Movie prime

ଅମ୍ବାନୀ ଙ୍କ ବୋହୂ ଗାଧେଇଲେ ସୁନା ମୁଦି ଭାସୁଥିବା ପାଣି ରେ..

 
Vv
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଦେହରେ ଫୁଲର ଓଢଣା ପକାଇ ହଳଦୀ ଲଗାଇଲେ ରାଧିକା ମର୍ଚାଣ୍ଟ। ନା ହୀରା ନା ମୋତି ଗେଣ୍ଡୁ ଓ ମଲ୍ଲି ଫୁଲରେ ରାଧିକା ଙ୍କ ଓଢଣା ତିଆରି ହୋଇଛି।ଯେଉଁ ଓଢଣା ରେ ରାଧିକା ଦେଇଛନ୍ତି ଶକୁନ୍ତଳା ଲୁକ।ଆନନ୍ଦ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟ ଙ୍କ ବିବାହ ଆସନ୍ତା ୧୨ ତାରିଖ ରେ ହେବାକୁ ଯାଉଛି।ଏହା ପୂର୍ବରୁ ଦମ୍ପତି ଙ୍କ ବିବାହ ର ପୂର୍ବ ସମାରୋହ ମଧ୍ୟ ଯୋରସୋର ରେ ସେଲିବ୍ରେଶନ୍ ହେଉଛି।
Gh
କିନ୍ତୁ ହଳଦୀ ଲୁକ ରେ ରାଧିକା ମର୍ଚାଣ୍ଟ ବହୁତ ସୁନ୍ଦର ଦେଖା ଯାଉଛନ୍ତି।ଏହି ଫଟୋ ଟି ସୋସିଆଲ ମିଡ଼ିଆ ରେ ବେଶ ଭାଇ ରାଲ ହେବାରେ ଲାଗିଛି।କାରଣ ରାଧିକା ଙ୍କ ଡିଜାଇନର ଅନାମିକା ଖାନ୍ ଙ୍କ ଦ୍ଵାରା ହଳଦିଆ ରଙ୍ଗର ଲେହେଙ୍ଗା ପିନ୍ଧିଥିଲେ। ସବୁଠାରୁ ବଡ଼ କଥା ହେଉଛି ଯେ ଫୁଲ ରେ ପ୍ରସ୍ତୁତ ହୋଇଥିଲା ତାଙ୍କ ଓଢଣା।ଯାହାକି ରାଧିକା ଙ୍କ ଲୁକ କୁ ଖୁବ୍ ସୁନ୍ଦର କରିଥିଲା।ତାଙ୍କର ଓଢଣା ଟି ମଲ୍ଲି ଫୁଲ ରେ ତିଆରି ହୋଇଥିଲା।
Vv
ଏବଂ ବର୍ଡର ରେ ହଳଦିଆ ଗେଣ୍ଡୁଫୁଲ ଲାଗିଥିଲା।ଏହା ସହିତ ରାଧିକା ମଧ୍ୟ ହାଲକା ମେକ ଅପ୍ ନେଇଥିଲେ।କେବଳ ସେତିକି ନୁହେଁ ବେକ ରେ ଚୋକର ହାର,କାନଫୁଲ ଏବଂ ହାତରେ ଫୁଲ ସହିତ ପୁରା ଲୁକ କମ୍ପ୍ଲିଟ କରିଥିଲେ।ତେବେ ଏହି ଓଢଣା ରେ ୯୦ ରୁ ଅଧିକ ଗେଣ୍ଡୁଫୁଲ ବ୍ୟବହାର କରାଯାଇଛି।ଯାହା ତାଜା ଫୁଲ ରେ ସଜାଇ ଥିବା ଏକ ସୁନ୍ଦର ଜାଲ ପରି ଦେଖା ଯାଉଥିଲା।ଏହି ଓଢଣା ପ୍ରସ୍ତୁତ କରିବାକୁ ପୁରା ରାତି ଲାଗିଥିଲା।
ତେବେ ରାଧିକା ଙ୍କ ଓଢଣା ରେ ୯୦ ରୁ ଅଧିକ ଗେଣ୍ଡୁଫୁଲ ଏବଂ ହଜାର ରୁ ଅଧିକ ମଲ୍ଲି ଫୁଲ ରେ ସଜା ଯାଇଥିଲା।ଏହା ବ୍ୟତିତ ତାଙ୍କର ହଳଦୀ ଲୁକ ପରେ ରାଧିକା ଙ୍କ ଫଟୋ ମଧ୍ୟ ଖୁବ୍ ଭାଇ ରାଲ ହେଉଛି।ତେବେ ଏହି ହଳଦୀ ରେ ମଧ୍ୟ ଅନେକ ସାରା ବଲିଉଡ ସେଲିବ୍ରେଟି ଙ୍କୁ ଦେଖିବାକୁ ମିଳିଥିଲା।ଏହା ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.