Movie prime

ରୋହିତ ଶର୍ମାଙ୍କ ଏମିତି ଲୁକ ଦେଖି ସବୁ ଫ୍ୟାନ ମାନେ ହେଇଗଲେ ଆଶ୍ଚର୍ଯ୍ୟ ଦେଖନ୍ତୁ ଏହି ଦୃଶ୍ୟ

 
Gy
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ। ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ। ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ କ୍ରିକେଟ ଜଗତକୁ ନେଇ ଆସୁଥିବା ଖବର ଗୁଡ଼ିକ ଜାଣିପାରିବେ। ଆପଣମାନେ ଅନେକ କ୍ରିକେଟରଙ୍କୁ ଜାଣିଥିବେ। ଆପଣମାନେ ସମସ୍ତେ କ୍ରିକେଟର ରୋହିତ ଶର୍ମାଙ୍କୁ ଜାଣିଥିବେ। ଏହି କ୍ରିକେଟର ଜଣକ ବହୁତ ସୁନ୍ଦର ଖେଳ ପ୍ରଦର୍ଶନ କରନ୍ତି।
Bb
ବନ୍ଧୁଗଣ ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ବନ୍ଧୁଗଣ ଏବେ ନୂଆ ଲୁକରେ ରୋହିତ ଶର୍ମାଙ୍କୁ ଦେଖିବାକୁ ମିଳିଛି। ହିଟ ମ୍ୟାନଙ୍କ ସ୍ୱାଗ ଦେଖି ଫିଦା ହେଲେ ଫ୍ୟାନ୍ସ ମାନେ। ସୁଟବୁଟ ସହିତ ଆଖିରେ କଳା ଚଷମା ଲଗାଇ ନଜର ଆସିଲେ ରୋହିତ ଶର୍ମା। ବ୍ରେକ ନେଇ ବୁଲିବାକୁ ବାହାରିଛନ୍ତି ରୋହିତ ଶର୍ମା। ତାଙ୍କ ଫୋଟ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। 
Nh
ସୂଚନା ଅନୁସାରେ ଟିମ୍ ଇଣ୍ଡିଆକୁ ଟି୨୦ ବିଶ୍ୱକପ୍ ଚାମ୍ପୀୟାନ ହରାଇବା ପରେ ଅଧିନାୟକ ରୋହିତ ଶର୍ମା ଏବେ ଲଣ୍ଡନରେ ପରିବାର ସହ ଛୁଟି କାଟୁଛନ୍ତି। ଆଜି ରୋହିତ ଶର୍ମା ଚଳିତ ୱିମ୍ଭଲଣ୍ଡନ ଗ୍ରାଣ୍ଡ ଫାଲାଣ୍ଟର ପୁରୁଷ ସୀଙ୍ଗିଲ ସେମି ଫାଇନାଲ ମ୍ୟାଚ ଦେଖିବା ପାଇଁ ସେଣ୍ଟର୍ କୋର୍ଟରେ ପହଞ୍ଚିଥିଲେ। ଆୟୋଜକଙ୍କ ପକ୍ଷରୁ ତାଙ୍କୁ ସ୍ବାଗତ କରାଯାଇଥିଲା। ଏହାପରେ ସେ ଡିଫେଣ୍ଡିଂ ଚମ୍ପିୟାନ ତଥା ସେପ୍ନ ତାରକା କାଲୋସ, ଅଲ୍କା ରାଜ ଓ ରୁଷିଆର ଡାଲିନ ମଧ୍ୟରେ ମ୍ୟାଚର ମଜା
ନେଇଥିଲେ। 
ରୋହିତଙ୍କ ବ୍ୟତୀତ ପୂର୍ବତନ ୱିକେଟ କିପର ଦିନେଶ ଏବଂ ତାଙ୍କ ପତ୍ନୀ ଦୀପିକା ଏହି ମ୍ୟାଚ ଦେଖିଥିଲେ। ପୂର୍ବରୁ କିମ୍ବଦନ୍ତୀ ବ୍ୟାଟର ସଚିନ ତେନ୍ଦୁଲକର ମଧ୍ୟ ତାଙ୍କ ପତ୍ନୀ ସେଣ୍ଟର୍ କୋର୍ଟରେ ମୁଖ୍ୟ ଆକର୍ଷକ ସାଜିଥିଲେ। ଆଉ ଏବେ ମୁଖ୍ୟ ଆକର୍ଷକ ସାଜିଛନ୍ତି ରୋହିତ ଶର୍ମା। ତେବେ ପୁରୁଷ ଗର୍ବର ଦ୍ୱିତୀୟ ସେମି ଫାଇନାଲରେ ୭ଥର ଚାମ୍ପୀୟାନ୍ ସର୍ବିଆର ନୋଭାଲ ଜୋକ ଭି ଓ ଇଟାଲୀର ଲୋର୍ନଜ ମୁସେଟି ସାମ୍ନାସାମ୍ନି ହେଇଥିଲେ। ଆଉ ଏହି ମ୍ୟାଚର ମଜା ଉଠାଇଥିଲେ ରୋହିତ ଶର୍ମା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.