Movie prime

ଓଡ଼ିଆ ଇଣ୍ଡଷ୍ଟ୍ରିର ଲୋକପ୍ରିୟ କଳାକାରମାନଙ୍କ ମଧ୍ୟରେ ସାମିଲ ଅଛନ୍ତି ମୁସଲିମ ଏବଂ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଏହି କଳାକାର

 
Gh
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଆସନ୍ତୁ ଆଜି ଜାଣିବା ମୁସଲମାନ ଏବଂ ଖ୍ରୀଷ୍ଟିଆନ ହୀରୋ ହିରୋଇନଙ୍କ ବିଷୟରେ। ୧:- ପ୍ରଥମରେ ଅଛନ୍ତି ହ୍ୟୁମାନ ସାଗର। ଅଲିଉଡର ଆଗଧଡ଼ିର ଗାୟକ ହେଉଛନ୍ତି ହ୍ୟୁମାନ ସାଗର।ସେ ଗୋଟେ ରିୟାଲିଟି ସୋ'ରେ ଜିତିବା ପରେ ଅଲିଉଡରେ ବହୁତ ସୁନ୍ଦର ଗୀତ ଗାଇବା ଆରମ୍ଭ କରିଥିଲେ।
ଆପଣ ମାନେ ସମସ୍ତେ ତ ହ୍ୟୁମାନ ସାଗରଙ୍କ ଗୀତ ଗୁଡ଼ିକ ଶୁଣିଥିବେ। ହ୍ୟୁମାନ ସାଗର ଜଣେ ଖ୍ରୀଷ୍ଟିଆନ ଧର୍ମର ବ୍ୟକ୍ତି ଅଟନ୍ତି। ବର୍ତ୍ତମାନ ସମୟରେ ହ୍ୟୁମାନ ସାଗର ବହୁତ ସାରା ଗୀତ ଗାଇ ଅନେକ ଲୋକପ୍ରିୟତା ହାସଲ କରିଛନ୍ତି। 
Gh
୨:-ଦ୍ୱିତୀୟରେ ଅଛନ୍ତି ସୋଫିଆ ଆଲମ୍। ସୋଫିଆ ଓଲିଉଡ ଇଣ୍ଡଷ୍ଟ୍ରିରେ ବହୁତ ସାରା ଓଡ଼ିଆ ସିନେମା ଏବଂ ଓଡ଼ିଆ ଆଲବମରେ ଅଭିନୟ କରି ବେଶ ଲୋକପ୍ରିୟତା ହାସଲ କରିଛନ୍ତି। ସୋଫିଆ ଆଲମ୍ ଜଣେ ମୁସଲମାନ ଘରର ଝିଅ ଅଟନ୍ତି। ସେ ଅଲିଉଡ ଇଣ୍ଡଷ୍ଟ୍ରିରେ ପ୍ରାୟ ୩୦ ବର୍ଷ ହେବ କାମ କରି ଆସୁଛନ୍ତି।
୩-ତୃତୀୟରେ ଆସୁଛନ୍ତି ଓଡିଆ ଅଭିନେତା ଅମର। ଅମରଙ୍କୁ ତ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ। "ତୁ ମୋ ଜୀବନ ସାଥୀ" ସିରୀୟଲରେ ବେଶ୍ ଲୋକପ୍ରିୟତା ହାସଲ କରିଥିଲେ ଅମର। ଆଉ ଏହାପରେ ଅମର "ଝିଲି" ସିରୀୟଲରେ ସିଦ୍ଧାର୍ଥ କ୍ୟାରେକ୍ଟର ଆକ୍ଟିଂ କରିଥିଲେ। ତାଙ୍କର ଆକ୍ଟିଂକୁ ସାରା ଓଡ଼ିଶାର ଦର୍ଶକ ମାନେ ବେଶ୍ ପସନ୍ଦ କରିଥିଲେ।
ବର୍ତ୍ତମାନ ଅମର ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା "ମୋ ସିନ୍ଦୁରର ଅଧିକାର" ସିରୀୟଲରେ ହୀରୋ ଭାବରେ ଅଭିନୟ କରୁଛନ୍ତି। ବର୍ତ୍ତମାନ ଅମରଙ୍କୁ ପ୍ରାୟ ୨୯ ବର୍ଷ ବୟସ ହେଇଛି। ଅମର ହେଉଛନ୍ତି ଜଣେ ଖ୍ରୀଷ୍ଟିଆନ ପରିବାରର ପୁଅ। ବର୍ତ୍ତମାନ ସମୟରେ ଅମରଙ୍କ ଅଭିନୟକୁ ଦର୍ଶକ ମାନେ ବେଶ ପସନ୍ଦ ମଧ୍ୟ କରୁଛନ୍ତି।
Hh
୪-ଚତୁର୍ଥରେ ଅଛନ୍ତି ଲାବ୍ରିନ୍ ଖାନ। ଲାବ୍ରିନ୍ ଖାନଙ୍କୁ ତ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ। ତାଙ୍କର ଆକ୍ଟିଂକୁ ଦର୍ଶକ ମାନେ ବେଶ ପସନ୍ଦ ମଧ୍ୟ କରିଥାନ୍ତି। ବର୍ତ୍ତମାନ ସମୟରେ ଲାବ୍ରିନ୍ ଖାନ "ରାଜଜୋଟକ" ସିରୀୟଲରେ ରିୟା କ୍ୟାରେକ୍ଟରରେ ଖୁବ ସୁନ୍ଦର ଭାବରେ ଅଭିନୟ କରୁଛନ୍ତି।
ଲାବ୍ରିନ୍ ଖାନ ବହୁତ ସାରା ଓଡ଼ିଆ ସିରୀୟଲ ହେଉ ବା ଅଲିଉଡ ଜଗତରେ ହେଉ ଅଭିନୟ କରିଛନ୍ତି। ଲାବ୍ରିନ୍ ଖାନ ହେଉଛନ୍ତି ଜଣେ ମୁସଲମାନ ପରିବାରର ଝିଅ ଅଟନ୍ତି।
୫-ପଞ୍ଚମରେ ଅଛନ୍ତି ତାରିକ ଆଜିଜ। ତାରିକ ଆଜିଜ ହେଉଛନ୍ତି ଅଲିଉଡ ଇଣ୍ଡଷ୍ଟ୍ରିର ଜଣେ ସୁନ୍ଦର ଗାୟକ ଅଟନ୍ତି। ତାରିକ ଆଜିଜ ହେଉଛନ୍ତି ଜଣେ ମୁସଲମାନ ପରିବାରର ପୁଅ ଅଟନ୍ତି। ଅଲିଉଡ ଇଣ୍ଡଷ୍ଟ୍ରିରେ ସେ ବହୁତ ସାରା ଗୀତ ଗାଇ ଲୋକପ୍ରିୟତା ହାସଲ କରିଛନ୍ତି। ତାରିକଙ୍କ ଗୀତକୁ ଓଡ଼ିଶାବାସୀ ଖୁବ୍ ପସନ୍ଦ ମଧ୍ୟ କରନ୍ତି।