷରେ ପତ୍ନୀଙ୍କ ସହ ମିଶି ଡେଇଁପଡିଲେ ଗଙ୍ଗାନଦୀକୁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.