ଆମେ ଯାହା କରୁଛୁ ସମସ୍ତେ ସାହାଯ୍ୟର ହାତ ବଢ଼ାନ୍ତୁ
Feb 4, 2025, 08:15 IST

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଓଲିଉଡ, ବଲିଉଡ୍ ଏବଂ ସିନେମା ଜଗତର ସବୁ ଖବର ଆଉ ଏହାସହ ଅଭିନେତା ଆଉ ଅଭିନେତ୍ରୀଙ୍କ ଖବର ସବୁ ସୋସିଆଲ ମିଡିଆରେ ପାଇ ପାରୁଛନ୍ତି । ଏବେ କିଛି ଖବର ଆସିଛି ଜଣେ ଅଭିନେତ୍ରୀ କିଛି କଥା କହିଛନ୍ତି ଏବେ ତାଙ୍କ କଥାକୁ ନେଇ ଚର୍ଚ୍ଚା ହେଉଛି । ଅଭିନେତ୍ରୀ ଜଣକ କହିଛନ୍ତି ଅନେକ କଳାକାର ଅଛନ୍ତି ଯେଉଁମାନେ ସମାଜସେବା କରିବାକୁ ସବୁବେଳେ ଆଗେଇ ରହିଥାନ୍ତି । ଆଉ କିଛି ଯୁବ ସମାଜ ଅଛି ଯେଉଁମାନେ ସମାଜସେବା କରିବା ପାଇଁ ଡ୍ରାମା କରନ୍ତି ।

ଆଉ କିଛି ସମାଜସେବୀ ଏଭଳି ଅଛନ୍ତି ଯେଉଁମାନେ ଖାଇବା ମଧ୍ୟ ବଣ୍ଟନ କରିଥାନ୍ତି । ଏଭଳି ସବୁ କାର୍ଯ୍ୟ କରି ଆଗକୁ ବଢ଼ିଲେ ଲୋକମାନେ ସମାଜସେବା କରିବେ ଆଉ ଅଧିକ ଲୋକଙ୍କ ଭଲପାଇବା ମିଳିବ । ଏହି ଭିତରେ ଏକ ସୁନ୍ଦର ମେସେଜ ମଧ୍ୟ ଶୁଣିବାକୁ ମିଳିବ । ଭୁବନେଶ୍ୱରରେ ଏନେଇ ଏକ କାର୍ଯ୍ୟକ୍ରମ ହେଉଥିଲା ଆଉ ଏହି କାର୍ଯ୍ୟକ୍ରମରେ ଅନେକ ଲୋକ ଯୋଗ ଦେଇଥିଲେ । ଏହି ଲୋକମାନେ ଆଗକୁ ଯାଇ ଅନେକ କିଛି କରିବେ ବୋଲି ଅଭିନେତ୍ରୀ ଜଣକ କହିଛନ୍ତି । ଓଲିଉଡ ଜଗତର ଅନେକ ଅଭିନେତା ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ଅଛନ୍ତି ।

ଏହି କାର୍ଯ୍ୟକ୍ରମ ବହୁତ ଭଲ ଆଉ ଏହି କାର୍ଯ୍ୟକ୍ରମ ଯୋଗୁଁ ଲୋକମାନେ ସବୁବେଳେ ଅନ୍ୟକୁ ସାହାଯ୍ୟ କରିବାକୁ ଅପେକ୍ଷା କରି ଥାଆନ୍ତି । ଗଛ ଲଗାଇବା, ସ୍କୁଲ ପିଲାଙ୍କୁ ବହି ଦେବା, ଲୋକମାନଙ୍କୁ ସାହାଯ୍ୟ କରିବା, ସମସ୍ତଙ୍କୁ ବିପଦ ଆପଦରେ ସାହାଯ୍ୟ କରିବା ଆଦି କାର୍ଯ୍ୟ ଏହି ସମାଜସେବୀଙ୍କ ପକ୍ଷରୁ କରାଯାଉଛି । ଆଉ ଏବେ ଏହି କାମକୁ ସେମାନେ ବଢ଼ାଇବାକୁ ଚାହୁଁଛନ୍ତି । ଯେଉଁମାନେ ଗରିବ ବ୍ରାହ୍ମଣ ଶ୍ରେଣୀର ଆଉ ନିଜ ପୁଅକୁ ବ୍ରତ କରି ପାରୁନାହାନ୍ତି ସେମାନଙ୍କୁ ଏହି ସମାଜସେବୀଙ୍କ ଦ୍ଵାରା ବ୍ରତ କରାଯିବ ।
ଆଉ ଯେଉଁମାନେ ବିବାହ କରିବା ପାଇଁ ଅର୍ଥ ବାଧା ସାଜୁଛି ସେମାନେ ମଧ୍ୟ ତାଙ୍କୁ ସାହାଯ୍ୟ କରିବେ ବୋଲି କହିଛନ୍ତି । ଏହି ସମାଜସେବୀଙ୍କ ଉଦ୍ଦେଶ୍ୟ ଅଲଗା ହୋଇଥାଏ । ଆଉ ସେମାନେ ଖୁସି ହୋଇ ସାହାଯ୍ୟ କରିଥାନ୍ତି । ସମାଜସେବା ଯିଏ ସବୁ କରେ ସେ ମିଡିଆ ସାମ୍ନାରେ ଦେଖେଇ ହୁଏ ନାହିଁ । ସମସ୍ତେ ସାହାଯ୍ୟର ହାତ ବଢାଇଲେ ଆଗକୁ ଆହୁରି ଅନେକ ଉନ୍ନତି ହେବ ବୋଲି ସୂଚନା ମିଳିଛି । ସମାଜସେବା କରିବାକୁ ଅନେକ ଲୋକ ଆଗେଇ ଆସୁଛନ୍ତି ସମସ୍ତେ ଆଗକୁ ବଢ଼ିଲେ ଆଉ କିଛି ଅସୁବିଧା ହେବ ନାହିଁ ବୋଲି ଅନେକ ସମାଜସେବୀ କହିଛନ୍ତି ।