Movie prime

ଫିଲ୍ମ ପରେ ମୁଁହ ଖୋଲିଲେ ଅଭିନେତ୍ରୀ ଦେଖନ୍ତୁ କଣ କହିଲେ ପ୍ରକୃତି ମିଶ୍ର

 
Hh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ସମସ୍ତେ ବଲିଉଡ, ଓଲିଉଡ ଏବଂ ସବୁ ପ୍ରକାରର ଖବର ପାଇ ପାରୁଛନ୍ତି । ଆପଣମାନେ ସମସ୍ତେ ଓଲିଉଡ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଜାଣିଥିବେ । ଏହି ଅଭିନେତ୍ରୀ ଜଣକ ବହୁତ ସୁନ୍ଦର ଅଭିନୟ କରନ୍ତି । ଆପଣମାନେ ଏହି ଅଭିନେତ୍ରୀ ଜଣଙ୍କୁ ନେଇ ଅନେକ କଥା ଆସିଛି ଯାହା ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ରଜରେ ଅନେକ ଫିଲ୍ମ୍ ଆସିବାକୁ ଯାଉଛି ।
Bb
ରଜରେ ଅଭିନେତା ଅନୁଭବ ମହାନ୍ତିଙ୍କ ଅଭିନୀତ ନୂଆ ଫିଲ୍ମ୍ ଆସିବାକୁ ଯାଉଛି । ଆଉ ତାଙ୍କ ସହିତ ଏହି ଫିଲ୍ମରେ ପ୍ରକୃତି ମିଶ୍ର ମଧ୍ୟ ଅଛନ୍ତି । ଆଉ ସେମାନଙ୍କ ଫିଲ୍ମ୍ ବହୁତ ଭଲ ହୋଇଥାଏ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଅଭିନେତ୍ରୀ ପ୍ରକୃତି ମିଶ୍ର କଣ ସବୁ କହିଛନ୍ତି ଏହି ଫିଲ୍ମକୁ ନେଇ ତାହା ଆପଣମାନେ ଜାଣିପାରିବେ । ଏହି ଫିଲ୍ମ୍ ଦେଖିବାକୁ ବହୁତ ଭଲ ଲାଗିବ ବୋଲି ସେ କହିଛନ୍ତି । ସେ ସବୁ ପ୍ରକାରର ଫିଲ୍ମରେ ଅଭିନୟ କରିଛନ୍ତି ମୁଖ୍ୟ ଭୂମିକାରେ ।
Bb
ଏହି ଫିଲ୍ମରେ ସେ ମାଆ ଭୂମିକାରେ ଅଭିନୟ କରିଛନ୍ତି । ଆଉ ସେ ମାଆ ହୋଇ ବହୁତ ଖୁସି ଅଛନ୍ତି ବୋଲି କହିଛନ୍ତି । ଏହି ଅଭିନେତ୍ରୀ ଜଣକ ଅନେକ ଫିଲ୍ମ୍ କରିଛନ୍ତି । ଆଉ ସେ କୌଣସି ଫିଲ୍ମରେ ମାଆ ଭୂମିକାରେ ଅଭିନୟ କରିନଥିଲେ । ଏହି ଫିଲ୍ମରେ ସେ ଏଭଳି ଅଭିନୟ କରି ବହୁତ ଖୁସି ଅଛନ୍ତି ବୋଲି ସେ କହିଛନ୍ତି । ସେ ପ୍ରଥମ ଥର ଏଭଳି ଅଭିନୟ କରିଛନ୍ତି ମାଆ ଭୂମିକାରେ ଆଉ ଏଥିପାଇଁ ତାଙ୍କ ପ୍ରଂଶସକ ବହୁତ ଖୁସି ହେବେ । ଏହି ଫିଲ୍ମରେ ଆହୁରି ଅଭିନେତା ଆଉ ଅଭିନେତ୍ରୀ ଅଭିନୟ କରିଛନ୍ତି ।
ଅଭିନେତ୍ରୀ ସୁପ୍ରିୟା ମଧ୍ଯ ଏହି ଫିଲ୍ମରେ ଅଭିନୟ କରିଛନ୍ତି । ଅଭିନେତ୍ରୀ ପ୍ରକୃତି ଅନୁଭବ ମହାନ୍ତିଙ୍କ ସହିତ ଫିଲ୍ମ୍ କରିବାର ସୁଯୋଗ ଛାଡନ୍ତି ନାହିଁ । ସେ ଛୋଟ ବେଳୁ ତାଙ୍କ ସହିତ ଅଭିନୟ କରିଛନ୍ତି । ଆଉ ଏହି କଥା ଶୁଣି ଅନୁଭବ ମହାନ୍ତି କହିଛନ୍ତି ପ୍ରକୃତି ମିଶ୍ର ଏବେବି ଛୋଟ ଛୁଆ ହୋଇ ଅଛନ୍ତି । ଏହି ଫିଲ୍ମ୍ ଏକ ପାରିବାରିକ କଳହ ପରେ ଛୋଟ ଛୁଆଙ୍କ ଉପରେ କଣ ସବୁ ପ୍ରଭାବ ପଡ଼ିଥାଏ ଏହିସବୁ କଥାକୁ ନେଇ ଏହି ଫିଲ୍ମ୍ କରାଯାଇଛି । ଏହି ଫିଲ୍ମ୍ ଜୁନ ୧୫ ତାରିଖରେ ରିଲିଜ୍ ହେବ ଆଉ ସମସ୍ତେ ହଲକୁ ଯାଇ ଦେଖିବାକୁ ଅନୁରୋଧ କରିଛନ୍ତି ଅଭିନେତା ଆଉ ଅଭିନେତ୍ରୀ ।