Movie prime

ବିଜୟ ଲାଭ କରିବା ପରେ ମୁଁହ ଖୋଲିଲେ ବର୍ଷା ସିଂ ବରିହା ଦେଖନ୍ତୁ କଣ କହିଲେ ମିଡ଼ିଆ ସାମ୍ନାରେ

 
Gg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ। ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇବା ସହ ନିର୍ବାଚନକୁ ନେଇ ଆସୁଥିବା ଖବର ଜାଣିପାରିବେ। ଏବେ ଓଡ଼ିଶାରେ ୨୪ ବର୍ଷର ସରକାର ହାରି ଯାଇଛି ଆଉ ଓଡ଼ିଶାରେ ବିଜେପି ଦଳ ଜିତି ଯାଇଛି। ବିଜେପି ଦଳ ଏବେ ଓଡ଼ିଶାରେ ଶାସନ କରୁଛି।
Ty
ବର୍ଷା ସିଂହ ବରିହା ଜଣେ ଓଡ଼ିଆ ରାଜନୀତିଜ୍ଞ। ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ଭାବରେ କାର୍ଯ୍ୟ କରୁଛନ୍ତି। ୨୦୨୨ ମସିହାରେ ପଦ୍ମପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ-ନିର୍ବାଚନରେ ସେ ନିର୍ବାଚିତ ହୋଇଥିଲେ। ୨୦୨୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚରେ, ସେ ପଦ୍ମପୁରରୁ ୧୭ଶହ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ। 
Gg
ତେବେ ଚଳିତ ନିର୍ବାଚନରେ ପଦ୍ମପୁର ବିଧାନସଭା ଆସନରେ ସମୁଦାୟ ୭ ଜଣ ପ୍ରାର୍ଥୀ ଛିଡା ହୋଇଥିବା ବେଳେ ମୁଖ୍ୟତଃ ବିଜେପି, ବିଜେଡି ଓ କଂଗ୍ରେସ ଦଳ ମଧ୍ୟରେ ତ୍ରି-ସ୍ତରୀୟ ମୁକାବିଲା ରହିଥିଲା। ବିଜେଡି ଦଳରୁ ବର୍ଷା ସିଂ ବରିହା, ବିଜେପି ଦଳରୁ ଗୋବର୍ଦ୍ଧନ ଭୁଏ ଓ କଂଗ୍ରେସ ଦଳରୁ ଟଙ୍କଧର ସାହୁ ପ୍ରାର୍ଥୀ ହୋଇଥିବାବେଳେ ଗତ ଉପନିର୍ବାଚନରେ ବିଜୟୀ ହୋଇ ବିଧାୟିକା ହୋଇଥିବା ବିଜେଡି ଦଳର ପ୍ରାର୍ଥିନୀ ବର୍ଷା ସିଂ ବରିହାଙ୍କୁ ଏଥର ଲୋକେ ପୁଣି ବିଜୟୀ କରିଛନ୍ତି। 
ବିଜେଡି ଦଳର ବର୍ଷା ସିଂ ବରିହାଙ୍କୁ ୯୧ହଜାର ୯୯୫ ଭୋଟ ମିଳିଥିଲା। ତେବେ ଶପଥ ପରେ ବର୍ଷା ସିଂ ବରିହା କହିଲେ ଯେ, "ପଦମପୁରବାସୀଙ୍କ ଆଶୀର୍ବାଦରୁ ଆଜି ମୋ ବିଜୟ ହେଇଚି, ତାଙ୍କ ପାଇଁ ମୁଁ କାମ କରିବି।" ଏବଂ ପଦ୍ମପୁରର ସମସ୍ୟା ବିଧାନସଭାରେ ଉପସ୍ଥାପନ କରିବି ବୋଲି ନିର୍ବାଚିତ ହେବା ପରେ ଶପଥ ପାଠ କରିବାକୁ ଆସି ପଦ୍ମପୁରକୁ ନେଇ ଏଭଳି ଦାବି ରଖିଲେ ବିଧାୟିକା ବର୍ଷା ସିଂ ବରିହା।