Movie prime

ଆମେ ସ୍ବାମୀ ଆଉ ସ୍ତ୍ରୀ ସବୁ ବର୍ଷ.. ପୁଳା ପୁଳା ପିଲା ଜନ୍ମ କରି ବିକ୍ରୀ କରୁ

 
Gg
ତେର ବର୍ଷର ଝିଅକୁ ଦୁ-ଷ୍କ-ର୍ମ କରି ଚାଲିଥିଲା ବାପା। ସ୍ତ୍ରୀ ସେଦିନ ମଜୁରିଆ ଭାବରେ କାମ କରିବାକୁ ଯାଇଥିଲା। ଘରେ ଦୁଇ ଝିଅକୁ ନେଇ ବାପା ଏକୁଟିଆ ଥିଲା। ସ୍ତ୍ରୀ କାମ ସାରି ଘରକୁ ଫେରିଲା ବେଳକୁ ନୃଶଂସ ସ୍ଵାମୀ ବଡ଼ ଝିଅକୁ ଦୁ-ଷ୍କ-ର୍ମ କରୁଥିଲା। ଏହି ବାପା କୁ ଝିଅ ଆଜି ବାପା ବୋଲି ଡାକିବ ବୋଲି ତାକୁ ଖୁବ ଭୟ ଲାଗୁଛି। ଅପରାହ୍ନ ୪ ଟା ବାଜିଥିଲା ଆଉ ସ୍ତ୍ରୀ ମାହି ମାରାଣ୍ଡି ଦିନ ମଜୁରିଆ ଭାବରେ କାମ କରିବାକୁ ଯାଇଥିଲା।
Gg
ଏପଟେ ସ୍ବାମୀ ଦୁଇ ଝିଅ ଆଉ ଗୋଟେ ପୁଅ ସହ ଘରେ ରହିଥିଲା। ହେଲେ ସ୍ତ୍ରୀ ମାହି ଯେତେବେଳେ ଘରକୁ ଆସି ଦେଖିଥିଲା ସ୍ବାମୀ ହଗୁ ମାରାଣ୍ଡି ବଡ଼ ଝିଅକୁ ଦୁ-ଷ୍କ-ର୍ମ କରି ଚାଲିଛି ସ୍ବାମୀ କୁ ଗାଳି ଗୁଲଜ କରି ସେଦିନ ସ୍ତ୍ରୀ ସେଠାରେ ହିଁ ଚୁପ୍ ରହି ଯାଇଥିଲେ। ପରେ ପୁଣିଥରେ ସ୍ତ୍ରୀ ବାହାରକୁ ଯାଇଥିଲା ଆଉ ଘରକୁ ଆସି ଦେଖିବା ବେଳକୁ ସ୍ବାମୀ ସେହି ସମାନ କାଣ୍ଡ କରିଥିଲା। ପୁଣି ଥରେ ବଡ଼ ଝିଅକୁ ଦୁ-ଷ୍କ-ର୍ମ ଉଦ୍ୟମ କରୁଥିଲା।
Gg
ଯାହାକୁ ଦେଖି ସ୍ତ୍ରୀ ଏଥର ଆଉ ଚୁପ୍ ରହି ନଥିଲା। ଏହା ସମ୍ପର୍କରେ ସ୍ତ୍ରୀ ସମସ୍ତଙ୍କୁ ସତ କଥା ଜଣାଇ ଦେଇଥିଲା। ପରେ ପୋଲିସ ସ୍ୱାମୀକୁ ଗିରଫ କରି ନେଇଥିଲା। ଏବେ କୋର୍ଟ ଏହି ନୃଶଂସ ସ୍ୱାମୀକୁ ମଧ୍ୟ ଦଣ୍ଡ ଶୁଣାଇ ଦେଇଛନ୍ତି। ଏହି ଘଟଣାକୁ ନେଇ ଚାରିଆଡେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଜଣେ ବାପା କିଭଳି ଭାବରେ ତାର ପିଲା ମାନଙ୍କ ସହ ଏଭଳି କରିପାରେ ବୋଲି ଏନେଇ ଚର୍ଚ୍ଚା ମଧ୍ୟ ହେଉଛି।
କାରଣ ଏହା ଏକ ନିଶ୍ଚିତ ଭାବରେ ଲଜ୍ୟା ଜନକ ଘଟଣା ଅଟେ। ଯାହାକୁ କି କେହି ସ୍ୱପ୍ନରେ ମଧ୍ୟ ଚିନ୍ତା କରି ପାରିବେ ନାହିଁ। ଏହି ଘଟଣା ସମ୍ପର୍କରେ ଶୁଣିବା ପରେ ଲୋକମାନେ ଉକ୍ତ ବ୍ୟକ୍ତି ଜଣକୁ ଖୁବ ନିନ୍ଦା କରିଛନ୍ତି। ଆଉ ତାଙ୍କୁ କଠୋର ରୁ କଠୋର ଶାସ୍ତି ମିଳୁ ବୋଲି କହିଛନ୍ତି। ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.