ଆଜିର ରାଶିଫଳ : 7/01/2023 ଶନିବାର ଜାଣନ୍ତୁ କେଉଁ ରାଶି ର ଭାଗ୍ୟ ରେ ଆଜି ଅଛି ଅଚାନକ ଧାନ ପ୍ରାପ୍ତି ର ଯୋଗ

 
ଆଜି ହେଉଛି ୭ ଜାନୁଆରୀ।ଶନିବାର।୨୦୨୩।ଆଜି ଠାରୁ ମାଘ ମାସର ବ୍ରତ ଆରମ୍ଭ।ଆପଣମାନେ କୁଷ୍ମାଣ୍ଡ ବା ପାଣି କଖାରୁ କୁ ଖାଦ୍ୟ ହିସାବରେ ଗ୍ରହଣ କରନ୍ତୁ ନାହିଁ।ଦିନଟି କିପରି ବିତିବ ମେଷ ଠାରୁ ମୀନ ପର୍ଯ୍ୟନ୍ତ ୧୨ ଗୋଟି ରାଶିର ଫଳ ସପର୍କ ରେ ଜାଣନ୍ତୁ।
ମେଷ:-
କର୍ମକ୍ଷେତ୍ର କୁ ନେଇ ଚଳ ଚଞ୍ଚଳ ରହିବେ।ପାରିବାରିକ ଜୀବନରେ କିଛି ଟା ସମସ୍ୟା ଦେଖା ଦେବ।ମାନସିକ ଅସ୍ଥିରତା ବା ଚଳ ଚଞ୍ଚଳତା ଦେଖା ଦେଇପାରେ। ଦୂର ଯାତ୍ରା କରିବା ପାଇଁ ଯୋଗ ରହିଛି।ସନ୍ତାନ ଙ୍କୁ ନେଇ ସାମାନ୍ୟ ଚିନ୍ତିତ ରହିବେ।କୌଣସି ଦ୍ରବ୍ୟ ହଜାଇ ଦେଇପାରନ୍ତି।ଅର୍ଥ ଖର୍ଚ୍ଚ ହେବ ସେଥି ପ୍ରତି ଦୃଷ୍ଟି ଦେବା ଆବଶ୍ୟକ।
ବୃଷ:- 
ଅନୁକୂଳ ରହିବ।ଦେହ ମନ ସମ୍ପୂର୍ଣ୍ଣ ଭାବରେ ଭଲ ରହିବ।କୌଣସି ବନ୍ଧୁ ଙ୍କ ଠାରୁ ସାହାର୍ଯ୍ୟ ସହଯୋଗ ପ୍ରାପ୍ତି କରିବେ।ଯଦି ଜମି କୁ ନେଇ କୌଣସି ବିବାଦ ଦେଖା ଦେଉଛି ତାହା ଦୂରୀଭୂତ ହେବ।ରାଜନୈତିକ ବ୍ୟକ୍ତି ବିଶେଷ ଙ୍କ ଠାରୁ ସାହାର୍ଯ୍ୟ ସହଯୋଗ ପାଇବେ।
ମିଥୁନ :-
ଧନ,ଅର୍ଥ ଆଉ ସମ୍ମାନ ପ୍ରାପ୍ତି କରିବେ।
କୌଣସି ପଇସା ଫସି ରହିଥିଲେ ତାହା ମିଳିବାର ସମ୍ଭାବନା ରହିଛି।ଶାଶୁ ଆଉ ବୋହୁ ଙ୍କ ଭିତରେ ସାମାନ୍ୟ କଥାକୁ ନେଇ ଯୁକ୍ତି ତର୍କ ହୋଇପାରେ।ଦୂର ଯାତ୍ରା କରିବା ପାଇଁ ସମ୍ଭାବନା ରହିଛି।ଦାମ୍ପତ୍ୟ ଜୀବନ ଅନୁକୂଳ ରହିବ।
କର୍କଟ :-
ମଧ୍ୟମ ରହିଛି।ପାରିବାରିକ ଜୀବନରେ ସାଧାରଣ କଥାକୁ ନେଇ ସମସ୍ୟା ବା ମତଭେଦ ଦେଖା ଦେଇପାରେ।ଅଧିକ ଟଙ୍କା ଖର୍ଚ୍ଚ ହୋଇପାରେ।ଖାଦ୍ୟ ପ୍ରତି ଆଗ୍ରହ ବଢ଼ିପାରେ।କର୍ମକ୍ଷେତ୍ରରେ ଉନ୍ନତି ପାଇବେ।ବହୁତ ଖୁସିରେ ରହିବେ।
ସିଂହ:-
ବ୍ୟବସାୟ ମାନେ ବ୍ୟବସାୟ ରେ ଲାଭ ପାଇବେ।ସନ୍ତାନ ମାନଙ୍କର କାର୍ଯ୍ୟ କଳାପ କୁ ଦେଖି ଚିନ୍ତିତ ରହି ପାରନ୍ତି।ଶୁଭ ରଙ୍ଗ ହିସାବରେ ବାଦାମୀ କିମ୍ବା କମଳା ରଙ୍ଗ ବ୍ୟବହାର କରନ୍ତୁ।ଶୁଭ ଫଳ ପ୍ରାପ୍ତି କରିବେ।ସ୍ଵାସ୍ଥ୍ୟଗତ ସମସ୍ୟା କାରଣରୁ ଚିନ୍ତିତ ରହିବେ।
କନ୍ୟା:-
ପରିବାରରେ ଖର୍ଚ୍ଚ ହଠାତ୍ ବଢିପାରେ। ଯାହା ଦେଖି ଆଶ୍ଚର୍ଯ୍ୟ ହୋଇ ପାରନ୍ତି। ଏବଂ ଏଥିପାଇଁ ଚିନ୍ତିତ ରହିବେ। କିନ୍ତୁ ବ୍ୟବସାୟରେ ଅତ୍ୟଧିକ ଲାଭ ହେତୁ ମନରେ ଶାନ୍ତି ରହିବ। ଯେଉଁମାନେ ବ୍ୟକ୍ତିଗତ ଚାକିରି ସହିତ ଜଡିତ ସେମାନେ କିଛି ଲାଭ ପାଇବେ।ଆଖି ସମ୍ବନ୍ଧୀୟ କିଛି ସମସ୍ୟା ଥାଇପାରେ 
ତୁଳା :-
ଦୁର ସଂପର୍କୀୟ ବନ୍ଧୁ ଙ୍କ ସହିତ ସାକ୍ଷାତ ହେବ।ଅପରାହ୍ନ ସମୟରେ କୌଣସି ଭୋଜି,ଭାତ ଆନୁଷ୍ଠାନିକ କାର୍ଯ୍ୟରେ ଯୋଗଦାନ କରିବେ।
ପରିବାରର ଜଣେ ସଦସ୍ୟଙ୍କ ସ୍ୱାସ୍ଥ୍ୟରେ ଖରାପତା ହେତୁ କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ, ଯେଉଁଥିରେ ଟଙ୍କା ମଧ୍ୟ ଖର୍ଚ୍ଚ ହେବ |
ବିଛା :-
ଆଧ୍ୟାତ୍ମିକତା କାର୍ଯ୍ୟରେ ଅତିବାହିତ ହେବ।ଅନେକ ଦିନ ଗରିବଙ୍କ ସେବାରେ କିମ୍ବା ଦାନର କାର୍ଯ୍ୟରେ ବିତାଇବେ।ଯଦି ମନରେ କୌଣସି ଅସୁବିଧା ଥାଏ ତେବେ ତାହା ମଧ୍ୟ ଶେଷ ହେବାକୁ ଯାଉଛି। ଆରାମଦାୟକ ଅନୁଭବ କରିବେ।
ଧନୁ:-
ସ୍ଵାସ୍ଥ୍ୟଗତ ସମସ୍ୟା ଦେଖା ଦେଇପାରେ।ଶରୀରରେ ଥଣ୍ଡା, କାଶ ବା ଶ୍ୱାସ ଜନିତ ସମସ୍ୟା ଉପୁଜି ପାରେ।କୌଣସି ବ୍ୟକ୍ତି ଙ୍କୁ ସାହାର୍ଯ୍ୟ କରି ଅସୁବିଧାରେ ପଡ଼ବେ।କର୍ମ କ୍ଷେତ୍ରରେ କିଛି କଥାକୁ ନେଇ ଅନ୍ୟ ମାନଙ୍କ ସହିତ ଝଗଡ଼ା ହୋଇପାରେ।ଏବଂ ଅପମାନ ମଧ୍ୟ ପାଇ ପାରନ୍ତି।
ମକର :-
ବ୍ୟବସାୟରେ ହଠାତ୍ ଅଟକି ଯାଇଥିବା ଟଙ୍କା ହେତୁ ଖୁସି ରହିଵେ, ଯେଉଁଥିପାଇଁ ମଧ୍ୟ ପରିବାର ସଦସ୍ୟଙ୍କ ଅଭିଳାଷ ପୂରଣ କରିବାରେ ସଫଳ ହେବେ।ପାରିବାରିକ ସମସ୍ୟା ଦେଖା ଦେବ।
କୁମ୍ଭ:-
ମଧ୍ୟମ ରହିବ । ସାଥୀ ଙ୍କ ସହିତ ଏକାକୀ କିଛି ସମୟ ଅତିବାହିତ କରିବେ।ଯେଉଁଥିରେ ଭବିଷ୍ୟତ ଯୋଜନା ବିଷୟରେ ମଧ୍ୟ ଆଲୋଚନା କରିପାରିବେ।ସନ୍ଧ୍ୟାରେ ପରିବାର ସଦସ୍ୟଙ୍କଠାରୁ ସମୟ ବିତାଇବେ।
ମୀନ:-
କୌଣସି ସମ୍ପର୍କୀୟଙ୍କଠାରୁ ୠଣ ନେବାକୁ ଏଡ଼ାଇବାକୁ ପଡିବ,ନଚେତ୍ ବହୁତ ଅସୁବିଧାରେ ସମ୍ମୁଖୀନ ହେବେ | ଛାତ୍ରମାନଙ୍କ ପାଇଁ ଉତ୍ତମ ରହିବ, ସେମାନେ ସେମାନଙ୍କର ଭବିଷ୍ୟତକୁ ଉନ୍ନତ କରିବା ପାଇଁ ସେମାନଙ୍କ ଶିକ୍ଷକମାନଙ୍କଠାରୁ କିଛି ପରାମର୍ଶ ପାଇବେ, ଯାହା ସେମାନେ ନିଶ୍ଚିତ ଭାବରେ କାର୍ଯ୍ୟକାରୀ କରିବେ |